ବାତ୍ୟା ସମ୍ପର୍କରେ ବହୁ ପୂର୍ବରୁ ମିଳିବ ସୂଚନା, ଆଇଆଇଟି ଖଡ଼ଗପୁର ବାହାର କରିଛି କୌଶଳ

ନୂଆଦିଲ୍ଲୀ: ଭାରତବାସୀ  ଏକାଧିକ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଓଡ଼ିଶାରେ ପ୍ରତିବର୍ଷ ବାତ୍ୟା ଦେଖାଯାଉଛି। ପାଣିପାଗ ବିଭାଗ ବାତ୍ୟା ସମୁଦ୍ର ମଧ୍ୟରେ ସୃଷ୍ଟି ହେଲେ ସ୍ୟାଟେଲାଇଟରୁ ତଥ୍ୟ ସଂଗ୍ରହ କରି ଏ ବାବଦରେ ସୂଚନା ଦେଉଛି। ତେବେ ପାଣିପାଗ ବିଭାଗର ଆକଳନ ଠାରୁ ଆହୁରି ଶୀଘ୍ର ବାତ୍ୟା ସମ୍ପର୍କରେ ତଥ୍ୟ ହାସଲ କରିବାକୁ ନୂଆ କୌଶଳ ବାହାର କରାଯାଇଛି। ଆଇଆଇଟି ଖଡ଼ଗପୁର ଓ ଚାଇନାରେ ଥିବା ୟାନତାଇ ଇନଷ୍ଟିଚ୍ୟୁଟ ଅଫ କୋଷ୍ଟାଲ ଜୋନ ରିସର୍ଚ୍ଚର ଗବେଷକମାନେ […]

IIT

IIT

Hemant Lenka
  • Published: Friday, 11 June 2021
  • Updated: 11 June 2021, 05:51 PM IST

Sports

Latest News

ନୂଆଦିଲ୍ଲୀ: ଭାରତବାସୀ  ଏକାଧିକ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଓଡ଼ିଶାରେ ପ୍ରତିବର୍ଷ ବାତ୍ୟା ଦେଖାଯାଉଛି। ପାଣିପାଗ ବିଭାଗ ବାତ୍ୟା ସମୁଦ୍ର ମଧ୍ୟରେ ସୃଷ୍ଟି ହେଲେ ସ୍ୟାଟେଲାଇଟରୁ ତଥ୍ୟ ସଂଗ୍ରହ କରି ଏ ବାବଦରେ ସୂଚନା ଦେଉଛି। ତେବେ ପାଣିପାଗ ବିଭାଗର ଆକଳନ ଠାରୁ ଆହୁରି ଶୀଘ୍ର ବାତ୍ୟା ସମ୍ପର୍କରେ ତଥ୍ୟ ହାସଲ କରିବାକୁ ନୂଆ କୌଶଳ ବାହାର କରାଯାଇଛି।

ଆଇଆଇଟି ଖଡ଼ଗପୁର ଓ ଚାଇନାରେ ଥିବା ୟାନତାଇ ଇନଷ୍ଟିଚ୍ୟୁଟ ଅଫ କୋଷ୍ଟାଲ ଜୋନ ରିସର୍ଚ୍ଚର ଗବେଷକମାନେ ମିଳିତ ଭାବେ ଗୋଟିଏ ନୂଆ ଟେକ୍ନୋଲଜି ବାହାର କରିଛନ୍ତି। ଏହି ଟେକ୍ନୋଲଜି ଦ୍ୱାରା ସେମାନେ ଉତ୍ତର ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ବାତ୍ୟା ସମ୍ପର୍କରେ ବହୁ ଆଗରୁ ସୂଚନା ହାସଲ କରିପାରିବେ। ବାତ୍ୟା ପାଣିପାଗ ବିଭାଗର ସ୍ୟାଟେଲାଇଟକୁ ଆସିବା ପୂର୍ବରୁ ହିଁ ଏ ବିଷୟରେ ତଥ୍ୟ ମିଳିପାଳିବ ବୋଲି ଗବେଷକମାନେ କହିଛନ୍ତି।

ଆଇଆଇଟି ଖରାଗପୁରର ଜିଆ ଆଲବର୍ଟ, ପ୍ରସାଦ କେ ଭାସ୍କରନ ଓ ୟାନତାଇ ଇନଷ୍ଟିଚ୍ୟୁଟ ଅଫ କୋଷ୍ଟାଲ ଜୋନ ରିସର୍ଚ୍ଚର ବିଷ୍ଣୁପ୍ରିୟା ସାହୁଙ୍କ ପରି ବୈଜ୍ଞାନିକମାନେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସହଯୋଗରେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ ଅଧୀନରେ ଏହି ନୂଆ କୌଶଳ ବାହାର କରିଛନ୍ତି।

ଏଥିରେ ଟର୍ନାଡୋ ଚିହ୍ନଟ କରୁଥିବା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। ଉତ୍ତର ଭାରତ ମହାସାଗରରେ ଏକ ଭୀଷଣ ବାତ୍ୟା ସୃଷ୍ଟି ହେବାର ସ୍ଥିତି ଓ ପ୍ରାରମ୍ଭିକ ଚେତାବନୀ ଏହି ନୂଆ ଟେକ୍ନୋଲଜିରୁ ବହୁ ପୂର୍ବରୁ ମିଳିପାରିବ। ଏହି ଟେକ୍ନୋଲଜିକୁ ବିକଶିତ କରିବାର ଉଦ୍ଦେଶ୍ୟ ହେଉଛି ବାତ୍ୟା ଆସିବା ପୂର୍ବରୁ ଏହାର ଗତିପଥ ଓ ପବନର ବେଗକୁ ଚିହ୍ନଟ କରିବା। ନୂଆ ଟେକ୍ନୋଲଜି ଦ୍ୱାରା ଅତିରିକ୍ତ ଚାରି ଦିନ ବା ପ୍ରାୟ ୯୦ ଘଣ୍ଟା ଅଧିକ ସମୟ ମିଳିବ।

ବାତ୍ୟା ସୃଷ୍ଟି ହେବାକୁ ଥିବା ସ୍ଥାନରେ ପ୍ରଥମେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ। ଉପର ବାୟୁମଣ୍ଡଳର ୭ରୁ ୮କିମି ଅଞ୍ଚଳ ମଧ୍ୟରେ ପ୍ରଥମେ ଗୋଟିଏ ବାତ୍ୟା ସୃଷ୍ଟି ହୋଇଥାଏ। ଉପର ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଅସ୍ଥିରତା ଯୋଗୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ। ପାଣିପାଗରେ ସେହି ଅନୁସାରେ ପରବିର୍ତ୍ତନ ଆସେ। ତେଣୁ ଆମେ ପ୍ରାକ୍‌ ବାତ୍ୟାକୁ ବାୟୁମଣ୍ଡଳରେ ଠାବ କରିବାକୁ ସକ୍ଷମ ହୋଇଛି। ଏଗୁଡ଼ିକ ବଢ଼ିବାର ଉପର ତଳ ହୁଅନ୍ତି। କିନ୍ତୁ ଏହା ଗରମ ମହାସାଗର ଉପରେ ସ୍ପଷ୍ଟ ଲଘୁଚାପର ରୂପ ନେବା ପରେ ଏହାକୁ ଚିହ୍ନଟ କରାଯାଇପାରେ। ଆମ ଟେକ୍ନୋଲଜି ସମ୍ଭାବ୍ୟ ବାତ୍ୟାକୁ ଜଳରେ ଭଉଁରୀ ସୃଷ୍ଟି ହେବା ସମୟରେ ହିଁ ଠାବ କରିବାକୁ ସକ୍ଷମ ବୋଲି ଗବେଷମାନେ କହିଛନ୍ତି।

ବୈଜ୍ଞାନିକ ଭାସ୍କରନ କହିଛନ୍ତି, ସ୍ୟାଟେଲାଇଟ ଅବପାତକୁ ଚିହ୍ନ କରିବା ପରେ ଭାରତୀୟ ପାଣିପାଗ ବିଭାଗ ବିଭିନ୍ନ ମଡ୍ୟୁଲକୁ ବ୍ୟବହାର କରି ବର୍ଷାର ପରିମାଣ ଆକଳନ କରନ୍ତି। ଆମେ ଯେଉଁ କୌଶଳ ବାହାର କରିଛୁ ସେଥିରେ ଏହା ଚିହ୍ନଟ ହେବା ଓ ବାତ୍ୟାର ଲ୍ୟାଣ୍ଡଫଲ ମଧ୍ୟରେ ବହୁତ ଅଧିକ ସମୟ ମିଳିବ।

ଏହାଦ୍ୱାରା ସ୍ଥାନାନ୍ତରଣ ପ୍ରକ୍ରିୟା ଭଲ ଭାବେ ହୋଇପାରିବ। ବର୍ତ୍ତମାନ ୫ରୁ ୭ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବା ସହ ଲ୍ୟାଣ୍ଡଫଲ କରୁଛି। ଆମ କୌଶଳ ଆଉ ଅତିରିକ୍ତ ୪ ଦିନ ଦେବ। ଆମେ ୯ରୁ ୧୧ ଦିନ ଆଗରୁ ବାତ୍ୟା ସମ୍ପର୍କରେ ଜଣାଇ ପାରିବୁ ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story