ସ୍ୱଚ୍ଛ ଭାରତ ମିଶନ ୨.୦ ଲଞ୍ଚ, ଅଳିଆର ପାହାଡ଼ ଏଥର ହଟିବ କହିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦୁଇଟି ମେଗା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛ ଭାରତ ମିଶନ ସହର ୨.୦ ଓ ଅମୃତ ୨.୦ କାର୍ଯ୍ୟକ୍ରମ ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହା ବିଆର ଆମ୍ବେଦକରଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ବଡ଼ ପଦକ୍ଷେପ ବୋଲି ମୋଦି କହିଛନ୍ତି। ସହରକୁ ଆବର୍ଜନା ମୁକ୍ତ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣରେ ଏହି ଦୁଇ କାର୍ଯ୍ୟକ୍ରମ ସହାୟକ ହେବ ବୋଲି କୁହାଯାଉଛି। ଦିଲ୍ଲୀରେ ଥିବା ଆମ୍ବେଦକର ଅନ୍ତର୍ଜାତୀୟ […]

Modi

Modi

Hemant Lenka
  • Published: Friday, 01 October 2021
  • Updated: 01 October 2021, 05:48 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦୁଇଟି ମେଗା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛ ଭାରତ ମିଶନ ସହର ୨.୦ ଓ ଅମୃତ ୨.୦ କାର୍ଯ୍ୟକ୍ରମ ଆଜି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହା ବିଆର ଆମ୍ବେଦକରଙ୍କ ସ୍ୱପ୍ନକୁ ପୂରଣ କରିବା ଦିଗରେ ବଡ଼ ପଦକ୍ଷେପ ବୋଲି ମୋଦି କହିଛନ୍ତି। ସହରକୁ ଆବର୍ଜନା ମୁକ୍ତ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଣରେ ଏହି ଦୁଇ କାର୍ଯ୍ୟକ୍ରମ ସହାୟକ ହେବ ବୋଲି କୁହାଯାଉଛି।

ଦିଲ୍ଲୀରେ ଥିବା ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଏହି ଫ୍ଲାଗଶିପ ମିଶନର ଶୁଭାରମ୍ଭ କରିଛନ୍ତି। ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ ମିଶନ ୨.୦ର ମୂଳ ଲକ୍ଷ୍ୟ ହେଲା ସହରକୁ ଆବର୍ଜନା ମୁକ୍ତ ରଖିବା। ସହରରେ ଥିବା ଅଳିଆର ପାହାଡ଼ ସ୍ୱଚ୍ଛ ଭାରତ ମିଶନ ଜରିଆରେ ହଟିବ ବୋଲି ସେ କହିଛନ୍ତି।

ମୋଦି କହିଛନ୍ତି, “ସହରକୁ ଅଳିଆ ମୁକ୍ତ ରଖିବା ପାଇଁ ସ୍ୱଚ୍ଛ ଭାରତ ମିଶିନ ୨.୦ ଆରମ୍ଭ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଆମେ ସ୍ୱରେଜ ଓ ସୁରକ୍ଷା ମ୍ୟାନେଜମେଣ୍ଟ ସହ ସହରର ଜଳକୁ ସଂରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛୁ। ଏଥିସହ ଡ୍ରେନର ଅଳିଆ ପାଣି ଯେମିତି ନଦୀରେ ନ ମିଶିବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ସହରମାନଙ୍କରେ ଦେଖାଯାଉଥିବା ଅଳିଆର ପାହାଡ଼ ସଂପୂର୍ଣ୍ଣ ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ହଟିବ। ଦିଲ୍ଲୀରେ ମଧ୍ୟ ସେମିତି ଗୋଟିଏ ଅଳିଆ ପାହାଡ଼ ରହିଛି। ଏହା ଦୀର୍ଘ ଦିନ ହେଲା ହଟିବା ଅପେକ୍ଷାରେ ରହିଛି।”

ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୋଦି ଆହୁରି କହିଛନ୍ତି, ସ୍ୱଚ୍ଛ ଭାରତ ମିଶନ ସହରର ଦ୍ୱିତୀୟ ପର୍ଯ୍ୟାୟ ଓ ଅମୃତ ୨.୦ ମିଶନ ବିଆର ଆମ୍ବେଦକର ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଦିଗରେ ବଡ଼ ପଦକ୍ଷେପ। ଆଜିର କାର୍ଯ୍ୟକ୍ରମ ବିଆର ଆମ୍ବେଦକର କେନ୍ଦ୍ରରେ ଆୟୋଜିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସାମାନତା ପାଇଁ ସହରାଞ୍ଚଳ ବିକାଶ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଆମ୍ବେଦକର ସବୁବେଳେ ଚିନ୍ତା କରୁଥିବା ମୋଦି କହିଛନ୍ତି।

ସହାରାଞ୍ଚଳକୁ ଆବର୍ଜନା ମୁକ୍ତ ରଖିବା ପାଇଁ ସ୍ୱଚ୍ଛ ଭାରତ ମିଶନ ୨.୦ରେ ସବୁ ପ୍ରକାରର ପ୍ରୟାସ କରାଯିବ। ସେହିପରି ବାହ୍ୟ ମଳ ତ୍ୟାଗକୁ ସଂପୂର୍ଣ୍ଣ ଭାବେ ମଧ୍ୟ ବନ୍ଦ କରାଯିବ। ଏହି ଯୋଜନାରେ ପ୍ରାୟ ୧.୪୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଅମୃତ ୨.୦ ଯୋଜନାରେ ୪,୭୦୦ ୟୁଏଲବିରେ ଥିବା ସମସ୍ତ ଘରରକୁ ଶତ ପ୍ରତିଶତ ପିଇବା ପାଣି ଯୋଗାଇ ଦିଆଯିବ। ଏଥିପାଇଁ ୨.୬୮ କୋଟି ଟ୍ୟାପର ବ୍ୟବସ୍ଥା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story