ଏସ୍‌ପିଙ୍କୁ ସୁସଜ୍ଜିତ ଜିପ୍‌ରେ ବସାଇଲେ, ରଥ ଭଳି ଟାଣିଟାଣି ବୁଲାଇଲେ

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ): ଦେଶରେ ଏମିତି ଅନେକ ପୁଲିସ୍‌ କର୍ମଚାରୀ ଅଛନ୍ତି, ଯେଉଁମାନେ ସବୁବେଳେ ସମାଜ ଓ ଲୋକଙ୍କ ସେବା କରି ସମସ୍ତଙ୍କ ହୃଦୟ କିଣି ନିଅନ୍ତି। ଏହିକ୍ରମରେ ଆନ୍ଧ୍ରପ୍ରଦେଶ ପୁଲିସରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଭଲ କାମ କରି ଅନେକ ସମୟରେ ଉଚ୍ଚପ୍ରଶଂସିତ ହେବାର ନଜିର ରହିଛି। କିନ୍ତୁ ଆଜି ଆମେ ଏମିତି ଜଣେ ପୁଲିସ୍‌ ଅଧିକାରୀଙ୍କ ବିଷୟରେ କହିବୁ, ଯାହାଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଆନ୍ଧ୍ରପ୍ରଦେଶର ସବୁଠାରୁ ଅଧିକ ବିକଶିତ […]

SP

SP

Hemant Lenka
  • Published: Friday, 16 July 2021
  • Updated: 16 July 2021, 06:35 PM IST

Sports

Latest News

ବିଶାଖାପାଟଣା(ଯଶୋବନ୍ତ ପାଢ଼ୀ): ଦେଶରେ ଏମିତି ଅନେକ ପୁଲିସ୍‌ କର୍ମଚାରୀ ଅଛନ୍ତି, ଯେଉଁମାନେ ସବୁବେଳେ ସମାଜ ଓ ଲୋକଙ୍କ ସେବା କରି ସମସ୍ତଙ୍କ ହୃଦୟ କିଣି ନିଅନ୍ତି। ଏହିକ୍ରମରେ ଆନ୍ଧ୍ରପ୍ରଦେଶ ପୁଲିସରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଭଲ କାମ କରି ଅନେକ ସମୟରେ ଉଚ୍ଚପ୍ରଶଂସିତ ହେବାର ନଜିର ରହିଛି।

କିନ୍ତୁ ଆଜି ଆମେ ଏମିତି ଜଣେ ପୁଲିସ୍‌ ଅଧିକାରୀଙ୍କ ବିଷୟରେ କହିବୁ, ଯାହାଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଆନ୍ଧ୍ରପ୍ରଦେଶର ସବୁଠାରୁ ଅଧିକ ବିକଶିତ ଓ ବିବାଦୀୟ ଜିଲ୍ଲା ହେଉଛି ପଶ୍ଚିମ ଗୋଦାବରୀ।  ଏଠାରେ ମହିଳା ଓ ଶିଶୁଙ୍କ ଉପରେ ନିର୍ଯାତନା ଠାରୁ ଆରମ୍ଭ କରି ରାଜନୀତି ବାଦବିବାଦ, ଅସାମାଜିକ କାରବାର, ଚୋରା ନିଶାଦ୍ରବ୍ୟ ଓ ଜୁଆ ଖେଳ ଆଦି ନିୟମିତ ଚାଲିଥାଏ।

ଏହି ଜିଲ୍ଲାରେ ଶାନ୍ତି ସ୍ଥାପନ ସହ ଅପରାଧ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ପୁଲିସ୍‌ ବିଭାଗର ସବୁଠାରୁ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦିଅନ୍ତି। ଏମିତି ଜଣେ ଦକ୍ଷ ପୁଲିସ୍‌ ଅଧିକାରୀ ହେଲେ ଏନ ନାରାୟଣ ନାଏକ। ସେ ୨୦୨୦ ମସିହା ଜୁନ ୧୫ରେ ଜିଲ୍ଲାର ଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ।

ଦାୟିତ୍ୱ ନେବାର ୧ ବର୍ଷ ମଧ୍ୟରେ ଶ୍ରୀ ନାୟକ ସମଗ୍ର ଜିଲ୍ଲାରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସଜାଡ଼ିବା ସହ ଲୋକଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ କରି ଦେଖାଇଛନ୍ତି। ଏଥିସହ ସେ ନିଜ ବିଭାଗରେ କାମ କରୁଥିବା କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେଇଥିଲେ।

ଯେକୌଣସି ପୁଲିସ କର୍ମଚାରୀ ଓ ଜିଲ୍ଲାବାସୀଙ୍କ ଅସୁବିଧା ଖବର ପାଇବା କ୍ଷଣି ସେ ତୁରନ୍ତ ସହଯୋଗ କରିବାକୁ ଆଗେଇ ଆସନ୍ତି। ତାଙ୍କ କାର୍ଯ୍ୟକାଳ ସମୟରେ ଜିଲ୍ଲାରେ ବେଆଇନ କାର୍ଯ୍ୟକଳାପ ପ୍ରାୟ ୮୦% ହ୍ରାସ ଘଟିଥିବା କୁହାଯାଉଛି। ତାଙ୍କର ଗୋଟିଏ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ସମଗ୍ର ଜିଲ୍ଲାର ପୁଲିସ କର୍ମଚାରୀ ମାନଙ୍କ ହୃଦୟରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।

ହେଲେ ତାଙ୍କୁ ଏବେ ବିଜୟୱାଡା ରେଳ ବିଭାଗର ଏସପି ରୂପେ ବଦଳି କରିଦିଆଯାଇଛି। ଆଜି ଏଥିପାଇଁ ଜିଲ୍ଲା ପୁଲିସ୍‌ ବିଭାଗ ପକ୍ଷରୁ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି।

ଜିଲ୍ଲାର ଏଲୁରୁ ସହରରେ ତାଙ୍କୁ ଗୋଟିଏ ସୁସଜ୍ଜିତ ଜିପ୍‌ରେ ବସାଇ ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ତାଙ୍କୁ ବୁଲାଇଛନ୍ତି। ଏହି ଜିପର ଉଭୟ ପାର୍ଶ୍ୱକୁ ଦଉଡ଼ି ବନ୍ଧା ଯାଇ ଥିଲା। ଏହାକୁ ରଥ ଭଳି ପୁଲିସ ବିଭାଗର ସମସ୍ତ ଡିଏସପି, ସିଆଇ, ଏସଆଇ ଓ ଅନ୍ୟ ଅଧିକାରୀମାନେ ଟାଣି ଟାଣି ନେଇଥିଲେ। ଏହି ସମୟରେ ପୁଷ୍ପ ବର୍ଷା ମଧ୍ୟ କରାଯାଇଥିଲା।

ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ପୁଲିସ ଅଧିକାରୀ ହେବ ତ ଏମିତି। ସେ ନିଜ କର୍ମଚାରୀମାନଙ୍କୁ ଏପରି କରିବାକୁ ମନା କରିଥିଲେ ହେଁ ସେମାନେ କିଛି ବି ଶୁଣି ନଥିଲେ। ତେବେ କିଛି ବାଟ ଯିବା ପରେ ଏହି ରଥ ଭଳି ସଜ୍ଜିତ ଜିପ୍‌ ଅଟକି ଥିଲା। ସେମାନେ ଶ୍ରୀ ନାଏକଙ୍କୁ ବିଜୟ ସମ୍ବର୍ଦ୍ଧନା ଜ୍ଞାପନ କାରିଛନ୍ତି। ଏହି ସମୟରେ ସମସ୍ତ କର୍ମଚାରୀ ଭବବିହ୍ୱଳ ହେବା ସହ ସେମାନଙ୍କ ଆଖିରୁ ଲୁହ ମଧ୍ୟ ଜରି ପଡ଼ିଥିଲା।

ସେ ରାଜ୍ୟର ଯେଉଁ ଯେଉଁ ସ୍ଥାନରେ କାର୍ଯ୍ୟ କାର୍ଯ୍ୟ କରିଛନ୍ତି, ସେଠାକାର ବହୁ ଚର୍ଚ୍ଚିତ ଅପରାଧ ଗୁଡ଼ିକୁ ଅତି କମ ସମୟରେ ସାମାଧାନ କରିପାରନ୍ତି। ଏଥିପାଇଁ ସେ ସମସ୍ତଙ୍କ ପ୍ରିୟ ହୋଇ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story