ଯାତ୍ରୀଙ୍କ ମନରୁ ଭୟ ଦୂର କରିବାକୁ ବୋଇଂ ୭୩୭ ମାକ୍ସରେ ଉଡ଼ିବେ ସିନ୍ଧିଆ

ନୂଆଦିଲ୍ଲୀ: ଭାରତର ସବୁଠାରୁ ଶସ୍ତା ବିମାନ ସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ ଜେଟ୍‌ ପୁଣିଥରେ ତା’ର ବୋଇଂ ୭୩୭ ମାକ୍ସର ଉଡ଼ାଣ ଆରମ୍ଭ କରିବ। ଇଥୋପିଆ ଓ ଲାୟନ ଏୟାରୱେଜ ଦୁର୍ଘଟଣା ପରେ ପୂରା ବିଶ୍ୱରେ ଏହାର ଉଡ଼ାଣକୁ ବାତିଲ କରାଯାଇଥିଲା। ଦୀର୍ଘ ୨ ବର୍ଷ ହେଲା ସେବା ଯୋଗାଇବାରୁ ବଞ୍ଚିତ ଥିବା ସ୍ପାଇସ ଜେଟ୍‌ ଏବେ ପୁଣି କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଅନୁମତି ମଧ୍ୟ ମିଳିଛି। ତେବେ ଯାତ୍ରୀମାନଙ୍କ ମନରେ ବୋଇଂ ୭୩୭ ମାକ୍ସକୁ ନେଇ […]

Flight

Flight

Hemant Lenka
  • Published: Monday, 22 November 2021
  • Updated: 22 November 2021, 10:07 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ସବୁଠାରୁ ଶସ୍ତା ବିମାନ ସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସ ଜେଟ୍‌ ପୁଣିଥରେ ତା’ର ବୋଇଂ ୭୩୭ ମାକ୍ସର ଉଡ଼ାଣ ଆରମ୍ଭ କରିବ। ଇଥୋପିଆ ଓ ଲାୟନ ଏୟାରୱେଜ ଦୁର୍ଘଟଣା ପରେ ପୂରା ବିଶ୍ୱରେ ଏହାର ଉଡ଼ାଣକୁ ବାତିଲ କରାଯାଇଥିଲା। ଦୀର୍ଘ ୨ ବର୍ଷ ହେଲା ସେବା ଯୋଗାଇବାରୁ ବଞ୍ଚିତ ଥିବା ସ୍ପାଇସ ଜେଟ୍‌ ଏବେ ପୁଣି କାର୍ଯ୍ୟକ୍ଷମ ହେବ।

ଏଥିପାଇଁ ଅନୁମତି ମଧ୍ୟ ମିଳିଛି। ତେବେ ଯାତ୍ରୀମାନଙ୍କ ମନରେ ବୋଇଂ ୭୩୭ ମାକ୍ସକୁ ନେଇ ସୃଷ୍ଟି ହୋଇଥିବା ଭୟ ଦୂର କରିବାକୁ ନିଜେ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଥିରେ ପ୍ରଥମେ ଉଡ଼ିବେ। ତାଙ୍କ ସହ ସ୍ପାଇସ ଜେଟର ମାଲିକ, ତାଙ୍କ ପରିବାର ସଦସ୍ୟ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ବିମାନରେ ବସି ଉଡ଼ାଣ ଭରିବେ ଭରିବେ ବୋଲି ଜଣାପଡ଼ିଛି। ଏହାପରେ ଯାତ୍ରୀମାନଙ୍କ ମନରେ ବିମାନ ଦୁର୍ଘଟଣାକୁ ନେଇ ରହିଥିବା ଭୟର ଦୂର ହେବ ବୋଲି କମ୍ପାନୀ ଆଶା ରଖିଛି।

ସ୍ପାଇସ ଜେଟ୍‌ ସିଏମଡି ଅଜୟ ସିଂହ କହିଛନ୍ତି, ଉଡ଼ାଣ ପାଇଁ ଅନୁମତି ଦେବା ପୂର୍ବରୁ ବିଶ୍ୱ ତମାମ ବିଶେଷ କରି ଆମେରିକା, ୟୁରୋପ ଭାରତ ସରକାରଙ୍କ ପକ୍ଷରୁ ବିମାନର ଯାଞ୍ଚ ଏବଂ ସମୀକ୍ଷା କରାଯାଇଥିଲା। ଏହାପରେ ଆମକୁ ବ୍ୟବସାୟିକ ଉଡ଼ାଣ ପାଇଁ ଅନୁମତି ମିଳିଛି।

ଆମେ ଏବେ ବ୍ୟବସାୟିକ ସେବା ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛୁ। ବିମାନର ସୁରକ୍ଷାକୁ ନେଇ ଯାତ୍ରୀମାନଙ୍କ ମନରେ ଥିବା ଭୟ ଦୂର କରିବାକୁ ଆମେ ବ୍ୟବସ୍ଥା କରିଛୁ। ଆମର ପ୍ରଥମ ବୋଇଂ ୭୩୭ ବିମାନ ଦିଲ୍ଲୀରୁ ଗ୍ୱାଲିୟରକୁ ଉଡ଼ାଣ କରିବ। ଆମର ଅନେକ ଅଧିକାରୀ ଓ ମୋ ପରିବାର ସଦସ୍ୟଙ୍କ ସମେତ ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଥିରେ ବସିବେ।

୭୩୭ ମାକ୍ସ ହେଉଛି ବିଶ୍ୱର ସବୁଠାରୁ ସୁରକ୍ଷିତ ବିମାନ। ସଫ୍ଟୱେର ଜନିତ ସମସ୍ୟାକୁ ଅଢ଼େଇ ବର୍ଷ ତଳେ ସୁଧାର ଦିଆଯାଇଛି। ଏହାପରେ ଏହାକୁ ଦୀର୍ଘ ୨ ବର୍ଷ ଧରି ବିଶ୍ୱର ସବୁ ବିମାନ ଉଡ଼ାଣ ପାଇଁ ଅନୁମତି ଦେଉଥିବା ସଂସ୍ଥା ଗୁଡ଼ିକ ଯାଞ୍ଚ କରିଛନ୍ତି। ବର୍ଷେ ହେଲାଣି କମ୍ପାନୀ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକାର ବିଭିନ୍ନ ସ୍ଥାନରେ ବିମାନ ସେବା ଯୋଗାଇବା ଆରମ୍ଭ କରିଛି। ଆସନ୍ତାକାଲି ଭାରତରେ ଏହାର ଉଡ଼ାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story