ଦିଲ୍ଲୀରେ ପହଞ୍ଚିଲେ ରୁଷ ବୈଦେଶିକ ମନ୍ତ୍ରୀ, କାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ବେଳେ ଆଜି ଭାରତରେ ପହଞ୍ଚିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେୟି ଲାବରୋବ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଲାବରୋବ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ। ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ରୁଷ ଉପରେ ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ଏପରି ସ୍ଥିତିରେ ଲାବରୋବ ଭାରତ ଆସିବା ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଭାରତ ଗସ୍ତରେ ଆସିଥିବାରୁ ପୂରା ବିଶ୍ୱର […]

russia

russia

Hemant Lenka
  • Published: Thursday, 31 March 2022
  • Updated: 31 March 2022, 08:52 PM IST

Sports

Latest News

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ବେଳେ ଆଜି ଭାରତରେ ପହଞ୍ଚିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେୟି ଲାବରୋବ। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଲାବରୋବ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ।

ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ରୁଷ ଉପରେ ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ କଟକଣା ଲଗାଇଛନ୍ତି। ଏପରି ସ୍ଥିତିରେ ଲାବରୋବ ଭାରତ ଆସିବା ବେଶ ଗୁରୁତ୍ୱପୂର୍ଣ୍ଣ। ସେ ଭାରତ ଗସ୍ତରେ ଆସିଥିବାରୁ ପୂରା ବିଶ୍ୱର ନଜର ନୂଆଦିଲ୍ଲୀ ଉପରେ ରହିଛି। କାରଣ ଲାବରୋବ ଭାରତ ସହ ବ୍ୟବସାୟିକ ଓ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାକୁ ଏଠାକୁ ଆସିଛନ୍ତି। ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରେ ଭାରତ ସହ ରୁଷର ଆସନ୍ତାକାଲି ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବ।

ଅନ୍ୟପକ୍ଷରେ ବ୍ରିଟେନର ବିଦେଶ ସଚିବ ଲିଜ ଟ୍ରୁସ ଏବେ ଭାରତରେ ଅଛନ୍ତି। ସେହିପରି ଆମେରିକାର ଉପ ଜାତୀୟ ସୁରକ୍ଷା ପରମର୍ଶଦାତା ଦଲୀପ ସିଂହ ଭାରତ ଗସ୍ତରେ ଆସିଛନ୍ତି। ଏମାନଙ୍କ ଗସ୍ତ ଅପେକ୍ଷା ସମସ୍ତଙ୍କ ଫୋକସ ଲାବରୋବଙ୍କ ଉପରେ ରହିଛି।

କାରଣ ଲାବରୋବଙ୍କ ଭାରତ ଗସ୍ତ ପୂର୍ବରୁ ଆମେରିକା ବଡ଼ ବୟାନ ଦେଇଛି। ରୁଷ ପ୍ରତି ଭାରତ ଏପରି ଆଭିମୁଖ୍ୟକୁ କେବେ ହେଲେ ଆମେରିକା ଆଶା କରୁ ନଥିଲା। ଏହାକୁ ନିଶ୍ଚିତ ଇତିହାସ ମନେ ରଖିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story