ଖାଦ୍ୟ ପ୍ୟାକେଟରୁ ବାହାରିଲା ସାପ ଚମଡ଼ା

ଥିରୁଭନନ୍ତପୁରମ: ଗ୍ରାହକଙ୍କୁ ଧୋକା। ଖାଦ୍ୟ ପ୍ୟାକେଟରୁ ବାହାରିଲା ସାପ ଚମଡ଼ା। ଏହାକୁ ଦେଖି ଚକିତ ହୋଇଗଲେ ଗ୍ରାହକ। ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଉକ୍ତ ରେଷ୍ଟୁରାଣ୍ଟରେ ତଲା ଝୁଲାଇ ଦେଇଛି। ଏମିତି ଏକ ଅଦ୍ଭୁତ ଖବର କେରଳର ଥିରୁଭନନ୍ତପୁରମରୁ ଆସିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଥିରୁଭନନ୍ତପୁରମରେ ରହୁଥିବା ପ୍ରିୟା ନାମ୍ନୀ ଜଣେ ମହିଳା ଗୁରୁବାର ସ୍ଥାନୀୟ ଶାଲିମାର ରେଷ୍ଟୁରାଣ୍ଟରୁ ଦୁଇ ପିସ୍‌ ପରାଠା ମଗାଇଥିଲେ। ଖାଦ୍ୟ ଡେଲିଭରି ପରେ ମହିଳା ଜଣଙ୍କ ପ୍ରଥମେ ତାଙ୍କ ଝିଅଙ୍କୁ […]

food

food

Tapas Behera
  • Published: Monday, 09 May 2022
  • Updated: 09 May 2022, 03:27 PM IST

Sports

Latest News

ଥିରୁଭନନ୍ତପୁରମ: ଗ୍ରାହକଙ୍କୁ ଧୋକା। ଖାଦ୍ୟ ପ୍ୟାକେଟରୁ ବାହାରିଲା ସାପ ଚମଡ଼ା। ଏହାକୁ ଦେଖି ଚକିତ ହୋଇଗଲେ ଗ୍ରାହକ। ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଉକ୍ତ ରେଷ୍ଟୁରାଣ୍ଟରେ ତଲା ଝୁଲାଇ ଦେଇଛି। ଏମିତି ଏକ ଅଦ୍ଭୁତ ଖବର କେରଳର ଥିରୁଭନନ୍ତପୁରମରୁ ଆସିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଥିରୁଭନନ୍ତପୁରମରେ ରହୁଥିବା ପ୍ରିୟା ନାମ୍ନୀ ଜଣେ ମହିଳା ଗୁରୁବାର ସ୍ଥାନୀୟ ଶାଲିମାର ରେଷ୍ଟୁରାଣ୍ଟରୁ ଦୁଇ ପିସ୍‌ ପରାଠା ମଗାଇଥିଲେ। ଖାଦ୍ୟ ଡେଲିଭରି ପରେ ମହିଳା ଜଣଙ୍କ ପ୍ରଥମେ ତାଙ୍କ ଝିଅଙ୍କୁ ପରସିଥିଲେ। କିନ୍ତୁ ସିଏ ସେତେବେଳକୁ  ଖାଇସାରିଲେ। ତେଣୁ ମହିଳା ଜଣକ ଏହାକୁ  ଖାଇବା ପାଇଁ ପ୍ୟକେଟ ଖୋଲିଥିଲେ। ହେଲେ ଭିତରେ ଜରି କଭରରେ ଏକ ସାପ ଚମଡ଼ା ଦେଖିବାକୁ ମିଳିଥିଲା।

ଏହା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ମହିଳା ଜଣକ ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ।  ପୁଲିସ ମହିଳାଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ  ଅଭିଯୋଗ କରିବାକୁ କହିଥିଲେ।

ପରେ ମହିଳାଙ୍କ ଅଭିଯୋଗ ପରେ ମ୍ୟୁନ୍ସିପାଲ କର୍ତ୍ତୃପକ୍ଷ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଯାଞ୍ଚ ପରେ ଉକ୍ତ ରେଷ୍ଟୁରାଷ୍ଟରେ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଜଣାପଡ଼ିଥିଲା। ଏହା ପରେ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଉକ୍ତ ରେଷ୍ଟୁରାଣ୍ଟକୁ ବନ୍ଦ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story