ନ୍ୟାୟପାଳିକାରେ ପ୍ରଥମ: ସମଲିଙ୍ଗୀ ଓକିଲ ହେବେ ହାଇକୋର୍ଟ ଜଜ୍‌!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ପଦୋନ୍ନତି ଦେଇ ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ସୁପାରିସ କରିଛନ୍ତି। ଏହାକୁ ଏକ ଐତିହାସିକ ନିଷ୍ପତ୍ତି କୁହାଯାଉଛି। କାରଣ ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମଥର ପାଇଁ ଜଣେ ସମଲିଙ୍ଗୀଙ୍କୁ ବିଚାରପତି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଯଦି କଲେଜିୟମଙ୍କ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବ, ତା’ହେଲେ ସୌରଭ ଦେଶର ପ୍ରଥମ ସମଲିଙ୍ଗୀ ଭାବେ ବିଚାରପତି ଆସନରେ ବସିବେ। ନଭେମ୍ବର ୧୧ରେ କଲେଜିୟମର ବୈଠକ ବସିଥିଲା। ଏହି ସମୟରେ ହିଁ […]

Saurav

Saurav

Hemant Lenka
  • Published: Monday, 15 November 2021
  • Updated: 15 November 2021, 10:10 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ପଦୋନ୍ନତି ଦେଇ ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ସୁପାରିସ କରିଛନ୍ତି। ଏହାକୁ ଏକ ଐତିହାସିକ ନିଷ୍ପତ୍ତି କୁହାଯାଉଛି। କାରଣ ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମଥର ପାଇଁ ଜଣେ ସମଲିଙ୍ଗୀଙ୍କୁ ବିଚାରପତି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

ଯଦି କଲେଜିୟମଙ୍କ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବ, ତା’ହେଲେ ସୌରଭ ଦେଶର ପ୍ରଥମ ସମଲିଙ୍ଗୀ ଭାବେ ବିଚାରପତି ଆସନରେ ବସିବେ। ନଭେମ୍ବର ୧୧ରେ କଲେଜିୟମର ବୈଠକ ବସିଥିଲା। ଏହି ସମୟରେ ହିଁ ଆଇନଜୀବୀ ସୌରଭଙ୍କୁ ବିଚାରପତି ଭାବେ ପଦୋନ୍ନତି ଦେବାକୁ ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ସୌରଭଙ୍କୁ ବିଚାରପତି ଭାବେ ପଦନ୍ନୋତି ଦେବା ପ୍ରସ୍ତାବ ଉପରେ ସ୍ପଷ୍ଟ ମତ ରଖିବାକୁ କହିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମର ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ମିଳିତ ଭାବେ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ଦେବାକୁ ସୁପାରିସ କରିଥିଲେ।

ତେବେ ସୁପ୍ରିମକୋର୍ଟ କଲେଜିୟମ ୨୦୧୮ ସେପ୍ଟେମ୍ବର, ୨୦୧୯ ଜାନୁଆରୀ ଓ ୨୦୧୯ ଏପ୍ରିଲରେ ଏହି ପ୍ରସ୍ତାବରେ ଏକମତ ହୋଇ ନଥିଲେ। ଗତବର୍ଷ ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୌରଭ କହିଥିଲେ ଯେ ସମ୍ଭବତଃ ସେ ଖୋଲାଖୋଲି ଭାବେ ନିଜର ସମଲିଙ୍ଗୀ ସମ୍ପର୍କ ବିଷୟରେ କହିଥିବାରୁ ତାଙ୍କୁ ପଦନ୍ନୋତି ମିଳୁନି।

ଏସବୁ ଭିତରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଏବେ ପୁଣିଥରେ କଲେଜିୟମ ତାଙ୍କୁ ପଦୋନ୍ନତି ଦେବାକୁ ସୁପାରିସ କରିଛନ୍ତି।

ଦିଲ୍ଲୀର ସେଣ୍ଟ ଷ୍ଟେଫେନ୍ସ କଲେଜରୁ ଗ୍ରାଜ୍ୟୁଏଟ ହୋଇଥିବା ସୌରଭ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ୍ୟକ୍ରମରେ ଅଣ୍ଡର ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଛନ୍ତି। ସେହିପରି କ୍ୟାମ୍ବ୍ରେଜ ବିଶ୍ୱବିଦ୍ୟାଳୟରୁ ସେ ମାଷ୍ଟର ଡିଗ୍ରୀ ପାଇଛନ୍ତି। ଖାଲି ସେତିକି ନୁହେଁ, ଆଇନଜୀବୀ ଭାବେ ସେ ସୁପ୍ରିମକୋର୍ଟରେ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଛନ୍ତି।

୨୦୧୮ରେ ଧାରା ୩୭୭କୁ ଉଚ୍ଛେଦ କରିଥିବା ସାମ୍ବିଧାନିକ ବେଞ୍ଚ ନିକଟରେ ଦାଖଲ ହୋଇଥିବା ଆବେଦନ ପଛରେ ସୌରଭ କ୍ରିପାଲ ଥିଲେ। ନିକଟରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ସମସ୍ତ ୩୧ ଜଣ ବିଚାରପତି ମିଳିତ ଭାବେ ବରିଷ୍ଠ ଆଇନଜୀବୀର ମାନ୍ୟତା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story