କିଶୋରୀଙ୍କୁ ଦୁଷ୍କର୍ମ କଲେ ସ୍ୱାମୀ, ଶୁଟିଂ କଲେ ସ୍ତ୍ରୀ

ବଦାଉଁ: ଉତ୍ତର ପ୍ରଦେଶର ବାଦାଉଁରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ କିଶୋରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ତାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ କିଶୋରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଏହି ପାପ କାମର ଶୁଟିଂ ଖୋଦ ତାଙ୍କ ପତ୍ନୀ କରିଛନ୍ତି। ଏଥିସହ ଏହାକୁ ସୋଶାଲ ମିଡିଆରେ ସେ ଅପଲୋଡ କରି ଭାଇରାଲ ମଧ୍ୟ କରିଛନ୍ତି। ପୀଡ଼ିତାଙ୍କ ବୟାନକୁ ଆଧାର କରି ପୁଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରିଛି ଓ ଅଭିଯୁକ୍ତ […]

police

police

Hemant Lenka
  • Published: Saturday, 16 July 2022
  • Updated: 16 July 2022, 11:39 AM IST

Sports

Latest News

ବଦାଉଁ: ଉତ୍ତର ପ୍ରଦେଶର ବାଦାଉଁରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ କିଶୋରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ତାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣଙ୍କ କିଶୋରୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଏହି ପାପ କାମର ଶୁଟିଂ ଖୋଦ ତାଙ୍କ ପତ୍ନୀ କରିଛନ୍ତି। ଏଥିସହ ଏହାକୁ ସୋଶାଲ ମିଡିଆରେ ସେ ଅପଲୋଡ କରି ଭାଇରାଲ ମଧ୍ୟ କରିଛନ୍ତି। ପୀଡ଼ିତାଙ୍କ ବୟାନକୁ ଆଧାର କରି ପୁଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରିଛି ଓ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

ଫୈଜଗଞ୍ଜ ବେହଟା ପୁଲିସ୍‌ ଷ୍ଟେସନର ଇନଚାର୍ଜ ଚରଣ ସିଂହ ରାଣା କହିଛନ୍ତି, ଅଭିଯୁକ୍ତ ଦମ୍ପତିଙ୍କୁ ଗୁରୁବାର ଗିରଫ କରାଯାଇଛି। ସେମାନଙ୍କ ନାଁରେ ଆଇପିସିର ବିଭିନ୍ନ ଦଫା, ପକ୍ସୋ ଓ ଆଇଟି ଆକ୍ଟରେ ମାମଲା କରାଯାଇଛି। ଜୁଲାଇ ୧୨ରେ ବ୍ୟକ୍ତି ଜଣଙ୍କ କିଶୋରୀଙ୍କୁ ତାଙ୍କ ଘରକୁ ଡାକିଥିଲେ। ସେ ତାଙ୍କୁ ଆଗରୁ ଜାଣିଥିଲେ।

କିଶୋରୀ ଆସିବା ପରେ ବ୍ୟକ୍ତି ଜଣଙ୍କ ତାଙ୍କୁ ଘର ଭିତରେ ଦୁଷ୍କର୍ମ କରିଥିଲେ। ଏହି ସମୟରେ ସେଠାରେ ବ୍ୟକ୍ତିଙ୍କ ପତ୍ନୀ ଉପସ୍ଥିତ ରହିଥିଲେ। ସେ ଏହାର ପ୍ରତିବାଦ କରିବା ପରିବର୍ତ୍ତେ ନିଜ ମୋବାଇଲରେ ପୂରା ଘଟଣାର ଶୁଟିଂ କରିଥିଲେ। ଯଦି ପୀଡ଼ିତା ଜଣଙ୍କ ଏ ସମ୍ପର୍କରେ କାହାକୁ କହିବେ, ତା’ହେଲେ ସେମାନେ ଭିଡିଓ ସୋଶାଲ ମିଡିଆରେ ଅପଲୋଡ କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।

ଭୟରେ ପୀଡ଼ିତା ଜଣଙ୍କ କାହାକୁ କିଛି କହି ନଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଦମ୍ପତି ଭିଡିଓ ଭାଇରାଲ କରିବା ପରେ ପୀଡ଼ିତାଙ୍କ ପରିବାର ଲୋକ ଏ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story