ମୁନ୍ଦ୍ରା ପୋର୍ଟରୁ ମିଳିଲା ୫୦୦ କୋଟି ଟଙ୍କାର କୋକେନ୍‌

ଅହମଦାବାଦ: ପୁଣି ଆଦାନୀ ଗ୍ରୁପ୍‌ ମାଲିକାରେ ଥିବା ଗୁଜରାଟ ସ୍ଥିତ ମୁନ୍ଦ୍ରା ପୋର୍ଟରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି। ଗୁରୁବାର ଡିଆରଇର ଅଧିକାରୀମାନେ ବନ୍ଦରରୁ ୫୨ କେଜି ଓଜନର କୋକେନ୍‌ ଜବତ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଜବତ କୋକେନ୍‌ର ମୂଲ୍ୟ ୫୦୦ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ଇରାନରୁ ଆସିଥିବା ଲୁଣ କନସାଇନମେଣ୍ଟ ଭିତରେ ଏତେ ପରିମାଣର କୋକେନ୍‌ ଲୁଚାଇ ରଖାଯାଇଥିଲା। ଡିଆରଇ କହିଛି ଯେ ଇରାନରୁ ମୁନ୍ଦ୍ରା ପୋର୍ଟକୁ ସାଧାରଣ […]

Heroin

Heroin

Hemant Lenka
  • Published: Friday, 27 May 2022
  • Updated: 27 May 2022, 01:08 PM IST

Sports

Latest News

ଅହମଦାବାଦ: ପୁଣି ଆଦାନୀ ଗ୍ରୁପ୍‌ ମାଲିକାରେ ଥିବା ଗୁଜରାଟ ସ୍ଥିତ ମୁନ୍ଦ୍ରା ପୋର୍ଟରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି। ଗୁରୁବାର ଡିଆରଇର ଅଧିକାରୀମାନେ ବନ୍ଦରରୁ ୫୨ କେଜି ଓଜନର କୋକେନ୍‌ ଜବତ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଜବତ କୋକେନ୍‌ର ମୂଲ୍ୟ ୫୦୦ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି।

ଇରାନରୁ ଆସିଥିବା ଲୁଣ କନସାଇନମେଣ୍ଟ ଭିତରେ ଏତେ ପରିମାଣର କୋକେନ୍‌ ଲୁଚାଇ ରଖାଯାଇଥିଲା। ଡିଆରଇ କହିଛି ଯେ ଇରାନରୁ ମୁନ୍ଦ୍ରା ପୋର୍ଟକୁ ସାଧାରଣ ଲୁଣର ଗୋଟିଏ କନସାଇନ ମେଣ୍ଟ ଆସିଥିଲା। ୨୫ ମେଟ୍ରିକ ଟନ୍‌ ଲୁଣ ୧୦୦୦ ବସ୍ତାରେ ରଖାଯାଇଥିଲା। ତେବେ କନସାଇନମେଣ୍ଟକୁ ବିଜ୍ଞାନ ପଦ୍ଧତିରେ ଯାଞ୍ଚ କରିବା ବେଳେ ଏହା ମଧ୍ୟରୁ ୫୨ କେଜି ଓଜନର କୋକେନ୍‌ ଜବତ ହୋଇଛି।

ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରଥମେ ଲୁଣ ନାଁରେ କୋକେନ ଆସୁଥିବା ଖବର ମିଳିଥିଲା। ଏହାପରେ ’ଅପରେସନ ନମକୀନ’ ଆରମ୍ଭ ହୋଇଥିଲା। ସନ୍ଦେହଜନକ ଅବସ୍ଥାରେ ଥିବା କନସାଇନମେଣ୍ଟକୁ ମେ’ ୨୪ରୁ ୨୬ ଯାଏ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ହିଁ ଲୁଣ ନାଁରେ ଆସିଥିବା କୋକେନ୍‌କୁ ଡିଆରଆଇ ଅଧିକାରୀମାନେ ଜବତ କରିଛନ୍ତି।

ଯାଞ୍ଚ ବେଳେ କସନାଇମେଣ୍ଟ ମଧ୍ୟରୁ କିଛି ସନ୍ଦେହଜନ ପାଉଡର ଭିର୍ତ୍ତି ବ୍ୟାଗ ମିଳିଥିଲା। ଏହା ମଧ୍ୟରୁ ଅଲଗା ପ୍ରକାରର ସ୍ମେଲ ମଧ୍ୟ ବାହାରୁଥିଲା। ଅଧିକାରୀମାନେ ଏହି ପାଉଡରକୁ ନେଇ ପରୀକ୍ଷା କରିଥିଲେ। ପରୀକ୍ଷା ବେଳେ ଏହି ପାଉଡର ଗୁଡ଼ିକରେ କୋକେନ ଥିବା ସ୍ପଟ ହୋଇଥିଲା। ଏବେ ଏହି କନସାଇନମେଣ୍ଟର ମାଲିକଙ୍କ ବିଷୟରେ ଜାଣିବା ପାଇଁ ତଦନ୍ତ କରାଯାଉଥିବା ଡିଆରଆଇ କହିଛି।

୨୦୨୧-୨୨ରେ ଡିଆରଆଇ ସମଗ୍ର ଦେଶର ବିଭିନ୍ନ ସ୍ଥାନରୁ ମୋଟ ୩,୨୦୦ କୋଟି ଟଙ୍କାର କୋକେନ୍‌ ଜବତ କରି ସାରିଲାଣି। ଏହାପୂର୍ବରୁ ମୁନ୍ଦ୍ରା ପୋର୍ଟରୁ ପ୍ରାୟ ୨୧ଶହ କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story