ବନ୍ଦ ହେଲା ଜଷ୍ଟିସ ଗୋଗୋଇଙ୍କ ଯୌନ ନିର୍ଯାତନା ମାମଲା

ନୂଆଦିଲ୍ଲୀ: ପୂର୍ବତନ ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାକୁ ଆଜି ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି। ୨୦୧୯ରେ ଜଣେ ମହିଳା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ଆଜି ମାମଲାକୁ ବନ୍ଦ କରିବା ବେଳେ ସୁପ୍ରିମକୋର୍ଟ ଅଭିଯୋଗ ପଛରେ ଷଡ଼ଯନ୍ତ୍ର ଥିବାର ଗନ୍ଧ ବାରିଛନ୍ତି। ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ମାମଲାର ଶୁଣାଣି ଆଜି ଜଷ୍ଟିସ ସଞ୍ଜୟ କିଷନ କାଉଲ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ପୂର୍ବତନ ସିଜେଆଇ ଜଷ୍ଟିସ […]

gogogi

gogogi

Hemant Lenka
  • Published: Thursday, 18 February 2021
  • Updated: 18 February 2021, 05:36 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାକୁ ଆଜି ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି। ୨୦୧୯ରେ ଜଣେ ମହିଳା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ଆଜି ମାମଲାକୁ ବନ୍ଦ କରିବା ବେଳେ ସୁପ୍ରିମକୋର୍ଟ ଅଭିଯୋଗ ପଛରେ ଷଡ଼ଯନ୍ତ୍ର ଥିବାର ଗନ୍ଧ ବାରିଛନ୍ତି।

ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ମାମଲାର ଶୁଣାଣି ଆଜି ଜଷ୍ଟିସ ସଞ୍ଜୟ କିଷନ କାଉଲ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ପୂର୍ବତନ ସିଜେଆଇ ଜଷ୍ଟିସ ଗୋଗୋଇଙ୍କ କିଛି ରାୟ ଦେଖିଲେ ଲାଗୁଛି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପଛରେ ଷଡ଼ଯନ୍ତ୍ର ରହିଛି। ଏହି ନେଇ ମିଳିଥିବା କିଛି ନିର୍ଦ୍ଦିଷ୍ଟ ପ୍ରମାଣରୁ ବିଶ୍ୱାସ ହେଉଛି।

ଏହି ମାମଲାକୁ ଦୁଇ ବର୍ଷ ବିତି ସାରିଛି ଓ ଜଷ୍ଟିସ ଗୋଗୋଇଙ୍କୁ ଫସାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରର ଇଲେକ୍ଟ୍ରୋନିକ ରେକର୍ଡ ହାସଲ ସମ୍ଭାବନା ବହୁତ କମ ରହିଛି। ବର୍ତ୍ତମାନର ସିଜେଆଇ ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ କମିଟି ରିପୋର୍ଟ ଦାଖଲ କରି ସାରିଛନ୍ତି। ସୁପ୍ରିମକୋର୍ଟ ନିଜ ଆଡ଼ୁ କରିଥିବା ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମାମଲାର ଶୁଣାଣି ଆଗକୁ ବଢ଼ାଇବାର କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।

ସୁପ୍ରିମକୋର୍ଟ ୨୦୧୯ ମସିହା ଏପ୍ରିଲ ୨୫ ତାରିଖରେ ପୂର୍ବତନ ବିଚାରପତି ଜଷ୍ଟିସ ଏକେ ପଟ୍ଟନାୟକଙ୍କୁ ଜଷ୍ଟିସ ଗୋଗୋଇଙ୍କ ବିରୋଧରେ ଆସିଥିବା ଅଭିଯୋଗର ଷଡ଼ଯନ୍ତ୍ରର ଯାଞ୍ଚ କରିବାକୁ କହିଥିଲେ। ସେ ତାଙ୍କ ରିପୋର୍ଟରେ ଷଡ଼ଯନ୍ତ୍ର ହୋଇଥିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story