ସିବିଆଇ ମୁଖ୍ୟ ହେଲେ ସୁବୋଧ କୁମାର ଜୈସୱାଲ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ କମିଟିର ନିଷ୍ପତ୍ତି କ୍ରମେ ଆଇପିଏସ୍‌ ସୁବୋଧ କୁମାର ଜୈସୱାଲ ସିବିଆଇର ମୁଖ୍ୟ ଭାବେ ନିଯୁକ୍ତି ପାଇଛି। ସେ ଏହି ପଦରେ ୨ ବର୍ଷ ପାଇଁ କାର୍ଯ୍ୟ କରିବେ।  ବର୍ତ୍ତମାନ ଶ୍ରୀ ଜୈସଲୱାଲ ସିଆଇଏସଏଫ ମୁଖ୍ୟ ଭାବେ କାମ କରୁଛନ୍ତି। ୧୯୮୫ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ହେଉଛନ୍ତି ଶ୍ରୀ ଜୈସୱାଲ। ଆଜି ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ନୂଆ ନିଯୁକ୍ତି […]

Subodh-Jaiswal

Subodh-Jaiswal

Hemant Lenka
  • Published: Tuesday, 25 May 2021
  • Updated: 25 May 2021, 10:55 PM IST

Sports

Latest News

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ କମିଟିର ନିଷ୍ପତ୍ତି କ୍ରମେ ଆଇପିଏସ୍‌ ସୁବୋଧ କୁମାର ଜୈସୱାଲ ସିବିଆଇର ମୁଖ୍ୟ ଭାବେ ନିଯୁକ୍ତି ପାଇଛି। ସେ ଏହି ପଦରେ ୨ ବର୍ଷ ପାଇଁ କାର୍ଯ୍ୟ କରିବେ।  ବର୍ତ୍ତମାନ ଶ୍ରୀ ଜୈସଲୱାଲ ସିଆଇଏସଏଫ ମୁଖ୍ୟ ଭାବେ କାମ କରୁଛନ୍ତି।

୧୯୮୫ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ହେଉଛନ୍ତି ଶ୍ରୀ ଜୈସୱାଲ। ଆଜି ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ନୂଆ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ବଜ୍ଞପ୍ତି ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟିରେ ଥିବା ସିଜେଆଇ ଜଷ୍ଟିସ ଏନଭି ରମନା ଓ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏକାଧିକ ବୈଠକ କରିଥିଲେ। ସିବିଆଇ ମୁଖ୍ୟ ଦୌଡ଼ରେ ସୁବୋଧ କୁମାରଙ୍କ ବ୍ୟତୀତ ସଶସ୍ତ୍ର ସୀମା ବଳର ଡିଜି କେଆର ଚନ୍ଦ୍ର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିଏସକେ କଉମୁଦି ରହିଥିଲେ। ହେଲେ ୩ ଜଣିଆ କମିଟି ସୁବୋଧଙ୍କ ନାଁ ଉପରେ ମୋହର ମାରିଛି।

ସିଆଇଏସଫ ମୁଖ୍ୟ ହେବା ପୂର୍ବରୁ ଆଇପିଏସ ଜୈସଲୱାଲ ମୁମ୍ବାଇ ପୁଲିସ କମିଶନ ଓ ମହାରାଷ୍ଟ୍ର ଡିଜିପି ଭାବେ କାର୍ଯ୍ୟ କରିଥିଲେ। ସେ ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିବା ବେଳେ ବହୁ ଚର୍ଚ୍ଚିତ ତେଲଗି ଦୁର୍ନୀତିର ତଦନ୍ତ କରିଥିଲେ। ଏହାପରେ ଏହି ତଦନ୍ତ ଭାର ସିବିଆଇ ନିଜ ହାତକୁ ନେଇଥିଲା। ଏହି ସମୟରେ ସେ ଏସ୍‌ଆରପିଏଫ ମୁଖ୍ୟ ଥିଲେ।

ଏହାପରେ ସେ ମହାରାଷ୍ଟ୍ର ଏଟିଏସ୍‌ ଓ ଦୀର୍ଘ ଦଶନ୍ଧି ଧରି ର’ରେ କାମ କରିଥିଲେ। ସେଠାରୁ ସେ ୨୦୧୮ ମସିହା ଜୁନ୍‌ ମାସରେ ମହାରାଷ୍ଟ୍ରକୁ ଫେରିଥିଲେ ଓ ମୁମ୍ବାଇ ସିପି ଭାବେ ନିଯୁକ୍ତି ପାଇଥିଲେ। ଏହି ସମୟରେ ଦେବେନ୍ଦ୍ର ଫଡ଼ନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ମୁମ୍ବାଇ ସିପି ପଦରେ ରହିବା ପରେ ତାଙ୍କୁ ମହାରାଷ୍ଟ୍ର ଡିଜିପି ଭାବେ ନିଯୁକ୍ତି ମିଳିଥିଲା। ଏଲଗାର ପରିଷଦ ଓ ଭୀମା କୋରେଗାଓଁ ହିଂସାର ତଦନ୍ତ ପ୍ରଥମେ ଜୈସୱାଲ କରିଥିଲେ। ତା’ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା।

ସୂଚନାଯୋଗ୍ୟ, ସୋମବାର ୯୦ ମିନିଟ ଧରି ଚାଲିଥିବା ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଧାନ ବିଚାରପତି ଜଷ୍ଟିସ ରମନା ଓ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୈସୱାଲ, ସଶସ୍ତ୍ର ସୀମା ବଳର ଡିଜି କେଆର ଚନ୍ଦ୍ର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିଏସକେ କଉମୁଦିଙ୍କ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଅଭିଜ୍ଞତା ଉପରେ ଆଲୋଚନା ହୋଇଥିଲା। ତେଣୁ ଏହି ୩ ଜଣଙ୍କ ମଧ୍ୟରୁ ଜଣେ ସିବିଆଇ ମୁଖ୍ୟ ହେବେ ବୋଲି କୁହାଯାଉଥିଲା।

ସୂତ୍ର ଅନୁସାରେ, ଆଲୋଚନା ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ରାମନା ୬ ମାସିଆ ନିୟମର ଉଲ୍ଲେଖ କରିଥିଲେ। ପୂର୍ବରୁ ସିବିଆଇ ମୁଖ୍ୟ ଚୟନ ବେଳେ ଏହି ନିୟମକୁ ଅଣଦେଖା କରାଯାଉଥିଲା। ଜଷ୍ଟିସ ରାମନା ସୁପ୍ରିମକୋର୍ଟଙ୍କ ଏକ ରାୟକୁ ଉଲ୍ଲେଖ କରିଥିଲେ। ଏହି ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଯେଉଁ ଅଧିକାରୀମାନଙ୍କ କାର୍ଯ୍ୟକାଳ ୬ମାସରୁ କମ ରହିଛି, ସେମାନଙ୍କୁ ପୁଲିସ୍‌ ମୁଖ୍ୟ ପଦ ପାଇଁ ବିଚାର କରାଯାଇ ପାରିବ ନାହିଁ। ସିବିଆଇ ମୁଖ୍ୟଙ୍କ ଚୟନ ବେଳେ ମଧ୍ୟ କମିଟି ଏହି ନିୟମ ପାଳନ କରିବା ଉଚିତ ବୋଲି ସେ କହିଥିଲେ। ପ୍ୟାନେଲରେ ଥିବା ଅଧୀର ରଞ୍ଜନ ଏହି ନିୟମକୁ ସମର୍ଥନ କରିଥିଲେ।

ଏହି ନିୟମ ଯୋଗୁ ୩୧ ଅଗଷ୍ଟରେ ଅବସର ନେବାକୁ ଥିବା ବିଏସଏଫର ଡିଜି ରାକେଶ ଆସ୍ଥାନା ଓ ୩୧ ମେ’ରେ ଅବସର ନେବାକୁ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସିର ମୁଖ୍ୟ ୱାଇସି ମୋଦି ସିବିଆଇ ମୁଖ୍ୟ ପଦ ଦୌଡ଼ରୁ ବାଦ ପଡ଼ିଥିଲେ। ଉଭୟ କେନ୍ଦ୍ର ସରକାରଙ୍କ ଗୁଡ଼ବୁକ୍‌ରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story