ଝାରଖଣ୍ଡ ବିଧାନସଭାରେ ନମାଜ ଘର, ବିଜେପି ମାଗିଲା ଗୀତା ବଖରା

ରାଞ୍ଚି: ଝାରଖଣ୍ଡ ବିଧାନସଭାରେ ବିଧାୟକଙ୍କ ନମାଜ ପାଠ ପାଇଁ ସ୍ୱତନ୍ତ୍ର ରୁମ୍‌ର ବ୍ୟବସ୍ଥା କରାଯିବ। ଏଥିପାଇଁ ବିଧାନସଭା ପକ୍ଷରୁ ଅନୁମତି ଦିଆଯାଇଛି। ତେବେ ଝାରଖଣ୍ଡ ବିଧାନସଭାର ଏପରି ନିଷ୍ପତ୍ତି ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ବିଜେପି ବିଧାୟକମାନେ ହନୁମାନ ଚାଳିଶା ପାଠ କରିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏଥିସହ ଏହି ନିଷ୍ପତ୍ତି ବିରୋଧରେ ବିଜେପି ବିଧାୟକମାନେ ଝାରଖଣ୍ଡ ବିଧାନସଭା ଆଗରେ ବିକ୍ଷୋଭ ମଧ୍ୟ କରିଛନ୍ତି। ନିଷ୍ପତ୍ତିକୁ ବିରୋଧ […]

BJP

BJP

Hemant Lenka
  • Published: Wednesday, 08 September 2021
  • Updated: 08 September 2021, 03:36 PM IST

Sports

Latest News

ରାଞ୍ଚି: ଝାରଖଣ୍ଡ ବିଧାନସଭାରେ ବିଧାୟକଙ୍କ ନମାଜ ପାଠ ପାଇଁ ସ୍ୱତନ୍ତ୍ର ରୁମ୍‌ର ବ୍ୟବସ୍ଥା କରାଯିବ। ଏଥିପାଇଁ ବିଧାନସଭା ପକ୍ଷରୁ ଅନୁମତି ଦିଆଯାଇଛି। ତେବେ ଝାରଖଣ୍ଡ ବିଧାନସଭାର ଏପରି ନିଷ୍ପତ୍ତି ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି। ବିଜେପି ବିଧାୟକମାନେ ହନୁମାନ ଚାଳିଶା ପାଠ କରିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏଥିସହ ଏହି ନିଷ୍ପତ୍ତି ବିରୋଧରେ ବିଜେପି ବିଧାୟକମାନେ ଝାରଖଣ୍ଡ ବିଧାନସଭା ଆଗରେ ବିକ୍ଷୋଭ ମଧ୍ୟ କରିଛନ୍ତି। ନିଷ୍ପତ୍ତିକୁ ବିରୋଧ କରି ବିଜେପି ବିଧାୟକମାନେ ପୂଜକ ଅବତାରରେ ବିଧାନସଭାକୁ ଆସି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏଥିସହ ଧାର୍ଯ୍ୟ ସମୟର ୩୦ ମିନିଟ୍‌ ପୂର୍ବରୁ ଗୃହ କାର୍ଯ୍ୟ ବନ୍ଦ କରିବାକୁ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଛନ୍ତି। ୩୦ ମିନିଟ୍‌ ପୂର୍ବରୁ ଲଞ୍ଚ ବ୍ରେକ୍‌ ହେଲେ, ସେମାନେ ଭଗବାନ ହନୁମାନଙ୍କ ପାଇଁ ପ୍ରାର୍ଥନା କରିବେ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଏହାକୁ ନେଇ ଗୃହ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ବିଜେପି ବିଧାୟକମାନେ ଏହା ବିରୋଧରେ ବିଧାନସଭା ଆଗରେ ବିକ୍ଷୋଭ କରି ହନୁମାନ ଚାଳିଶା ପଢ଼ିଛନ୍ତି।

ଅନ୍ୟପକ୍ଷରେ ଝାରଖଣ୍ଡ ବିଧାନସଭା ନେଇଥିବା ନିଷ୍ପତ୍ତି ବିରୋଧରେ ଗୋଟିଏ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଦାଖଲ କରାଯାଇଛି। ଏହା ଧର୍ମନିରପେକ୍ଷତା ବିରୋଧୀ ବୋଲି ଅଭିଯୋଗ କରାଯାଇଛି।

ସେହିପରି ଝାରଖଣ୍ଡ ବିଧାନସଭାର ଏହି ନିଷ୍ପତ୍ତିର ପ୍ରତିକ୍ରିୟା ଉତ୍ତର ପ୍ରଦେଶ ଓ ବିହାରରେ ମଧ୍ୟ ଦେଖିବାକୁ ମିଳିଛି। ସାମାଜବାଦୀ ପାର୍ଟିର ଜଣେ ବିଧାୟକ ଉତ୍ତର ପ୍ରଦେଶ ବିଧାନସଭାରେ ସମାନ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ବିହାରର ବିଜେପି ବିଧାୟକ ହନୁମାନ ଚାଳିଶା ଓ ଶ୍ରୀମଦଭଗବତଗୀତା ପଢ଼ିବା ପାଇଁ ବିଧାନସଭାରେ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରିବାକୁ କହିଛନ୍ତି।

ଉତ୍ତର ପ୍ରଦେଶର କାନପୁରର ସମାଜବାଦୀ ପାର୍ଟି ବିଧାୟକ ଇରଫାନ ସୋଲାଙ୍କି କହିଛନ୍ତି, ବିଧାନସଭାରେ ନମାଜ ପାଠ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା ହେବା ଦରକାର। ଏଥିପାଇଁ ସେ ଉତ୍ତର ପ୍ରଦେଶ ବିଧାନସଭାର ବାଚସ୍ପତିଙ୍କୁ ମଧ୍ୟ ଭେଟିଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story