ଦୁର୍ଗାପୂଜା ବେଳେ ଭାଙ୍ଗିଲେ ନିୟମ, ଏବେ ବଢ଼ିଲା କରୋନା ସଂକ୍ରମଣ

କୋଲକାତା: ଦୁର୍ଗାପୂଜା ବେଳେ ଲୋକମାନେ କରୋନା କଟକଣା ମାନିଲେ ନାହିଁ। ଏବେ ପୂଜା ସରିବା ପରେ କୋଲକାତାରେ ଦ୍ରୁତଗତିରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ସ୍ଥିତି ଏପରି ହୋଇଛି ଯେ ସୋମବାର ଠାରୁ କୋଲକାତାରେ ଥିବା ସମସ୍ତ ସେଫ ହାଉସ ଓ କ୍ୱାରେଣ୍ଟାଇନ ସେଣ୍ଟର ପୁଣି ଖୋଲିବ। ଆଇସୋଲେସନରେ ରହିବାକୁ ଚାହୁଁଥିବା ଲୋକମାନଙ୍କୁ ଏଠାରେ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଦୁର୍ଗାପୂଜା ବେଳେ ଶପିଂ ମଲ ଓ ପେଣ୍ଡାଲରେ ପ୍ରବଳ ଭିଡ଼ ଜମି ଥିଲା। […]

duga-puja

duga-puja

Hemant Lenka
  • Published: Friday, 22 October 2021
  • Updated: 22 October 2021, 08:41 PM IST

Sports

Latest News

କୋଲକାତା: ଦୁର୍ଗାପୂଜା ବେଳେ ଲୋକମାନେ କରୋନା କଟକଣା ମାନିଲେ ନାହିଁ। ଏବେ ପୂଜା ସରିବା ପରେ କୋଲକାତାରେ ଦ୍ରୁତଗତିରେ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି। ସ୍ଥିତି ଏପରି ହୋଇଛି ଯେ ସୋମବାର ଠାରୁ କୋଲକାତାରେ ଥିବା ସମସ୍ତ ସେଫ ହାଉସ ଓ କ୍ୱାରେଣ୍ଟାଇନ ସେଣ୍ଟର ପୁଣି ଖୋଲିବ। ଆଇସୋଲେସନରେ ରହିବାକୁ ଚାହୁଁଥିବା ଲୋକମାନଙ୍କୁ ଏଠାରେ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

ଦୁର୍ଗାପୂଜା ବେଳେ ଶପିଂ ମଲ ଓ ପେଣ୍ଡାଲରେ ପ୍ରବଳ ଭିଡ଼ ଜମି ଥିଲା। ଲୋକମାନେ ମାସ୍କ କିମ୍ବା ସାମାଜିକ ଦୂରତା ନିୟମକୁ ପାଳନ କରି ନଥିଲେ। ଏଥିପାଇଁ ଆଜି ୨୪୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତ ସପ୍ତାହରେ ଏହି ସଂଖ୍ୟା ୧୨୭ ରହିଥିଲା। ସପ୍ତାହକ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪୦ ପାର କରିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ୧୫୦ ଜଣ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ବେଳେ ୧୫ ଜଣ ଗୋଟିଏ ଲେଖାଏ ଡୋଜ୍‌ ନେଇଛନ୍ତି। ତଥାପି ସମସ୍ତଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କୋଲକତା ପୌରପାଳିକାର ସ୍ୱାସ୍ଥ୍ୟ ଇନଚାର୍ଜ ଅତିନ ଘୋଷ କହିଛନ୍ତି, “ବିପୁଳ ସଂଖ୍ୟାର ଲୋକମାନେ ପୂଜା ପାଳନ ପାଇଁ ଏକାଠି ହେବାରୁ ଆମେ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛୁ।

ପୂଜା ବେଳେ ଲୋକମାନେ ମାସ୍କ ପିନ୍ଧି ନଥିବା ବେଳେ ସାମାଜିକ ଦୂରତାର ଧଜିଆ ଉଡ଼ାଇଥିଲେ। ଆମେ ସ୍ଥିତି ଉପରେ ନଜର ରଖିଛୁ। ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ୨୦୦ ଜଣ ଆକ୍ରାନ୍ତଙ୍କର କୌଣସି ଲକ୍ଷଣ ନାହିଁ। ଏହାର ଅର୍ଥ ଏହି ସେମାନେ ବିଭିନ୍ନ ସ୍ଥାନକୁ ଯିବା ସହ ସଂକ୍ରମଣ ବାଣ୍ଟିଛନ୍ତି।”

କେବଳ କୋଲକାତା ନୁହେଁ, ପୂରା ବେଙ୍ଗଲରେ ଏବେ ସଂକ୍ରମଣ ବଢ଼ିଛି। ସ୍ଥିତି ଏପରି ହୋଇଛି ଯେ ୭ ଦିନ ମଧ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୫୧ରୁ ୮୫୩ରେ ପହଞ୍ଚି ଯାଇଛି। ଦୈନିକ ସଂକ୍ରମଣ ବଢ଼ିବା ନୂଆ ବିପଦର ସଙ୍କେତ ଦେଇଛି। ସ୍ଥିତିକୁ ଦେଖି ଦୁର୍ଗାପୂଜା ବେଳେ ପ୍ରତ୍ୟାହାର କରାଯାଇଥିବା ନାଇଟ କର୍ଫ୍ୟୁ ପୁଣିଥରେ ଲାଗୁ କରାଯାଇଛି। ରାତି ୧୧ଟାରୁ ଭୋର ୫ଟା ଯାଏ ସମସ୍ତ ପ୍ରକାରର ଯାତାୟାତାକୁ ବେଙ୍ଗଲରେ ବନ୍ଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story