କେବେ ଖୋଲିବ ସ୍କୁଲ? ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ହ୍ରାସ ପାଉଥିବାରୁ ଖୁବଶୀଘ୍ର ଦିଲ୍ଲୀରେ ସ୍କୁଲ ଖୋଲିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଚର୍ଚ୍ଚା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ବୟାନ ଦେଇଛନ୍ତି। ସଂକ୍ରମଣ କମୁଥିଲେ ହେଁ ଦିଲ୍ଲୀରେ ଅଫଲାଇନ କ୍ଲାସ ଆରମ୍ଭ କରିବାକୁ କୌଣସି ପ୍ରକାରର ଯୋଜନା ଏଯାଏ ହୋଇ ନଥିବା ସେ କହିଛନ୍ତି। ମହାମାରୀ କରୋନାର ତୃତୀୟ ୱେଭ ଆସିବାର ଆଶଙ୍କା ରହିଛି। ତେଣୁ ସରକାର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ପ୍ରକାରର ରିସ୍କ […]

School

School

Hemant Lenka
  • Published: Thursday, 15 July 2021
  • Updated: 15 July 2021, 06:20 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ସଂକ୍ରମଣ ହ୍ରାସ ପାଉଥିବାରୁ ଖୁବଶୀଘ୍ର ଦିଲ୍ଲୀରେ ସ୍କୁଲ ଖୋଲିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଚର୍ଚ୍ଚା ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ବୟାନ ଦେଇଛନ୍ତି। ସଂକ୍ରମଣ କମୁଥିଲେ ହେଁ ଦିଲ୍ଲୀରେ ଅଫଲାଇନ କ୍ଲାସ ଆରମ୍ଭ କରିବାକୁ କୌଣସି ପ୍ରକାରର ଯୋଜନା ଏଯାଏ ହୋଇ ନଥିବା ସେ କହିଛନ୍ତି।

ମହାମାରୀ କରୋନାର ତୃତୀୟ ୱେଭ ଆସିବାର ଆଶଙ୍କା ରହିଛି। ତେଣୁ ସରକାର ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ପ୍ରକାରର ରିସ୍କ ନେଇ ପାରିବେ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି।

ପଡ଼ୋଶୀ ହରିଆଣା ସମେତ ଏକାଧିକ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାରୁ ସେଠାରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି। କ’ଣ ଦିଲ୍ଲୀ ସରକାର ଅଫଲାଇନ କ୍ଲାସ ଆରମ୍ଭ କରିବାକୁ ଯୋଜନା କରିଛନ୍ତି କି ବୋଲି ପ୍ରଶ୍ନରେ କେଜ୍ରିୱାଲ ଏପରି କହିଛନ୍ତି। ସେ କହିଛନ୍ତି, “ନା। ସ୍କୁଲ ଖୋଲିବାକୁ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି।

ଆମେ ଯଦି ଅନ୍ତର୍ଜାତୀୟ ଟ୍ରେଣ୍ଡକୁ ଦେଖିବା, ତା’ହେଲେ ତୃତୀୟ ୱେଭ ଦେଶକୁ ଆସିବ। ତେଣୁ ଯେଉଁ ପର୍ଯ୍ୟନ୍ତ ଟିକାକରଣ ସଂପୂର୍ଣ୍ଣ ହୋଇନାହିଁ, ସେ ଯାଏ ଆମେ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ପ୍ରକାରର ରିସ୍କ ନେଇପାରିବୁ ନାହିଁ।”

ସୂଚନାଯୋଗ୍ୟ, ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ୧୦୦ରୁ କମ ରହୁଛି। ଏହି କାରଣରୁ ସରକାର କରୋନା ପାଇଁ ଜାରି କଟକଣାକୁ କୋହଳ କରିବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ୭୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ମାମଲା ୬୭୧ ରହିଛି। ସେହିପରି ଦିଲ୍ଲୀରେ ୯୧ ଲକ୍ଷରୁ ଅଧିକ ଡୋଜ୍‌ର ଟିକାକରଣ ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story