ଅନୀଲ ଦେଶମୁଖଙ୍କୁ ‘ସୁପ୍ରିମ’ ଝଟକା: ଜାରି ରହିବ ସିବିଆଇ ତଦନ୍ତ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ସିବିଆଇ ଦ୍ୱାରା ହିଁ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ କିଛି ଦିନ ତଳେ ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଚାନ୍ଦା ଆଦାୟ ଅଭିଯୋଗ ଆଣିଥିଲେ। ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରୋକ […]

anil-&-parmbir

anil-&-parmbir

Hemant Lenka
  • Published: Thursday, 08 April 2021
  • Updated: 08 April 2021, 05:27 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ସିବିଆଇ ଦ୍ୱାରା ହିଁ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ କିଛି ଦିନ ତଳେ ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଚାନ୍ଦା ଆଦାୟ ଅଭିଯୋଗ ଆଣିଥିଲେ। ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ଦେଶମୁଖ ଓ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ। କିନ୍ତୁ ଆଜି ଏହା ଖାରଜ ହୋଇଯାଇଛି। ଏହାର ଅର୍ଥ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସିବିଆଇ ଦ୍ୱାରା ହିଁ କରାଯିବ।

ସୁପ୍ରିମକୋର୍ଟ ଆଜି କହିଛନ୍ତି, ମୁମ୍ବାଇର ପୂର୍ବତନ କମିଶନର ପରମବୀର ସିଂହ ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ନିରପେକ୍ଷ ସଂସ୍ଥା ଦ୍ୱାରା କରାଯିବା ଉଚିତ। କାରଣ ଉଭୟ ସରକାରଙ୍କ ଉଚ୍ଚ ପଦବୀରେ ରହିଛନ୍ତି। ଉଭୟ ଅଲଗା ହେବା ପୂର୍ବରୁ ଏକାଠି କାମ କରୁଥିଲେ। ତେଣୁ ବମ୍ବେ ହାଇକୋର୍ଟ ଦେଇଥିବା ସିବିଆଇ ତଦନ୍ତ ରାୟ ବଳବତ୍ତର ରହିବ

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି, ଆସିଥିବା ଅଭିଯୋଗ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଘଟଣାରେ କମିଶନର ଓ ଗୃହମନ୍ତ୍ରୀ ସାମିଲ ଅଛନ୍ତି। କ’ଣ ଏଭଳି ସ୍ଥିତିରେ ସିବିଆଇ ଏହାର ଯାଞ୍ଚ କରିବା କଥା ନୁହେଁ କି?

ଅଭିଯୋଗ ପରେ ବି ପ୍ରାଥମିକ ପର୍ଯ୍ୟାୟରେ ଅନୀଲ ଦେଶମୁଖ ଇସ୍ତଫା ଦେଇ ନଥିଲେ। ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସେ ପଦ ଛାଡ଼ିଥିଲେ। ଅଭିଯୋଗ ଏକଦା ମନ୍ତ୍ରୀଙ୍କ ଡାହାଣ ହାତ କୁହାଯାଉଥିବା ବ୍ୟକ୍ତି ଆଣିଛନ୍ତି। ତେଣୁ ଏବେ ଏହାର ନିରପେକ୍ଷ ତଦନ୍ତ କରାଯାଉ। ଏଥିରେ ଅସୁବିଧା କିଛି ନାହିଁ। ବମ୍ବେ ହାଇକୋର୍ଟ ପ୍ରାଥମିକ ତଦନ୍ତ ପାଇଁ ସିବିଆଇକୁ କହିଛନ୍ତି। ୧୫ ଦିନ ଭିତରେ ରିପୋର୍ଟ କ’ଣ ଆସୁଛି, ତା’କୁ ଅପେକ୍ଷା କରାଯାଉ ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story