ନାବାଳିକାଙ୍କ ଦୁଷ୍କର୍ମ ଘଟଣାରେ ବୟାନ ଦେଇ ବିବାଦରେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିବାଦରେ ଫସିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଗତ ସପ୍ତାହରେ ଗୋଆ ବିଚରେ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ସହ ସେମାନଙ୍କ ସହ ଥିବା ଦୁଇ ଜଣ ନାବାଳକଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ପୀଡ଼ିତଙ୍କୁ ଦୋଷ ଦେବାରୁ ଏହାକୁ ନେଇ ବବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଘଟଣା ପାଇଁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଏଥିସହ ସେ ସରକାର ଓ ପୁଲିସ୍‌କୁ ମଧ୍ୟ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି। […]

Goa

Goa

Hemant Lenka
  • Published: Thursday, 29 July 2021
  • Updated: 29 July 2021, 06:13 PM IST

Sports

Latest News

ନୂଆଦିଲ୍ଲୀ: ବିବାଦରେ ଫସିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଗତ ସପ୍ତାହରେ ଗୋଆ ବିଚରେ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ସହ ସେମାନଙ୍କ ସହ ଥିବା ଦୁଇ ଜଣ ନାବାଳକଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ପୀଡ଼ିତଙ୍କୁ ଦୋଷ ଦେବାରୁ ଏହାକୁ ନେଇ ବବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଘଟଣା ପାଇଁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଏଥିସହ ସେ ସରକାର ଓ ପୁଲିସ୍‌କୁ ମଧ୍ୟ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି।

ବୁଧବାର ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ବୟାନ ବିଧାନସଭାରେ ଦେଇଛନ୍ତି। ସେ ପିଲାମାନଙ୍କୁ ଏକାକୀ ବାହାରକୁ ଛାଡ଼ି ଥିବାରୁ ସେମାନଙ୍କ ବାପା ମା’ଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି, “ଯେତେବେଳେ ୧୪ ବର୍ଷୀୟ ପିଲାମାନେ ରାତି ତମାମ ବିଚ୍‌ରେ ରହିଲେ ସେତେବେଳେ ବାପାମା’ ମାନେ ଏହାକୁ ଯାଞ୍ଚ କରିବା କଥା। ବାପା ମା’ଙ୍କ କଥା ପିଲାମାନେ ଶୁଣୁ ନାହାନ୍ତି ବୋଲି ଆପଣମାନେ ସିଧାସଳଖ ଘଟଣା ପାଇଁ ସରକାର ଓ ପୁଲିସ୍‌କୁ ଦାୟୀ କରୁଛନ୍ତି।

ପିଲାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ବାପା ମା’ଙ୍କ କାମ। ସେମାନେ ନିଜର ଛୋଟ ପିଲାମାନଙ୍କୁ ରାତିରେ ଘରୁ ବାହାରକୁ ଛାଡ଼ିବା କଥା ନୁହେଁ। ଆମେ ପୁଲିସ୍‌କୁ ଦୋଷ ଦେଉଛେ। କିନ୍ତୁ ମୁଁ ଏଠାରେ କହିବାକୁ ଚାହେଁ ଯେ ସମୁଦ୍ର କୂଳକୁ ୧୦ ଜଣ ପାର୍ଟି କରିବାକୁ ଯାଇଥିବା ବେଳେ ୪ ଜଣ ରାତି ତମାମ ସେଠାରେ ରହିଥିଲେ। ଦୁଇ ଜଣ ପୁଅ ଓ ଦୁଇ ଜଣ ଝିଅ। କିଶୋର ଓ କିଶୋରୀମାନେ, ବିଶେଷ କରି ୧୮ ବର୍ଷର କମ ବୟସ୍କମାନେ ବିଚ୍‌ରେ ରାତି କାଟିବା ଆଦୌ ଠିକ୍‌ ନୁହେଁ।”

ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନକୁ ବିରୋଧୀ ଚିହିଁକି ଉଠିଛନ୍ତି। ସେମାନେ ଏହାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଘରେ ରୁହନ୍ତୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବେନାଉଲିମ ବିଚ୍‌ରେ ୪ ଜଣ ବ୍ୟକ୍ତି ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ସେମାନଙ୍କ ସହ ଦୁଇ ଜଣ ନାବାଳକଙ୍କୁ ମାଡ଼ ମାରିଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସରକାରୀ କର୍ମଚାରୀ ନିଜକୁ ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଏପରି କାଣ୍ଡ ଭିଆଇଥିଲେ। ପୁଲିସ୍‌ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story