ଗୃହଋଣ ଉପରେ ସୁଧ ବଢ଼ାଇଲା ଏସବିଆଇ, ଜାଣନ୍ତୁ କେତେରେ ପହଞ୍ଚିଲା

ନୂଆଦିଲ୍ଲୀ: ଗୃହଋଣ ଉପରେ ନିକଟରେ ସୁଧହାର ବୃଦ୍ଧି କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)। ବ୍ୟାଙ୍କ ପକ୍ଷରୁ ଗୃହଋଣ ଉପରେ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଛି। ଏହାର ଅର୍ଥ ଏଣିକି ଗୃହଋଣ ପାଇଁ ଜଣେ ବ୍ୟକ୍ତିଙ୍କୁ ସର୍ବନିମ୍ନ ୬.୯୫% ସୁଧ ଦେବାକୁ ପଡ଼ିବ। ପୂର୍ବରୁ ଏହା ୬.୭୦% ରହିଥିଲା। ଏପ୍ରିଲ ୧ରୁ ହିଁ ଏସବିଆଇ ଏହି ନିୟମ ଲାଗୁ କରିଛି। ଏସବିଆଇ ଗୃହଋଣ ଉପରେ ସୁଧ ବୃଦ୍ଧି କରିଥିବାରୁ ଏବେ ଅନ୍ୟ ବ୍ୟାଙ୍କ ଓ ସଂସ୍ଥାଗୁଡ଼ିକ […]

SBI

SBI

Hemant Lenka
  • Published: Monday, 05 April 2021
  • Updated: 05 April 2021, 04:59 PM IST

ନୂଆଦିଲ୍ଲୀ: ଗୃହଋଣ ଉପରେ ନିକଟରେ ସୁଧହାର ବୃଦ୍ଧି କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)। ବ୍ୟାଙ୍କ ପକ୍ଷରୁ ଗୃହଋଣ ଉପରେ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଛି। ଏହାର ଅର୍ଥ ଏଣିକି ଗୃହଋଣ ପାଇଁ ଜଣେ ବ୍ୟକ୍ତିଙ୍କୁ ସର୍ବନିମ୍ନ ୬.୯୫% ସୁଧ ଦେବାକୁ ପଡ଼ିବ। ପୂର୍ବରୁ ଏହା ୬.୭୦% ରହିଥିଲା। ଏପ୍ରିଲ ୧ରୁ ହିଁ ଏସବିଆଇ ଏହି ନିୟମ ଲାଗୁ କରିଛି।

ଏସବିଆଇ ଗୃହଋଣ ଉପରେ ସୁଧ ବୃଦ୍ଧି କରିଥିବାରୁ ଏବେ ଅନ୍ୟ ବ୍ୟାଙ୍କ ଓ ସଂସ୍ଥାଗୁଡ଼ିକ ମଧ୍ୟ ସମାନ ପଦକ୍ଷେପ ନେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଋଣ ନେଇଥିବା ଲୋକଙ୍କ ଉପରେ ଅଧିକ ଚାପ ସୃଷ୍ଟି ହେବ। ଏସବିଆଇ କେବଳ ସର୍ବନିମ୍ନ ଗୃହଋଣର ସୁଧହାର ବୃଦ୍ଧି କରିନାହିଁ। ବରଂ ସମସ୍ତ ପ୍ରକାରର ଗୃହଋଣ ପାଇଁ ପ୍ରୋସେସିଂ ଫି’ ମଧ୍ୟ ଲାଗୁ କରି୦ଛି।

ପ୍ରୋସେସିଂ ଫି ୦.୪୦% ରହିଛି। ତେଣୁ ଏସବିଆଇ ଋଣ ବାବଦ ପ୍ରୋସେସିଂ ଫି’ ପାଇଁ ସର୍ବନିମ୍ନ ୧୦ ହଜାର ଓ ସର୍ବାଧିକ ୩୦ ହଜାର ଟଙ୍କା ଆଦାୟ କରିବ। ଏହାସହ ଜିଏସ୍‌ଟି ମଧ୍ୟ ଲାଗୁ କରାଯିବ। ପୂର୍ବରୁ ମାର୍ଚ୍ଚ ୩୧ ଯାଏ ବ୍ୟାଙ୍କ ପକ୍ଷରୁ ସମସ୍ତ ପ୍ରକାରର ପ୍ରୋସେସିଂ ଫି’କୁ ଛାଡ଼ କରାଯାଇଥିଲା।

ବିଶେଷଜ୍ଞଙ୍କ ମତରେ ଏସବିଆଇ ଗୃହଋଣ ଉପରେ ସୁଧହାର ବୃଦ୍ଧି କରିଥିବାରୁ ଆଗକୁ ଏଚଡିଏଫସି, ଆଇସିଆଇସିଆଇ ଓ ବ୍ୟାଙ୍କ ଅଫ ବରୋଦା ଭଳି ବ୍ୟାଙ୍କ ଗୁଡ଼ିକ ମଧ୍ୟ ସୁଧହାର ବୃଦ୍ଧି କରିବେ। ଏହାଦ୍ୱାରା ଗ୍ରାହକଙ୍କୁ ଋଣ ନେଲେ ଅଧିକ ସୁଧ ଦେବାକୁ ପଡ଼ିବ। ତେଣୁ ଘର ତିଆରି କିମ୍ବା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏହା ଶକ୍ତ ଝଟକା ସଦୃଶ ହେବ।

ଏହା ପୂର୍ବରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଦ୍ୟ ତୈଳ ଦରରେ ଅତ୍ୟଧିକ ମୂଲ୍ୟବୃଦ୍ଧି ଘଟିଥିବାରୁ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ରହିଛି। ତା’ ଉପରେ ଗୃହଋଣ ସୁଧ ବୃଦ୍ଧି ଘର କରିଥିବା ବା କରିବାକୁ ଯାଉଥିବା ଲୋକମାନଙ୍କୁ ଅଧିକ ବାଧିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story