ଦୁର୍ନୀତି ଅଭିଯୋଗ ପରେ ଜୀବନ ହାରିଲେ ମନ୍ତ୍ରୀଙ୍କ ପୂର୍ବତନ ପିଏଙ୍କ ପୁଅ

ହାଇଦ୍ରାବାଦ: ତେଲେଙ୍ଗାନା ମନ୍ତ୍ରୀ ଶ୍ରୀନିବାସ ଗୌଡ଼ଙ୍କ ପୂର୍ବତନ ପିଏ ଦେବେନ୍ଦ୍ରଙ୍କ ପୁଅ ଆଜି ଆତ୍ମହତ୍ୟା କରିଛନ୍ତି। ସରକାରୀ ଫ୍ଲାଟ ଯୋଗାଇ ଦେବାକୁ କହି ଦେବନ୍ଦ୍ରଙ୍କ ପୁଅ ଅକ୍ଷୟ କୁମାର ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ ମଧ୍ୟ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି ସେ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି। ପୁଲିସ୍‌ କହିଛି ଯେ ୨୩ ବର୍ଷୀୟ ଅକ୍ଷୟ କୁମାରଙ୍କ ଝୁଲନ୍ତା ମୃତଦେହ କୋଣ୍ଡାପୁରରେ ଥିବା […]

fraud

fraud

Hemant Lenka
  • Published: Monday, 21 November 2022
  • Updated: 21 November 2022, 08:36 PM IST

Sports

Latest News

ହାଇଦ୍ରାବାଦ: ତେଲେଙ୍ଗାନା ମନ୍ତ୍ରୀ ଶ୍ରୀନିବାସ ଗୌଡ଼ଙ୍କ ପୂର୍ବତନ ପିଏ ଦେବେନ୍ଦ୍ରଙ୍କ ପୁଅ ଆଜି ଆତ୍ମହତ୍ୟା କରିଛନ୍ତି। ସରକାରୀ ଫ୍ଲାଟ ଯୋଗାଇ ଦେବାକୁ କହି ଦେବନ୍ଦ୍ରଙ୍କ ପୁଅ ଅକ୍ଷୟ କୁମାର ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ମାମଲା ରୁଜୁ ମଧ୍ୟ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି ସେ ବେକରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି।

ପୁଲିସ୍‌ କହିଛି ଯେ ୨୩ ବର୍ଷୀୟ ଅକ୍ଷୟ କୁମାରଙ୍କ ଝୁଲନ୍ତା ମୃତଦେହ କୋଣ୍ଡାପୁରରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରୁ ମିଳିଛି। ସେ ଘରେ ଥିବା ସିଲିଂ ଫ୍ୟାନରେ କପଡ଼ା ବାନ୍ଧି ଝୁଲି ପଡ଼ିଛନ୍ତି। ସରକାରଙ୍କ ଜନକଲ୍ୟାଣ ଯୋଜନା ଅଧୀନରେ ଲୋକମାନଙ୍କୁ ମାଡବୁନଗରରେ ଦୁଇ ବେଡ ରୁମ ବିଶିଷ୍ଟ ଫ୍ଲାଟ ଯୋଗାଇ ଦେବାକୁ ଅକ୍ଷୟ କୁମାର ପ୍ରତିଶ୍ରୁତି ଦେଉଥିଲେ।

ଏଥିପାଇଁ ସେ ଅନେକ ଲୋକଙ୍କ ଠାରୁ ଟଙ୍କା ମଧ୍ୟ ଆଣିଥିଲେ। ଏହାକୁ ନେଇ ଦୁଇ ମାସରେ ତଳେ ଗୋଟିଏ ମାମଲା ହୋଇଥିଲା। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅକ୍ଷୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।

ପୁଲିସ୍‌ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଗୋଟିଏ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story