ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କୁ ଭେଟିଲେ ସିଦ୍ଧୁ, ପ୍ରଶଂସା ବି କଲେ

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ମାନଙ୍କ ସହ ଦୀର୍ଘ ସମୟ ଧରି ବୈଠ କରିବା ପରେ ସିଦ୍ଧୁ ତାଙ୍କୁ ସର୍ବସମ୍ମୁଖରେ ପ୍ରଶଂସା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାନ ଜଣେ ସାଦାସିଧା ମଣିଷ ଓ ତାଙ୍କ ମନରେ ଆଦୌ ଅହଂକାର ନଥିବା ସିଦ୍ଧୁ କହିବା ପରେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ କଂଗ୍ରେସକୁ ଗାଦିଚ୍ୟୁତ କରି ଆପ୍‌ ପଞ୍ଜାବରେ ବାଜିମାତ କରିଛି। ସିଦ୍ଧୁଙ୍କ ନେତୃତ୍ୱରେ ହିଁ […]

sidhu

sidhu

Hemant Lenka
  • Published: Monday, 09 May 2022
  • Updated: 09 May 2022, 08:53 PM IST

Sports

Latest News

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ମାନଙ୍କ ସହ ଦୀର୍ଘ ସମୟ ଧରି ବୈଠ କରିବା ପରେ ସିଦ୍ଧୁ ତାଙ୍କୁ ସର୍ବସମ୍ମୁଖରେ ପ୍ରଶଂସା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାନ ଜଣେ ସାଦାସିଧା ମଣିଷ ଓ ତାଙ୍କ ମନରେ ଆଦୌ ଅହଂକାର ନଥିବା ସିଦ୍ଧୁ କହିବା ପରେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କାରଣ କଂଗ୍ରେସକୁ ଗାଦିଚ୍ୟୁତ କରି ଆପ୍‌ ପଞ୍ଜାବରେ ବାଜିମାତ କରିଛି। ସିଦ୍ଧୁଙ୍କ ନେତୃତ୍ୱରେ ହିଁ କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲା। ହେଲେ ଦଳକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ ସିଦ୍ଧୁ ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବା ଓ ତାଙ୍କ ପ୍ରଶଂସାରେ ଶତମୁଖ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ମୁଖ୍ୟମନ୍ତ୍ରୀ ମାନଙ୍କ ସହ ସିଦ୍ଧୁ ପ୍ରାୟ ୫୦ ମିନିଟ୍‌ ଧରି ଆଲୋଚନା କରିଥିଲେ। ଏହାପରେ ସେ ଟ୍ୱିଟ କରି ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ସବୁଠାରୁ ଭଲ ୫୦ ମିନିଟ୍‌ର ଗଠନ ମୂଳକ ସମୟ ଅତିବାହିତ କରିଛି। ମୁଁ ଦୀର୍ଘ ବର୍ଷ ହେଲା ପଞ୍ଜାବର ସ୍ୱାର୍ଥକୁ ନେଇ କରିଥିବା ଏଜେଣ୍ଡାଗୁଡ଼ିକୁ ଦୋହରାଇଛି। ଆୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଗୁଡ଼ିକ ବିଷୟରେ ଆଲୋଚନା ହୋଇଛି। ପଞ୍ଜାବ ସମସ୍ୟାର ସମାଧାନ ପାଇଁ ଏହା ଏକମାତ୍ର ରାସ୍ତା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗ୍ରହଣଶୀଳ। ସେ ଲୋକଙ୍କ ପ୍ରତିଶ୍ରୁତି ମୁତାବକ କାମ କରିବେ ବୋଲି ପ୍ରତିବଦ୍ଧ।”

ସେ ବୈଠକ ପରେ ଗଣମାଧ୍ୟମ ଆଗରେ ବି ମାନଙ୍କ ପ୍ରଶଂସା କରିଥିଲେ। ସେ କହିଛନ୍ତି, “ମୁଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଅନୁଭବ କରିପାରୁନି। କାରଣ ମୁଖ୍ୟମନ୍ତ୍ରୀର ମାନ ଜଣେ ଡାଉନ ଟୁ ଆର୍ଥ ମଣିଷ। ଆମେ ପଞ୍ଜାବର ଆଇନ ଶୃଙ୍ଖଳା, ଆର୍ଥିକ ସ୍ଥିତି, ନିଶା ସମସ୍ୟା ଓ ପୁଲିସ୍‌ ଏବଂ ନିଶା ମାଫିଆଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ସମ୍ପର୍କରେ କଥା ହୋଇଛୁ। ଆମ ଭିତରେ ହୋଇଥିବା ବୈଠକ ବେଶ ସକାରାତ୍ମକ ରହିଛି।” ସରକାରୀ ଜମିରେ ଥିବା ଜବରଦଖଲ ଉଚ୍ଛେଦ ପାଇଁ ମାନ ନେଇଥିପା ପଦକ୍ଷେପକୁ ମଧ୍ୟ ସିଦ୍ଧୁ ସମର୍ଥନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story