ହେମନ୍ତ ସୋରେନଙ୍କ ସହଯୋଗୀଙ୍କ ନାଁରେ ଥିବା ୩୦ କୋଟି ମୂଲ୍ୟର ଶିପ୍‌ ଜବତ

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ବେଆଇନ ଖଣି ଲିଜ୍‌ ମାମଲାରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ତାଙ୍କ ନାଁରେ ଥିବା ଗୋଟିଏ ଜାହାଜକୁ ଜବତ କରାଯାଇଛି। ଜବତ ଶିପର ମୂଲ୍ୟ ୩୦ କୋଟି ଟଙ୍କା। ବେଆଇନି ଖଣି ଚାଲାଣ ପାଇଁ ଏହି ଶିପର ବ୍ୟବହାର କରାଯାଉଥିଲା। ଜବତ M.V.Infralink-III ଶିପର ପଞ୍ଜୀକରଣ ସଂଖ୍ୟା WB ୧୮୦୯। ଝାରଖଣ୍ଡର ସାହିବଗଞ୍ଜରେ ଥିବା ସୁକାରଗଡ଼ […]

ship

ship

Hemant Lenka
  • Published: Wednesday, 27 July 2022
  • Updated: 27 July 2022, 09:50 PM IST

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ବେଆଇନ ଖଣି ଲିଜ୍‌ ମାମଲାରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ଏବେ ତାଙ୍କ ନାଁରେ ଥିବା ଗୋଟିଏ ଜାହାଜକୁ ଜବତ କରାଯାଇଛି। ଜବତ ଶିପର ମୂଲ୍ୟ ୩୦ କୋଟି ଟଙ୍କା। ବେଆଇନି ଖଣି ଚାଲାଣ ପାଇଁ ଏହି ଶିପର ବ୍ୟବହାର କରାଯାଉଥିଲା। ଜବତ M.V.Infralink-III ଶିପର ପଞ୍ଜୀକରଣ ସଂଖ୍ୟା WB ୧୮୦୯।

ଝାରଖଣ୍ଡର ସାହିବଗଞ୍ଜରେ ଥିବା ସୁକାରଗଡ଼ ଘାଟରୁ ଏହା ଯାତାୟାତ କରୁଥିଲେ ମଧ୍ୟ ଏଥିପାଇଁ କାହାର ଅନୁମତି ନିଆଯାଇ ନଥିଲା। ପଙ୍କଜ ମିଶ୍ରଙ୍କ ନିର୍ଦ୍ଦେଶରେ ରାଜେଶ ଯାଦବ ନାମକ ଜଣେ ବ୍ୟକ୍ତି ଶିପର ସବୁ କଥା ବୁଝୁଥିଲେ। ରାଜେଶ ହେଉଛନ୍ତି ପଙ୍କଜଙ୍କ ଘନିଷ୍ଠ ସହଯୋଗୀ। ଜାହାଜରେ ବେଆଇନ ଭାବେ ଖନନ ହୋଇଥିବା ପଥର ଚିପ୍ସ ଓ ବୋଲ୍ଡର ଚାଲାଣ କରାଯାଉଥିବା ଇଡି କହିଛି। ୨୬ ଜୁଲାଇରେ ଏହାର ମାଲିକଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଥିଲା।

ଏହାବାଦ ଇଡି ପକ୍ଷରୁ ଆଉ ୨ଟି ବେଆଇନ ଖଣି ଖାଦାନକୁ ଇଡି ସାହିବଗଞ୍ଜରୁ ଠାବ କରିଛି। ଏହା ମଧ୍ୟରୁ ଗୋଟିଏ ବିଷ୍ଣୁ ଯାଦବ ଓ ଆଉ କିଛି ଲୋକ ଚଳାଉଥିଲେ। ସେହିପରି ଖଣି ଖାଦାନା ପାଇଁ ନିଲାମ ହୋଇଥିବା ଅଞ୍ଚଳ ବାହାରେ ଖନନ କରାଯାଇଛି। ଅତିରିକ୍ତ ଭାବେ ୩୭.୫ ମିଲିୟନ କ୍ୟୁବ ଫୁଟ ଅଞ୍ଚଳରେ ଖନନ ହୋଇଛି। ଏହି ଅଞ୍ଚଳରୁ ଅଘୋଷିତ ଭାବେ ୪୫ କୋଟି ଟଙ୍କାର ପଥର ଚିପ୍ସ ଚାଲାଣ କରାଯାଇଥିବା ଇଡି ଜାଣିବାକୁ ପାଇଛି।

ଏହାପୂର୍ବରୁ ଇଡି ବେଆଇନ ଭାବେ ଚାଲିଥିବା ଦୁଇଟି ପଥର କ୍ରସରକୁ ମଧ୍ୟ ଜବତ କରିଥିଲା। ଏହି ଦୁଇଟି କ୍ରସର୍ ମା’ ଆମ୍ବା ଷ୍ଟୋନ୍ ୱାର୍କସ ନାଁରେ ଥିଲା। ଏହା ବ୍ୟତୀତ ତିନୋଟି HYVA ଟ୍ରକ ମଧ୍ୟ ଜବତ କରିଥିଲା ଇଡି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରଙ୍କୁ ଇଡି ଜୁଲାଇ ୧୯ରେ ବେଆଇନ ଖଣି ଲିଜ୍ ମାମଲାରେ ଗିରଫ କରିଥିଲା। ପୂର୍ବରୁ PMLA ଆକ୍ଟ, ୨୦୦୨ ଅନୁଯାୟୀ ପଙ୍କଜ ମିଶ୍ର, ରାଜେଶ ଯାଦବ ଓ ସେମାନଙ୍କ ସହଯୋଗୀମାନଙ୍କ ୩୭ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୧.୮୮ କୋଟି ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story