ଆତଙ୍କୀଙ୍କ ଟାର୍ଗେଟରେ ଭାରତର ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ! ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ଆସନ୍ତା ଗଣତନ୍ତ୍ର ଦିବସରେ ହମଲା କରିବାକୁ ଯୋଜନା କରିଛନ୍ତି ଆତଙ୍କବାଦୀ। ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବେ। ତେଣୁ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରି ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଗୁଇନ୍ଦା ବିଭାଗ ଏପରି ସୂଚନା ଦେବା ପରେ ମୋଦି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ବିଭାଗ […]

modi

modi

Hemant Lenka
  • Published: Tuesday, 18 January 2022
  • Updated: 18 January 2022, 05:07 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଗଣତନ୍ତ୍ର ଦିବସରେ ହମଲା କରିବାକୁ ଯୋଜନା କରିଛନ୍ତି ଆତଙ୍କବାଦୀ। ଗଣତନ୍ତ୍ର ଦିବସରେ ଦିଲ୍ଲୀରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବେ। ତେଣୁ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରି ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଗୁଇନ୍ଦା ବିଭାଗ ଏପରି ସୂଚନା ଦେବା ପରେ ମୋଦି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।

ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ବିଭାଗ ସମ୍ଭାବ୍ୟ ଆତଙ୍କୀ ହମଲା ନେଇ ୯ ପୃଷ୍ଠାର ଗୋଟିଏ ସତର୍କ ସୂଚନା ଜାରି କରିଛି। ଏଥିରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ହମଲା କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିବା କୁହାଯାଇଛି। ଏହାର ଅର୍ଥ ଦେଶର ୭୫ତମ ଗଣତନ୍ତ୍ର ଦିବସରେ ଉପସ୍ଥିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି। ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ କାଜାଖସ୍ତାନ, କିର୍ଗିଜସ୍ତାନ, ତାଜାକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ନେତାମାନଙ୍କୁ ମୁଖ୍ୟ ଅତିଥି ଭାବେ ଭାରତ ସରକାର ନିମନ୍ତ୍ରଣ କରିବେ। ତେଣୁ ସେହିଦିନ ହମଲା କରି ଆତଙ୍କ ସୃଷ୍ଟି କରିବାକୁ ମସୁଧା ହୋଇଛି।

ଗୁଇନ୍ଦା ବିଭାଗ କହିଛି ଯେ ପାକିସ୍ତାନ/ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଗୁଡ଼ିକ ଭାରତର ଗଣତନ୍ତ୍ର ଦିବସ ଉତ୍ସବରେ ହମଲା କରିବାକୁ ଚାହୁଁଛନ୍ତି। ସେମାନଙ୍କ ଟାର୍ଗେଟରେ ଗଣତନ୍ତ୍ର ଦିବସ ଉତ୍ସବ, ଜନଗହଳୀପୂର୍ଣ୍ଣ ସ୍ଥାନ ଓ ଭାରତର ପ୍ରମୁଖ ପ୍ରତିଷ୍ଠାନ ଗୁଡ଼ିକ ରହିଛି। ଲୋନ ଉଲଫ କିମ୍ବା ଡ୍ରୋନ ଦ୍ୱାରା ମଧ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ଆକ୍ରମଣ କରିପାରନ୍ତି।

ଏହି ଆତଙ୍କୀ ମସୁଧା ପଛରେ ଲସ୍କର, ଜୈଶ, ଦି ରେଜିଷ୍ଟାନ୍ସ ଫୋର୍ସ, ହରକତ ଉଲ ମୁଜାହିଦ୍ଦିନ ଓ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର ହାତ ରହିଛି। ଏହାବାଦ ପାକିସ୍ତାନରେ ଅବସ୍ଥାପିତ ଖାଲିସ୍ତାନ ଗ୍ରୁପ୍‌ ମଧ୍ୟ ସେମାନଙ୍କ ସଦସ୍ୟମାନଙ୍କୁ ସକ୍ରିୟ କରିଛନ୍ତି। ସେମାନେ ପଞ୍ଜାବରେ ପୁଣି ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି କରିବାକୁ ଚାହୁଁଛନ୍ତି। ପଞ୍ଜାବ ଓ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ହମଲା କରିବାକୁ ଖାଲିସ୍ତାନୀ ଆତଙ୍କୀ ସଂଗଠନ ଯୋଜନା କରିଥିବା ବିଭାଗ କହିଛି।

ଏହି ସୂଚନା ମିଳିବା ପରେ ଜାତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ରାଜ୍ୟଗୁଡ଼ିକୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ଦିଲ୍ଲୀ, ପଞ୍ଜାବ ଓ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story