ପ୍ରେମ ପାଇଁ ଅଙ୍କିତାଙ୍କୁ ଜୀବନ୍ତ ଜାଳିଦେବା ଘଟଣା: ତଦନ୍ତ କରିବ ଏସଆଇଟି

ରାଞ୍ଚି: ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ୧୯ ବର୍ଷୀୟ ଛାତ୍ରୀ ଅଙ୍କିତାଙ୍କୁ ପ୍ରେମ ପାଇଁ ଜୀବନ୍ତ ପୋଡ଼ି ମାରିଦେବା ଘଟଣାର ତଦନ୍ତ କରିବ ଏସ୍‌ଆଇଟି। ଆଜି ଝାଡ଼ଖଣ୍ଡ ସରକାର ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମଙ୍ଗଳବାର ଏକତରଫା ପ୍ରେମ ପାଇଁ ଶାହରୁଖ ନାମ ଜଣେ ଯୁବକ ଅଙ୍କିତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଚିକତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଅଙ୍କିତାଙ୍କ ଘର ଥିବା ଡୁମକା ସହର ସମେତ ରାଜ୍ୟର ବିଭିନ୍ନ […]

ankita

ankita

Hemant Lenka
  • Published: Tuesday, 30 August 2022
  • Updated: 30 August 2022, 03:13 PM IST

Sports

Latest News

ରାଞ୍ଚି: ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ୧୯ ବର୍ଷୀୟ ଛାତ୍ରୀ ଅଙ୍କିତାଙ୍କୁ ପ୍ରେମ ପାଇଁ ଜୀବନ୍ତ ପୋଡ଼ି ମାରିଦେବା ଘଟଣାର ତଦନ୍ତ କରିବ ଏସ୍‌ଆଇଟି। ଆଜି ଝାଡ଼ଖଣ୍ଡ ସରକାର ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମଙ୍ଗଳବାର ଏକତରଫା ପ୍ରେମ ପାଇଁ ଶାହରୁଖ ନାମ ଜଣେ ଯୁବକ ଅଙ୍କିତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଚିକତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ଅଙ୍କିତାଙ୍କ ଘର ଥିବା ଡୁମକା ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଝାରଖଣ୍ଡ ସରକାର ଏସ୍‌ଆଇଟି ଗଠନ କରିଛନ୍ତି। ଏହି ଏସଆଇଟିର ନେତୃତ୍ୱ ଏସ୍‌ପି ନେବେ।

ଝାରଖଣ୍ଡ ପୁଲିସ୍‌ର ଏଡିଜି (ମୁଖ୍ୟାଳୟ) ଏମଏଲ ମୀନା କହିଛନ୍ତି, “ଏସ୍‌ପିଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତଦନ୍ତ ଉପରେ ଏସ୍‌ପି ପୂରା ନଜର ରଖିବେ। ଏଯାଏ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଘଟଣାର ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି।”

ଅନ୍ୟପକ୍ଷରେ ଅଙ୍କିତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ଚାଲିଛି। ସାଂପ୍ରଦାୟିକ ହିଂସକାଣ୍ଡ ଘଟିବା ଆଶଙ୍କାରେ ପୁଲିସ୍‌ ପକ୍ଷରୁ ୧୪୪ ମଧ୍ୟ ଲାଗୁ କରାଯାଇଥିଲା। ଏବେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଗଷ୍ଟ ୨୩ ଅର୍ଥାତ ଘଟଣା ଦିନ ହିଁ ଶାହରୁଖକୁ ଗିରଫ କରାଯାଇଥିଲା। ସୋମବାର ଛୋଟୁ ଖାନ ନାମକ ଆଉ ଜଣେ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି।

ଅଗଷ୍ଟ ୨୩ ତାରିଖରେ ଝାରଖଣ୍ଡର ଡୁମକାରେ ପୂରା ଘଟଣା ଘଟିଥିଲା। ଶାହରୁଖ ପ୍ରଥମେ ଫୋନ କରି ଅଙ୍କିତାଙ୍କୁ ପ୍ରେମ ନିବେଦନ କରିଥିଲା। ହେଲେ ଏହାକୁ ସେ ଗ୍ରହଣ ନ କରିବାରୁ ଗତ ମଙ୍ଗଳବାର ଶାହରୁଖ ପ୍ରତିଶୋଧ ନେବାକୁ ଅଙ୍କିତାଙ୍କ ଘର ପାଖରେ ପହଞ୍ଚିଥିଲା। ସେ ନିଜ ରୁମରେ ଶୋଇଥିବା ବେଳେ ଶାହରୁଖ ଝରକା ପଟେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଗୁରୁତର ଅବସ୍ଥାରେ ଅଙ୍କିତାଙ୍କୁ ପ୍ରଥେମ ପୁଲୋ ଝାନୋ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଶରୀରର ୯୦% ଅଂଶ ପୋଡ଼ି ଯାଇଥିବାରୁ ତାଙ୍କୁ ରାଞ୍ଚିର ରିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story