ମଣିପୁର ଆତଙ୍କୀ ହମଲା: ମୋଦି କହିଲେ ବଳିଦାନକୁ ଭୁଲି ହେବନି, ନବୀନ ବି କଲେ ଟ୍ୱିଟ

ନୂଆଦିଲ୍ଲୀ: ମଣିପୁରରେ ଆତଙ୍କବାଦୀଙ୍କ ଭୟଙ୍କର ହମଲାରେ ଜଣେ କମାଣ୍ଡିଂ ଅଫିସଙ୍କ ସମେତ ତାଙ୍କ ପତ୍ନୀ, ୮ ବର୍ଷର ପୁଅ ଓ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚାନ୍ଦପୁର ଅଞ୍ଚଳରେ ୪୬ ଆସାମ ରାଇଫଲର କନଭୟ ସହ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ପରିବାର ଲୋକଙ୍କ ସହ ଯାଉଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବା ସହ ଆଖିବୁଜା ଗୁଳି ମାଡ଼ କରିଥିଲେ। କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଆଜି ସକାଳୁ ଗୋଟିଏ […]

Sahid

Sahid

Hemant Lenka
  • Published: Saturday, 13 November 2021
  • Updated: 13 November 2021, 06:44 PM IST

Sports

Latest News

ନୂଆଦିଲ୍ଲୀ: ମଣିପୁରରେ ଆତଙ୍କବାଦୀଙ୍କ ଭୟଙ୍କର ହମଲାରେ ଜଣେ କମାଣ୍ଡିଂ ଅଫିସଙ୍କ ସମେତ ତାଙ୍କ ପତ୍ନୀ, ୮ ବର୍ଷର ପୁଅ ଓ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି। ମିଆଁମାର ସୀମାନ୍ତ ଚୁରାଚାନ୍ଦପୁର ଅଞ୍ଚଳରେ ୪୬ ଆସାମ ରାଇଫଲର କନଭୟ ସହ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ପରିବାର ଲୋକଙ୍କ ସହ ଯାଉଥିଲେ।

ଏହି ସମୟରେ ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରଣ କରିବା ସହ ଆଖିବୁଜା ଗୁଳି ମାଡ଼ କରିଥିଲେ। କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଆଜି ସକାଳୁ ଗୋଟିଏ ଫରୱାର୍ଡ ଘାଟିକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ହଠାତ୍‌ ଦିନ ୧୧ଟାରେ ତାଙ୍କ ଉପରେ ହମଲା ହୋଇଥିଲା। ହମଲା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ବୀର ଯବାନଙ୍କ ବଳିଦାନକୁ କେହି ଭୁଲିବେନି ବୋଲି କହିଛନ୍ତି। ସେ କହିଛନ୍ତି, “ମଣିପୁରରେ ଆସାମ ରାଇଫଲର କନଭୟ ଉପରେ ହୋଇଥିବା ହମଲାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ଆଜି ସହିଦ ହୋଇଥିବା ସୈନ୍ୟ ଓ ପରିବାର ସଦସ୍ୟଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନଙ୍କ ବଳିଦାନକୁ କେବେ ହେଲେ ଭୁଲି ହେବନି। ଏହି ଦୁଃଖଦ ସମୟରେ ବୀର ଯବାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।”

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମଣିପୁର ହମଲାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମଣିପୁରରେ ଆସାମ ରାଫଲର କନଭୟ ଉପରେ ହୋଇଥିବା ଭୟଙ୍କର ହମଲାକୁ ଦୃଢ଼ ଭାବେ ନିନ୍ଦା କରୁଛି। ବୀର ଯବାନଙ୍କ ପରିବାରକୁ ମୁଁ ସମବେଦନା ଜଣାଉଛି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।”

ଏହି ଆକ୍ରମଣ ଘଟଣାକୁ ନେଇ ରାହୁଲ ଗାନ୍ଧି ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ମଣିପୁରରେ ସେନାର କନଭୟ ଉପରେ ହୋଇଥିବା ଆତଙ୍କୀ ହମଲା ପୁଣିଥରେ ମୋଦି ସରକାର ରାଷ୍ଟ୍ରର ସୁରକ୍ଷା କରିବାରେ ଅସମର୍ଥ ବୋଲି ପ୍ରମାଣ କରିଛି। ସହିଦଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଓ ସେମାନଙ୍କ ପରିବାର ବର୍ଗଙ୍କୁ ମୋର ଶୋକ ସମ୍ବେଦନା ଜଣାଉଛି। ଦେଶ ଆପଣଙ୍କ ବଳିଦାନକୁ ମନେ ରଖିବ।”

ଏହି ଭୟଙ୍କର ହମଲାକୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ସେ କହିଛନ୍ତି, “୪୬ ଆସାମ ରାଇଫଲର କନଭୟ ଉପରେ ହୋଇଥିବା ହମଲାକୁ ମୁଁ କଡ଼ା ଭାଷାରେ ନିନ୍ଦା କରୁଛି। ରାଜ୍ୟ ପୁଲିସ ଓ ପାରା ମିଲିଟାରୀ ଯବାନମାନେ ଏବେ ଆତଙ୍କୀଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରି ସାରିଛନ୍ତି। ହମଲାକାରୀଙ୍କୁ ନିଶ୍ଚିତ ଦଣ୍ଡ ଦିଆଯିବ।”

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆସାମ ରାଇଫଲର କନଭୟ ଉପରେ ହୋଇଥିବା ହମଲା ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ଦେଶ ଆଜି ୪୬ ଆସାମ ରାଫଲର କମାଣ୍ଡିଂ ଅଫିସରଙ୍କ ସମେତ ୫ ଜଣ ବୀର ଯବାନଙ୍କୁ ହରାଇଛି। ସେହିପରି କମାଣ୍ଡିଂ ଅଫିସରଙ୍କ ପରିବାରର ୨ ଜଣ ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି। ସବୁ ବୀରଙ୍କ ପରିବା ବର୍ଗଙ୍କୁ ମୋର ସମବେଦନା। ଖୁବଶୀଘ୍ର ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି।

ଏମାନଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story