ରାସ୍ତା ପାଲଟିଲା ନଦୀ

ବେଙ୍ଗାଲୁରୁ: ଲଗାଣ ବର୍ଷା ଯୋଗୁ ଦେଶର ଅନ୍ୟତମ ବିକଶିତ ସହର ବେଙ୍ଗାଲୁରୁର ଅସଲ ଚିତ୍ର ସାମ୍ନାକୁ ଆସିଛି। କିଛି ଘଣ୍ଟାର ଲଗାଣ ବର୍ଷା ପରେ ଜାତୀୟ ରାଜପଥ ପାଲଟିଛି ନଦୀ। ରାସ୍ତାରେ ବର୍ଷା ପାଣି ଲହରୀ ମାରିବା ସହ ଲୋକମାନେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଯୋଗୁ ବେଙ୍ଗାଲୁରୁରେ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ବେଙ୍ଗାଲୁରୁ ଅର୍ବାନ ଡିସି କେ ଶ୍ରୀନିବାସ କହିଛନ୍ତି, “ସୋମବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି […]

Rain

Rain

Hemant Lenka
  • Published: Tuesday, 30 August 2022
  • Updated: 30 August 2022, 08:03 PM IST

Sports

Latest News

ବେଙ୍ଗାଲୁରୁ: ଲଗାଣ ବର୍ଷା ଯୋଗୁ ଦେଶର ଅନ୍ୟତମ ବିକଶିତ ସହର ବେଙ୍ଗାଲୁରୁର ଅସଲ ଚିତ୍ର ସାମ୍ନାକୁ ଆସିଛି। କିଛି ଘଣ୍ଟାର ଲଗାଣ ବର୍ଷା ପରେ ଜାତୀୟ ରାଜପଥ ପାଲଟିଛି ନଦୀ। ରାସ୍ତାରେ ବର୍ଷା ପାଣି ଲହରୀ ମାରିବା ସହ ଲୋକମାନେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଯୋଗୁ ବେଙ୍ଗାଲୁରୁରେ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି।

ବେଙ୍ଗାଲୁରୁ ଅର୍ବାନ ଡିସି କେ ଶ୍ରୀନିବାସ କହିଛନ୍ତି, “ସୋମବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଏଥିପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଙ୍ଗଳବାର ବନ୍ଦ ଘୋଷଣା କରାଯାଇଛି। ବିଭିନ୍ନ ରାସ୍ତାରେ ପାଣି ଜମି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଥିସହ କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଆଜି ମଧ୍ୟ ପ୍ରବଳ ବର୍ଷା ହେବାରୁ ଜନଜୀବନ ପ୍ରଭାବିତ ହୋଇଛି।”

ସୋମବାର ଅତି ପ୍ରବଳ ବର୍ଷା ହୋଇଥିଲା। ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁ ବେଙ୍ଗାଲୁରୁ-ମହୀଶୂର ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ପାଣି ଜମି ରହିଥିବାରୁ ଶହଶହ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି।

ସେହିପରି ତଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ପାଣି ମଧ୍ୟ ମାଡ଼ି ଯାଇଛି। ଏବେ ସରକାର କ୍ଷୟକ୍ଷତିର ଆକଳନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ବିଭିନ୍ନ ବର୍ଷା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି। ପ୍ରଭାବିତ ଲୋକଙ୍କ ସହ ସେ ଆଲୋଚନା କରି ରାଜସ୍ୱ ବିଭାଗ କ୍ଷୟକ୍ଷତିର ସର୍ଭେ କରିବ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story