ବାଣ ମାରିଲେ ଶଶି ଥରୁର, କହିଲେ ‘କଂଗ୍ରେସ ଯୁକ୍ତ ବିଜେପି’

ନୂଆଦିଲ୍ଲୀ: ଜଣଙ୍କ ଜଣେ କଂଗ୍ରେସ ନେତା ଏବେ ବିଜେପିରେ ମିଶିବାରେ ଲାଗିଛନ୍ତି। ଏହିକ୍ରମରେ ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତର ପ୍ରଦେଶ ବିଧାନସଭା ପାଇଁ କଂଗ୍ରେସର ଷ୍ଟାର ପ୍ରଚାର ଆରପିଏନ ସିଂହ ପଦ୍ମ ଧରିଛନ୍ତି। ଆରପିଏନ ସିଂହ ବିଜେପିରେ ମିଶିବା ପରେ ଗେରୁଆ ଦଳକୁ ବାଣ ମାରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ସେ ବିଜେପିକୁ ‘କଂଗ୍ରେସ ଯୁକ୍ତ ବିଜେପି’ କହି ତାଚ୍ଛଲ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତାମାନେ ବାରମ୍ବାର କଂଗ୍ରେସ ମୁକ୍ତ […]

Tharur

Tharur

Hemant Lenka
  • Published: Thursday, 27 January 2022
  • Updated: 27 January 2022, 11:36 AM IST

Sports

Latest News

ନୂଆଦିଲ୍ଲୀ: ଜଣଙ୍କ ଜଣେ କଂଗ୍ରେସ ନେତା ଏବେ ବିଜେପିରେ ମିଶିବାରେ ଲାଗିଛନ୍ତି। ଏହିକ୍ରମରେ ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତର ପ୍ରଦେଶ ବିଧାନସଭା ପାଇଁ କଂଗ୍ରେସର ଷ୍ଟାର ପ୍ରଚାର ଆରପିଏନ ସିଂହ ପଦ୍ମ ଧରିଛନ୍ତି। ଆରପିଏନ ସିଂହ ବିଜେପିରେ ମିଶିବା ପରେ ଗେରୁଆ ଦଳକୁ ବାଣ ମାରିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର। ସେ ବିଜେପିକୁ ‘କଂଗ୍ରେସ ଯୁକ୍ତ ବିଜେପି’ କହି ତାଚ୍ଛଲ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ନେତାମାନେ ବାରମ୍ବାର କଂଗ୍ରେସ ମୁକ୍ତ ଭାରତ ନାରା ଦେଉଥିଲେ। ହେଲେ ଏବେ ସେହି ନାରାକୁ ଆଧାର କରି କଂଗ୍ରେସ ସାଂସଦ ଥରୁର ବିଜେପିକୁ କାଉଣ୍ଟର କରିଛନ୍ତି। ଗୋଟିଏ କାବ୍ୟତ୍ମକ ଟ୍ୱିଟରେ ଥରୁର କହିଛନ୍ତି, “ସେମାନେ ନିଜ ଘର ଛାଡ଼ି ଯାଉଛନ୍ତି, ସମ୍ଭବତଃ ସେମାନଙ୍କର ଆଉ କିଛି ସ୍ୱପ୍ନ ଅଛି। ଏବେ ସେଠାରେ ମଧ୍ୟ ସମସ୍ତେ ନିଜର। ସେଠାରେ ଏବେ ସମସ୍ତେ ଆମ ନିଜର। କଂଗ୍ରେସ ଯୁକ୍ତ ଭାରତ!”

ଶଶି ଥରୁରଙ୍କ ଏପରି ‘କଂଗ୍ରେସ ଯୁକ୍ତ ବିଜେପି’ ଟ୍ୱିଟ ଉପରେ ଅନ୍ୟତମ କଂଗ୍ରେସ ନେତା ପବନ ଖେଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଯିଏ ନିଜ ବିଚାରଧାରର ନ ହେଲା, ସେ କେମିତି ଆମ ନିଜର ହେବ? କେବଳ ନିଜ କଥା ଚିନ୍ତା କରିବା କେମିତି କା ସ୍ୱପ୍ନ? ୮୦:୨୦ରେ ବାଣ୍ଟୁଥିବା ଲୋକଙ୍କୁ ହରାଇବାର ଅଛି ଅର୍ଜୁନ, ସେଠାରେ ନିଜ ଲୋକଙ୍କୁ ଆଦୌ ଦେଖନି, ସେଠାକାର ସ୍ୱପ୍ନ ଆଦୌ ଦେଖନି।”

ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ୮୦:୨୦ଙ୍କ ଭିତରେ ଲଢ଼େଇ ହେବ ବୋଲି କହିଥିଲେ। ଉତ୍ତର ପ୍ରଦେଶରେ ଥିବା ୮୦% ହିନ୍ଦୁ ଓ ୨୦% ମୁସଲିମ ଜନସଂଖ୍ୟାକୁ ନେଇ ଯୋଗୀ ଏପରି କହିଥିବା ବିରୋଧୀ ଅଭିଯୋଗ କରିଥିଲେ। ଏବେ ଏହାକୁ ଟାର୍ଗେଟ କରି ପବନ ଖେଡା ବୟାନ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story