ପୁଣି କରୋନାରେ ଆକ୍ରାନ୍ତ ହେଲେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ପୁଣିଥରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଦଳର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋନିଆ ଗାନ୍ଧି କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏବେ ଆଇସୋଲେସନରେ ଅଛନ୍ତି। ଏଥିସହ ସରକାରଙ୍କ ତରଫରୁ ଜାରି ସବୁ ପ୍ରୋଟକଲ ପାଳନ କରୁଛନ୍ତି। ଏହାପୂର୍ବରୁ ଜୁନ୍‌ ମାସରେ ମଧ୍ୟ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା […]

sonia-Gandhi

sonia-Gandhi

Hemant Lenka
  • Published: Saturday, 13 August 2022
  • Updated: 13 August 2022, 01:19 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଦଳର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋନିଆ ଗାନ୍ଧି କରୋନାରେ ଆକ୍ରାନ୍ତ ହୋଇଥିବାରୁ ଏବେ ଆଇସୋଲେସନରେ ଅଛନ୍ତି। ଏଥିସହ ସରକାରଙ୍କ ତରଫରୁ ଜାରି ସବୁ ପ୍ରୋଟକଲ ପାଳନ କରୁଛନ୍ତି।

ଏହାପୂର୍ବରୁ ଜୁନ୍‌ ମାସରେ ମଧ୍ୟ ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ତାଙ୍କୁ ବେଶ କିଛି ଦିନ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେଠାରୁ ବାହାରିବା ପରେ କୋଭିଡ ପ୍ରୋଟକଲ ଅନୁସାରେ ତାଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ପଚରାଉଚରା କରିଥିଲା। ଏପରି କି ସେ କଂଗ୍ରେସ ପକ୍ଷରୁ ଅଗଷ୍ଟ ୫ରେ ଦରବୃଦ୍ଧି ବିରୋଧରେ ହୋଇଥିବା ବିଶାଳ ବିକ୍ଷୋଭ ସଭାରେ ମଧ୍ୟ ସାମିଲ ହୋଇଥିଲେ।

ସବୁ କିଛି ଠିକ ଠାକ ଚାଲିଥିବା ବେଳେ ଶୁକ୍ରବାର ସେ ଶରୀରରେ ସାମାନ୍ୟ ଥଣ୍ଡା ଓ ଜ୍ୱର ଅନୁଭବ କରିଥିଲେ। ଏହାପରେ ସେ ଟେଷ୍ଟ କରିବାରୁ ଆଜି ତାଙ୍କ ରିପୋର୍ଟ ପଜଟିଭ ଆସିଛି।

ଅଗଷ୍ଟ ୧୦ରେ ପ୍ରିୟକଙ୍କା ଗାନ୍ଧି ଭଦ୍ରା ମଧ୍ୟ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ନିଜ ଏ ସମ୍ପର୍କରେ ସୂଚନା ଦେବା ସହ ଆଇସୋଲେସନରେ ଥିବା କହିଥିଲେ। ଜୁନ୍‌ ମାସରେ ମଧ୍ୟ ସୋନିଆଙ୍କ ଭଳି ପ୍ରିୟଙ୍କା କରୋନାରେ ସଂକ୍ରମିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story