ଭାରତରେ ଠାବ ହେଲା ଦକ୍ଷିଣ ଆଫ୍ରିକାର କରୋନା ଭାଇରସ

ନୂଆଦିଲ୍ଲୀ: ନୂଆ ରୂପ ନେଇ ଦକ୍ଷିଣ ଆଫ୍ରିକାରେ ଲୋକଙ୍କୁ ସଂକ୍ରମିତ କରୁଥିବା ମାରାତ୍ମକ କରୋନା ଭାଇରସର ଷ୍ଟ୍ରେନ ଏବେ ଭାରତରେ ଠାବ ହୋଇଛି। ଏହା ବ୍ରିଟେନରେ ଦେଖାଯାଉଥିବା କରୋନା ଭାଇରସର ଷ୍ଟ୍ରେନ ଠାରୁ ଅଧିକ କ୍ଷିପ୍ର ଗତିରେ ସଂକ୍ରମଣ କରୁଛି। ସେହିପରି ଲୋକଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡ଼ୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନକୁ ମାତ୍‌ ଦେବାରେ ଅକ୍ସଫୋର୍ଡର ଟିକା ମଧ୍ୟ ସେତେଟା ପ୍ରଭାବୀ ହେଉନାହିଁ। ଏଭଳି ସ୍ଥିତିରେ […]

south-africa

south-africa

Hemant Lenka
  • Published: Tuesday, 16 February 2021
  • Updated: 16 February 2021, 05:01 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ରୂପ ନେଇ ଦକ୍ଷିଣ ଆଫ୍ରିକାରେ ଲୋକଙ୍କୁ ସଂକ୍ରମିତ କରୁଥିବା ମାରାତ୍ମକ କରୋନା ଭାଇରସର ଷ୍ଟ୍ରେନ ଏବେ ଭାରତରେ ଠାବ ହୋଇଛି। ଏହା ବ୍ରିଟେନରେ ଦେଖାଯାଉଥିବା କରୋନା ଭାଇରସର ଷ୍ଟ୍ରେନ ଠାରୁ ଅଧିକ କ୍ଷିପ୍ର ଗତିରେ ସଂକ୍ରମଣ କରୁଛି। ସେହିପରି ଲୋକଙ୍କୁ ହସ୍ପିଟାଲ ମଧ୍ୟ ଯିବାକୁ ପଡ଼ୁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା କରୋନାର ନୂଆ ଷ୍ଟ୍ରେନକୁ ମାତ୍‌ ଦେବାରେ ଅକ୍ସଫୋର୍ଡର ଟିକା ମଧ୍ୟ ସେତେଟା ପ୍ରଭାବୀ ହେଉନାହିଁ। ଏଭଳି ସ୍ଥିତିରେ ଭାରତରେ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା ଭାଇରସ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ଆଜି ଭାରତ ସରକାର କହିଛନ୍ତି, ଦକ୍ଷିଣ ଆଫ୍ରିକାରରୁ ଫେରିଥିବା ୪ ଜଣ ଲୋକଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି। ସେହିପରି ବ୍ରାଜିଲରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ ମଧ୍ୟ ଭାରତକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି। ସମସ୍ତ ୫ ଜଣ ଲୋକଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି।

ଅନ୍ୟପକ୍ଷରେ ଏଯାଏ ଦେଶରେ ୧୮୭ ଜଣଙ୍କ ଶରୀରରେ ବ୍ରିଟେନରେ ଦେଖାଯାଉଥିବା କରୋନା ଭାଇରସର ଷ୍ଟ୍ରେନ ଠାବ ହୋଇଥିବା ସରକାର କହିଛନ୍ତି। ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା କରୋନା ଭାଇରସ ଆମେରିକା ସମେତ ୪୧ଟି ଦେଶରେ ପ୍ରବେଶ କରିସାରିଲାଣି। ବ୍ରିଟେନ ଭାଇରସ ୮୨ଟି ଦେଶ ଓ ବ୍ରାଜିଲରେ ଦେଖାଯାଉଥିବା କରୋନାର ନୂଆ ଭାଇରସ ୯ଟି ଦେଶରେ ପ୍ରବେଶ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story