ଗ୍ରେନେଡ ମାଡ଼ ପାଇଁ ନିଜକୁ ଦାୟୀ କଲା ଏସଜେଏଫ, ହିମାଚଳ ମୁଖ୍ୟମନ୍ତ୍ରୀଙ୍କୁ ଧମକ

ମୋହାଲି: ପଞ୍ଜାବ ପୁଲିସ୍‌ର ଗୁଇନ୍ଦା ବିଭାଗ ମୁଖ୍ୟାଳୟ ଉପରେ ରକେଟ୍‌ ଦ୍ୱାରା ଗ୍ରେନେଡ ମାଡ଼ କରାଯାଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖ୍‌ ଫର ଜଷ୍ଟିସ(ଏସଜେଏଫ) ଘଟଣା ପାଇଁ ନିଜକୁ ଦାୟୀ କରିଛି। ସଂଗଠନର ସଦସ୍ୟମାନେ ହିଁ ମୋହାଲିରେ ଥିବା ଗୁଇନ୍ଦା ମୁଖ୍ୟାଳୟ ଉପରେ ହମଲା କରିଥିବା ଏସଜେଏଫ କହିଛି। ହମଲା ପାଇଁ ସଂଗଠନ ନିଜକୁ ଦାୟୀ କରି ଗୋଟିଏ ଭୟସ ମେସେଜ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ […]

attack

attack

Hemant Lenka
  • Published: Tuesday, 10 May 2022
  • Updated: 10 May 2022, 04:07 PM IST

Sports

Latest News

ମୋହାଲି: ପଞ୍ଜାବ ପୁଲିସ୍‌ର ଗୁଇନ୍ଦା ବିଭାଗ ମୁଖ୍ୟାଳୟ ଉପରେ ରକେଟ୍‌ ଦ୍ୱାରା ଗ୍ରେନେଡ ମାଡ଼ କରାଯାଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖ୍‌ ଫର ଜଷ୍ଟିସ(ଏସଜେଏଫ) ଘଟଣା ପାଇଁ ନିଜକୁ ଦାୟୀ କରିଛି। ସଂଗଠନର ସଦସ୍ୟମାନେ ହିଁ ମୋହାଲିରେ ଥିବା ଗୁଇନ୍ଦା ମୁଖ୍ୟାଳୟ ଉପରେ ହମଲା କରିଥିବା ଏସଜେଏଫ କହିଛି।

ହମଲା ପାଇଁ ସଂଗଠନ ନିଜକୁ ଦାୟୀ କରି ଗୋଟିଏ ଭୟସ ମେସେଜ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନିକଟକୁ ପଠାଇଛି। ଏସ୍‌ଜେଏଫର ଜେନେରାଲ କାଉନସିଲ ଗୁରପତୱନ୍ତ ସିଂହ ପନ୍ନୁ ଆକ୍ରମଣ ପଛରେ ସଂଗଠନର ହାତ ଥିବା ସ୍ୱୀକାର କରିଛି। ଏଥିସହ ହିମାଚଳ ପ୍ରଦେଶ ବିଧାନସଭା କମ୍ପ୍ଲେକ୍ସରେ ଖଲିସ୍ତାନ ପତାକା ଲଗାଇବା ପଛରେ ମଧ୍ୟ ଏସଜେଏଫ ରହିଥିବା ପନ୍ନୁ ଭୟସ ମେସେଜ ମାଧ୍ୟମରେ ସୂଚନା ଦେଇଛି।

ପନ୍ନୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଠାକୁରଙ୍କୁ ଧମକ ଦେଇ କହିଛି ଯେ “ହିମାଚଳ ପ୍ରଶାସନ ଓ ସରକାର ମୋହାଲିରେ ହୋଇଥିବା ଗ୍ରେନେଡ ଆକ୍ରମଣରୁ କିଛି ଶିଖିବା ଦରକାର। ନଚେତ ଏପରି ଘଟଣା ଶିମଲା ମୁଖ୍ୟାଳୟରେ ମଧ୍ୟ ଘଟିପାରେ। ମୁଖମନ୍ତ୍ରୀ ଠାକୁର ଏସଜେଏଫ ଆପଣଙ୍କୁ ପରାମର୍ଶ ଦେଉଛି ଆମେ ଧର୍ମଶାଳା ମୁଖ୍ୟାଳୟରେ ଖଲିସ୍ତାନ ପତାକା ଉଡ଼ାଇଥିଲୁ। ଆପଣ ଶିଖ ସଂପ୍ରଦାୟର ଲୋକଙ୍କୁ ଉସକାନ୍ତୁ ନାହିଁ। ଏସଜେଏଫ ଜୁନ୍‌ ୬ରେ ଖଲିସ୍ତାନ ଜନମତ ୨୦-୨୦ ହିମାଚଳ ପ୍ରଦେଶରେ ଭୋଟିଂ ଦିନ ଘୋଷଣା କରିବାକୁ ଯାଉଛି। ଶିଖ ସଂପ୍ରଦାୟ ବିରୋଧରେ ହିଂସା ସୃଷ୍ଟି କରନ୍ତୁ। କାରଣ ହିଂସା ବି ବଡ଼ ହିଂସାର ସୃଷ୍ଟି କରିଥାଏ।”

ସୂଚନାଯୋଗ୍ୟ, ପଞ୍ଜାବର ମୋହଲି ଅନ୍ତର୍ଗତ ଏସ୍‌ଏଏସ୍‌ ନଗରର ସେକ୍ଟର ୭୭ରେ ଥିବା ପଞ୍ଜାବ ପୁଲିସ୍‌ର ଇଣ୍ଟେଲିଜେନ୍ସ ମୁଖ୍ୟ କାର୍ଯ୍ୟାଳୟ ଉପରେ ସୋମବାର ସଂଧ୍ୟା ୭ଟା ୪୫ରେ ଅତିର୍କିତ ଗ୍ରେନେଡ ମାଡ଼ ହୋଇଥିଲା। ୨ ଜଣ ସଂଦିଗ୍ଧ ‌କାରରେ ଆସି ଇଣ୍ଟେଲିଜେନ୍ସ ଅଫିସରୁ ୮୦ ମିଟର ଦୂରରେ ଥିବା ଆର୍‌ପିଜି ନିକଟରେ ରହି ଅଫିସ ଉପରକୁ ରକେଟ୍‌ ଚାଳିତ ଗ୍ରେନେଡ୍‌ ଦ୍ୱାରା ହମଲା କରିଥିଲେ।

ଏଥିରେ ଝରକା କାଚ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଚିତ୍ର ଆସିଛି। ଏହି ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ଏଜେନ୍ସି ବା ଏନଆଇଏ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story