ସିଙ୍ଗାପୁର କରୋନା ଷ୍ଟ୍ରେନକୁ ନେଇ ଦ୍ୱନ୍ଦ୍ୱ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବର୍ତ୍ତମାନ ସିଙ୍ଗାପୁରର କରୋନା ଷ୍ଟ୍ରେନ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ସିଙ୍ଗାପୁରରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନ ଛୋଟ ପିଲାଙ୍କୁ ଅଧିକ ଆଟାକ କରୁଥିବା କୁହାଯାଉଛି। ସିଙ୍ଗାପୁର ଷ୍ଟ୍ରେନ ଯେମିତି ଭାରତରେ ପ୍ରବେଶ ନ କରିବ, ସେ ଦିଗରେ ପଦକ୍ଷେପ ନେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରିଛନ୍ତି। ତେବେ ଭାରତରେ ଅବସ୍ଥାପିତ ସିଙ୍ଗାପୁର ହାଇକମିଶନ ଏହାର ଜବାବ ଦେଇଛନ୍ତି। ସିଙ୍ଗାପୁରରେ କୌଣସି ନୂଆ ଓ ସ୍ୱତନ୍ତ୍ର କରୋନା […]

Corona

Corona

Hemant Lenka
  • Published: Wednesday, 19 May 2021
  • Updated: 19 May 2021, 08:11 AM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ସିଙ୍ଗାପୁରର କରୋନା ଷ୍ଟ୍ରେନ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି। ସିଙ୍ଗାପୁରରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନ ଛୋଟ ପିଲାଙ୍କୁ ଅଧିକ ଆଟାକ କରୁଥିବା କୁହାଯାଉଛି। ସିଙ୍ଗାପୁର ଷ୍ଟ୍ରେନ ଯେମିତି ଭାରତରେ ପ୍ରବେଶ ନ କରିବ, ସେ ଦିଗରେ ପଦକ୍ଷେପ ନେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରିଛନ୍ତି।

ତେବେ ଭାରତରେ ଅବସ୍ଥାପିତ ସିଙ୍ଗାପୁର ହାଇକମିଶନ ଏହାର ଜବାବ ଦେଇଛନ୍ତି। ସିଙ୍ଗାପୁରରେ କୌଣସି ନୂଆ ଓ ସ୍ୱତନ୍ତ୍ର କରୋନା ଷ୍ଟ୍ରେନ ଦେଖିବାକୁ ମିଳିନି। ସିଙ୍ଗାପୁରରେ ଠାବ ହୋଇଥିବା ଷ୍ଟ୍ରେନ ପୂର୍ବରୁ ଭାରତରେ ରହିଛି। ଏହି ଷ୍ଟ୍ରେନ ଯୋଗୁ ସିଙ୍ଗାପୁରରେ ସଂକ୍ରମଣ ବଢ଼ୁଛି ଓ ପିଲାଙ୍କୁ ଅଧିକ ମାତ୍ରାରେ ସଂକ୍ରମିତ କରୁଛି ବୋଲି ହାଇକମିଶନ ପକ୍ଷରୁ କୁହାଯାଇଛି।

କେଜ୍ରିୱାଲ ଟ୍ୱିଟ କରି କହିଥିଲେ ଯେ ସିଙ୍ଗାପୁରରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନ ଛୋଟ ପିଲାମାନଙ୍କ ପାଇଁ ବହୁତ ମାରାତ୍ମକ ବୋଲି କୁହାଯାଉଛି। ଏହା ଭାରତକୁ ତୃତୀୟ ଲହରର ରୂପ ନେଇ ଆସିପାରେ। ତେଣୁ କେନ୍ଦ୍ର ସରକାରଙ୍କୁ ମୁଁ ନିବେଦନ କରୁଛି ଯେ ସିଙ୍ଗାପୁର ସହ ସମସ୍ତ ପ୍ରକାରର ବିମାନ ସେବାକୁ ତତ୍କାଳ ଭାବେ ବନ୍ଦ କରାଯାଉ। ସେହିପରି ଛୋଟ ପିଲାଙ୍କ ଟିକାକରଣ ପାଇଁ ଜରୁରୀ କାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉ ବୋଲି ସେ ଟ୍ୱିଟ କରିଥିଲେ।

ଏହାର ଜାବବ ସିଙ୍ଗାପୁର କମିଶନ ଦେଇଛି। କମିଶନ କହିଛି ଯେ “ସିଙ୍ଗାପୁରରେ ନୂଆ ଷ୍ଟ୍ରେନ ସୃଷ୍ଟି ହୋଇଥିବା ନେଇ ଯେଉଁ ଆକଳନ କରାଯାଉଛି, ସେଥିରେ କୌଣସି ସତ୍ୟତା ନାହିଁ। ଦେଶରେ ସଂକ୍ରମଣ ବଢ଼ିବା ପଛରେ B.1.617.2 ଭ୍ୟାରିଏଣ୍ଟ ହିଁ ଦାୟୀ। ବିଭିନ୍ନ ପରୀକ୍ଷାରୁ ଏହି ଷ୍ଟ୍ରେନ ଠାବ ହୋଇଛି। B.1.617.2 ଷ୍ଟ୍ରେନ ଦ୍ୱାରା ଛୋଟ ପିଲାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି।”

ଏଠାରେ ସିଙ୍ଗାପୁର କମିଶନ ଯେଉଁ B.1.617.2 ଷ୍ଟ୍ରେନ କଥା କହୁଛନ୍ତି, ଏହା ପ୍ରଥମେ ଭାରତରେ ହିଁ ଠାବ ହୋଇଥିଲା। ଏହାପରେ ଏବେ ବିଭିନ୍ନ ଦେଶରେ କରୋନାର ଏହି ଷ୍ଟ୍ରେନ ଠାବ ହେଉଥିବା ଖୋଦ୍‌ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି।

ଗତବର୍ଷ କରୋନାର ପ୍ରଥମ ଲହରକୁ ସିଙ୍ଗାପୁର ବେଶ ଭଲ ଭାବେ ହ୍ୟାଣ୍ଡେଲ କରିଥିଲା। କରୋନାକୁ ମାତ ଦେଇ ସିଙ୍ଗାପୁର ଆଗକୁ ବଢ଼ିଥିଲା। କିନ୍ତୁ ରବିବାର ଏକାଧିକ ଛୋଟ ପିଲାଙ୍କ ସହ ୩୮ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story