ପୁଅର ଜାମିନ କଥା ଶୁଣି କାନ୍ଦି ପକାଇଲେ ଶାହରୁଖ!

ମୁମ୍ବାଇ: ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଶେଷରେ ଡ୍ରଗ୍ସ ଲିଙ୍କ ଘଟଣାରେ ଜାମିନ ପାଇଛନ୍ତି। ଆଜି ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ତାଙ୍କ ବାପା ଶାହରୁଖ। ତାଙ୍କ ଆଖିରେ ଖୁସିର ଲୁହ ରହିଥିଲା ବୋଲି ଆର୍ଯ୍ୟନଙ୍କ ପାଇଁ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଲଢ଼ିଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ସୂଚନା ଦେଇଛନ୍ତି। ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁକୁଲ ରୋହତଗୀ କହିଛନ୍ତି, “ବିଗତ […]

legal-team

legal-team

Hemant Lenka
  • Published: Thursday, 28 October 2021
  • Updated: 28 October 2021, 09:50 PM IST

Sports

Latest News

ମୁମ୍ବାଇ: ମେଗା ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଶେଷରେ ଡ୍ରଗ୍ସ ଲିଙ୍କ ଘଟଣାରେ ଜାମିନ ପାଇଛନ୍ତି। ଆଜି ବମ୍ବେ ହାଇକୋର୍ଟ ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ତାଙ୍କ ବାପା ଶାହରୁଖ। ତାଙ୍କ ଆଖିରେ ଖୁସିର ଲୁହ ରହିଥିଲା ବୋଲି ଆର୍ଯ୍ୟନଙ୍କ ପାଇଁ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଲଢ଼ିଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ସୂଚନା ଦେଇଛନ୍ତି।

ଗୋଟିଏ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୁକୁଲ ରୋହତଗୀ କହିଛନ୍ତି, “ବିଗତ ୩ରୁ ୪ ଦିନ ହେଲା ସେ(ଏସଆରକେ) ପୂରା ବ୍ୟସ୍ତବିବ୍ରତ ରହିଥିଲେ। ମୁଁ ତାଙ୍କ ପାଖରେ ରହିଥିଲି। ସେ ଭଲ ଭାବେ ମିଲ ନେଉଥିଲେ କି ସନ୍ଦେହ ଲାଗୁଥିଲା। କାରଣ ସେ କେବଳ କଫି ପରେ କଫି ପି’ ଚାଲିଥିଲେ। ସେ ବହୁତ ଚିନ୍ତାରେ ରହିଥିଲେ। ଏବେ ତାଙ୍କ ମୁହଁରେ ବିରାଟ ଆଶ୍ୱସ୍ତି ମୁଁ ଦେଖିବାକୁ ପାଇଛି।”

ପୂର୍ବରୁ ଆର୍ଯ୍ୟନଙ୍କ ଜାମିନ ଆବେଦନ ୨ ଥାର ଖାରଜ ହୋଇଥିଲା ଓ ସେ ୨୪ ଦିନ ହେଲା ଜେଲରେ ରହିଛନ୍ତି। ଶାହରୁଖ କିମ୍ବା ଗୌରୀ ଖାନା ଶୁଣାଣି ବେଳେ କୋର୍ଟ ଆସୁ ନଥିଲେ। କିନ୍ତୁ ଗତଥର ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଶାହରୁଖ ଆର୍ଥର ରୋଡ ଜେଲ ଯାଇ ତାଙ୍କୁ ଭେଟିଥିଲେ।

ଶ୍ରୀ ରୋହତଗୀ କହିଛନ୍ତି, “ଦୁର୍ଭାଗ୍ୟବଶତଃ ଆବେଦନ ତଳ କୋର୍ଟରେ ଖାରଜ ହୋଇଯାଇଥିଲା। ଫଳରେ ଏହା ହାଇକୋର୍ଟକୁ ଆସିଥିଲା ଓ ଇତି ମଧ୍ୟରେ ମାସେ ବିତି ଯାଇଛି। ତେଣୁ ଆର୍ଯ୍ୟନ ଓ ଅନ୍ୟ ଅଭିଯୁକ୍ତଙ୍କ ଅଭିଭାବକ ବେଶ ବ୍ୟସ୍ତରେ ଥିଲେ। ତେଣୁ ସେମାନେ ହାଇକୋର୍ଟଙ୍କ ଶୁଣାଣିରୁ ବହୁତ କିଛି ଆଶା କରିଥିଲେ। ଶାହରୁଖ ଖାନ ତାଙ୍କର ସମସ୍ତ ପ୍ରକାରର ପ୍ରଫେସନାଲ କାମକୁ ଛାଡ଼ି ଦେଇଥିଲେ। ସେ ସବୁବେଳେ ଆଇନଗତ ବିଚାରବିମର୍ଶ ବେଳେ ଉପସ୍ଥିତ ରହୁଥିଲେ। ଏପରି କି ଲିଗାଲ ଟିମ୍‌କୁ ନିଜେ ନୋଟ୍ ପ୍ରସ୍ତୁତ କରିବାରେ ସହାୟତା କରୁଥିଲେ।”

ଆଜି ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ନିଜର ଲିଗାଲ ଟିମ୍‌ ସହ ଶାହରୁଖ ଉଠାଇଥିବା ଫଟୋ ସାମ୍ନାକୁ ଆସିଛି। ୨୬ ଦିନ ହେଲା ହସ ଭୁଲି ଯାଇଥିବା ଶାହରୁଖ ଫଟୋରେ ନିଜ ଲିଗାଲ ଟିମ ସହ ସ୍ମିତ ହାସ୍ୟ ଦେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ମ୍ୟାନେଜର ପୂଜା ମଧ୍ୟ ଉପସ୍ଥିତ ଥିଲେ। ପୂଜା ୨୦୧୨ରୁ ଶାହରୁଖ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ତଳ କୋର୍ଟ ଆର୍ଯ୍ୟନଙ୍କ ଜାମିନ ଖାରଜ କରିବା ସମୟରେ ପୂଜା କାନ୍ଦୁ ଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story