ହେଟସ୍ପିଚ୍‌ ଆବେଦନକୁ ବିରୋଧ କରି ସୋନିଆ ଓ ରାହୁଲଙ୍କ ସତ୍ୟପାଠ

ନୂଆଦିଲ୍ଲୀ: ୨୦୨୦ ମସିହା ସିଏଏ-ଏନଆରସି ଆନ୍ଦୋଳନ ବେଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ଦିଲ୍ଲୀ ହାଇକୋର୍ଟରେ ଗୋଟିଏ ଆବେଦନ କରାଯାଇଛି। କିନ୍ତୁ ଏହାକୁ ବିରୋଧ କରି ରାହୁଲ ଓ ସୋନିଆ କୋର୍ଟରେ ଗୋଟିଏ କାଉଣ୍ଟର ସତ୍ୟପାଠ ଦାଖଲ କରିଛନ୍ତି। ଏଥିସହ ଆବେଦନକୁ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି। କୋର୍ଟରେ ହୋଇଥିବା […]

Rahul

Rahul

Hemant Lenka
  • Published: Tuesday, 30 August 2022
  • Updated: 30 August 2022, 06:49 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୦ ମସିହା ସିଏଏ-ଏନଆରସି ଆନ୍ଦୋଳନ ବେଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ଦିଲ୍ଲୀ ହାଇକୋର୍ଟରେ ଗୋଟିଏ ଆବେଦନ କରାଯାଇଛି। କିନ୍ତୁ ଏହାକୁ ବିରୋଧ କରି ରାହୁଲ ଓ ସୋନିଆ କୋର୍ଟରେ ଗୋଟିଏ କାଉଣ୍ଟର ସତ୍ୟପାଠ ଦାଖଲ କରିଛନ୍ତି। ଏଥିସହ ଆବେଦନକୁ ରଦ୍ଦ କରିବାକୁ ଅନୁରୋଧ କରିଛନ୍ତି।

କୋର୍ଟରେ ହୋଇଥିବା ପିଟିସନରେ କୁହାଯାଇଥିଲା ଯେ ସୋନିଆ ଓ ରାହୁଲଙ୍କ ବୟାନ ଯୋଗୁ ହିଂସା ସୃଷ୍ଟି ହୋଇଥିଲା। ଏହାର ପରିଣାମ ସ୍ୱରୂପ ୨୦୨୦ରେ ଦିଲ୍ଲୀରେ ସାଂପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିଲା। ଏହାକୁ ଖଣ୍ଡନ କରି ରାହୁଲ ଓ ସୋନିଆ ସତ୍ୟପାଠରେ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ପୂର୍ବାଗ୍ରହ ଓ ବୃହତ୍ତର ଷଡ଼ଯନ୍ତ୍ରର ଅଂଶବିଶେଷ ଭାବେ ଏପରି ଏକ ପିଟିସନ ଦାଖଲ କରାଯାଇଛି।

ଜାଣିଶୁଣି ବିରୋଧୀ ଦଳର ନେତାମାନଙ୍କୁ ଫସାଇବାକୁ ଯୋଜନା କରାଯାଇଛି। ଶାସକ ଦଳର ଅନେକ ନେତା ଦେଇଥିବା ଭାଷଣ ହେଟସ୍ପିଚ୍‌ ଅଧୀନରେ ଆସୁଛି।। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ହେଲେ ଏଥିରୁ ଧ୍ୟାନଚ୍ୟୁତ କରିବା ପାଇଁ କୋର୍ଟରେ ଆଉ ଏକ ପିଟିସନ କରାଯାଇଛି। ବିରୋଧୀଦଳର ନେତାଙ୍କ କାମ ହେଉଛି ସରକାରଙ୍କ ନୀତିକୁ ସମାଲୋଚନା କରିବା ଓ ସାଧାରଣ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସ୍ୱର ଉଠାଇବା। ଆବେଦନକାରୀ ଆମେ ଦେଇଥିବା ଭାଷଣକୁ ସମ୍ପୂର୍ଣ୍ଣ ଭାବରେ ଉପସ୍ଥାପନ କରିନାହାନ୍ତି ବୋଲିସତ୍ୟପାଠରେ କୁହାଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ ସିଏଏକୁ ବିରୋଧ କରିବାର ଅର୍ଥ ହିଂସାକୁ ଉସକାଇବା ନୁହେଁ। ସଂସଦରେ ପାରିତ ହୋଇଥିବା ବିଲ୍‌ ସମ୍ପର୍କରେ ସର୍ବସମ୍ମୁଖରେ ମତ ରଖିବାରେ କୌଣସି ପ୍ରକାରର କଟକଣା ନାହିଁ। ଏହା ଉପରେ କଟକଣା ଲଗାଇବା ଅର୍ଥ ସମ୍ବିଧାନର ମୂଳ ନୀତିକୁ ଉଲ୍ଲଙ୍ଘନ କରିବା ସହ ସମାନ ବୋଲି ସତ୍ୟପାଠାରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story