ରାଗିଲେ ସୁପ୍ରିମକୋର୍ଟ, ୨ ଆଇନଜୀବୀଙ୍କୁ ୮ ଲକ୍ଷର ଫାଇନ

ନୂଆଦିଲ୍ଲୀ: ଅଯଥା ପିଆଇଏଲ ଦାଖଲ କରି ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କରିବା ୨ ଜଣ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିବା ସହ ୨ ଆଇନଜୀବୀଙ୍କ ଉପରେ ଉଦାହରଣ ସୃଷ୍ଟି କରିବା ପାଇଁ ୮ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି। ଏହି ଦୁଇ ଆଇନଜୀବୀ ଟ୍ରାଫିକ ସମସ୍ୟା, ବାୟୁ ପ୍ରଦୂଷଣ ଓ ନର୍ଗମ ନିୟମ ଭଳି ପ୍ରସଙ୍ଗର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ […]

sc

sc

Hemant Lenka
  • Published: Tuesday, 17 May 2022
  • Updated: 17 May 2022, 03:56 PM IST

ନୂଆଦିଲ୍ଲୀ: ଅଯଥା ପିଆଇଏଲ ଦାଖଲ କରି ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କରିବା ୨ ଜଣ ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିବା ସହ ୨ ଆଇନଜୀବୀଙ୍କ ଉପରେ ଉଦାହରଣ ସୃଷ୍ଟି କରିବା ପାଇଁ ୮ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି। ଏହି ଦୁଇ ଆଇନଜୀବୀ ଟ୍ରାଫିକ ସମସ୍ୟା, ବାୟୁ ପ୍ରଦୂଷଣ ଓ ନର୍ଗମ ନିୟମ ଭଳି ପ୍ରସଙ୍ଗର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, “ଆପଣମାନଙ୍କ ପାଖରେ ଏନଜିଟି ଠାରୁ ଆରମ୍ଭ କରି ବିଭିନ୍ନ କୋର୍ଟ ରାୟର କପି ରହିଛି। ତଥାପି ଆପଣମାନେ ଏହି ପ୍ରସଙ୍ଗରେ ପିଟିସନ ଦାଏର କରୁଛନ୍ତି। ଆପଣ ଏହି ଶୁଣାଣି ପାଇଁ ନିଶ୍ଚିତ ଅଛନ୍ତି? ସୁପ୍ରିମକୋର୍ଟରେ ଓକିଲାତି କରୁଥିବା ଦୁଇ ଜଣ ଆଇନଜୀବୀ ଏପରି ଦୁଃସାହାସ କରିଛନ୍ତି। ଆମେ ସେମାନଙ୍କୁ ସତର୍କ କରାଉଛି।

ସେହିପରି ଆବେଦନକାରୀଙ୍କ ଉପରେ ଉଦାହରଣ ସୃଷ୍ଟି କରିବା ପାଇଁ ୮ ଲକ୍ଷ ଟଙ୍କାର ଫାଇନ ମଧ୍ୟ ଲାଗୁ କରୁଛୁ। ଆଇନଜୀବୀ ଦ୍ୱୟଙ୍କ କୌଣସି ପ୍ରକାରର ରିଟ ପିଟିସନକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରାର ଗ୍ରହଣ କରିବେ ନାହିଁ।”

ଜଷ୍ଟିସ ରାଓଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ ଏଏସ୍‌ ବୋପାନ୍ନା ମଧ୍ୟ ରହିଥିଲେ। ଆବେଦନକାରୀ ଦୁଇ ଆଇନଜୀବୀ ଦର୍ଶାଇଥିଲେ ଯେ ଗାଡ଼ିଗୁଡ଼ିକ ପାଇଁ ଏବେ ଲାଗୁ ହେଉଥିବା ୧୦ ଓ ୧୫ ବର୍ଷର ନିୟମ ଅବୈଧ ଏବଂ ବେଆଇନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story