‘ସରି’ ଲେଖିଲେ, ଚୋରି କରିଥିବା କରୋନା ଟିକାକୁ ଚା’ ଦୋକାନରେ ରଖି ଚାଲିଗଲେ

ଜିନ୍ଦ: ହରିଆଣାର ଜିନ୍ଦରେ ଗୋଟିଏ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଆଜି ସକାଳୁ ଏଠାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରୁ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଡୋଜ୍‌ ଚୋରି ହୋଇଯାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍‌ ସମସ୍ତ ଚୋରି ଟିକାକୁ ଉଦ୍ଧାର କରିଛି। ଗୋଟିଏ ଚା’ ଦୋକାନରୁ ଟିକାର ଡୋଜ୍‌ ଗୁଡ଼ିକ ମିଳିଛି। ତେବେ ଚୋରମାନେ ଟିକାର ଭିଆଲ୍ସ ଚା’ ଦୋକାନରେ ରଖିବା ବେଳେ ଗୋଟିଏ ହାତ ଲେଖି […]

Vaccine-1

Vaccine-1

Hemant Lenka
  • Published: Thursday, 22 April 2021
  • Updated: 22 April 2021, 10:13 PM IST

Sports

Latest News

ଜିନ୍ଦ: ହରିଆଣାର ଜିନ୍ଦରେ ଗୋଟିଏ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଆଜି ସକାଳୁ ଏଠାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରୁ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଡୋଜ୍‌ ଚୋରି ହୋଇଯାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍‌ ସମସ୍ତ ଚୋରି ଟିକାକୁ ଉଦ୍ଧାର କରିଛି।

ଗୋଟିଏ ଚା’ ଦୋକାନରୁ ଟିକାର ଡୋଜ୍‌ ଗୁଡ଼ିକ ମିଳିଛି। ତେବେ ଚୋରମାନେ ଟିକାର ଭିଆଲ୍ସ ଚା’ ଦୋକାନରେ ରଖିବା ବେଳେ ଗୋଟିଏ ହାତ ଲେଖି ଚିଠି ମଧ୍ୟ ଛାଡ଼ିଛନ୍ତି। ଏଥିରେ ସେମାନେ ଲେଖିଛନ୍ତି, “ସରି, ଆମେ ଏହା କରୋନା ଟିକା ବୋଲି ଜାଣି ନଥିଲୁ।”

ଗୁରୁବାର ସକାଳୁ ସ୍ଥାନୀୟ ଲୋକ ୬୨୨ ଡୋଜ୍‌ର ଚୋରି କରୋନା ଟିକାକୁ ଚା’ ଦୋକାନରେ ଠାବ କରିଥିଲେ। ସିଭିଲ ଲାଇନ ପୁଲିସ୍‌ ଷ୍ଟେସନ ବାହାରେ ଥିବା ଚା’ ଦୋକାନରୁ ଏହା ମିଳିଥିଲା। ଏଥିରେ ୧୮୨ ଡୋଜ୍‌ର କୋଭିସିଲ୍ଡ ଓ ୪୪୦ ଡୋଜ୍‌ର କୋଭାକ୍ସିନ ଟିକା ରହିଥିଲା।

ଲୋକମାନେ ଏହା ଦେଖିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ସେଠାରେ ପହଞ୍ଚି ଟିକା ସହ ଚୋରମାନେ ରଖିଥିବା ହାତ ଲେଖା କ୍ଷମା ଆବେଦନ ପତ୍ରକୁ ମଧ୍ୟ ଜବତ କରିଥିଲା। ଚୋରମାନେ ଅଜାଣତରେ କରୋନା ଟିକାକୁ ଚୋରି କରିଥିବା ଉକ୍ତ ଚିଠିରେ ଲେଖିଥିଲେ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ସିଭିଲ ସର୍ଜନ ଟିକାଗୁଡ଼ିକ ପୁଣି ବ୍ୟବହାର ହୋଇପାରିବ କି ନାହିଁ, ସେକଥା ଜାଣିବା ପାଇଁ ବରିଷ୍ଠ ଅଧିକାରୀଙ୍କ ପାଖକୁ ଚିଠି ଲେଖିଛନ୍ତି।

ଜିନ୍ଦରେ ଥିବା ପିପି ସେଣ୍ଟ୍ରାଲ ଜେନେରାଲ ହସ୍ପିଟାଲ ଷ୍ଟୋର ରୁମ୍‌ରୁ କୋଭାକ୍ସିନର ୪୪୦ ଡୋଜ୍‌ ଓ କୋଭିସିଲ୍ଡ ଟିକାର ୧୨୭୦ ଡୋଜ୍‌ ଟିକା ଚୋରି ହୋଇଯାଇଥିବା ଜଣାପଡ଼ିଥିଲା। ଚୋରମାନେ ଷ୍ଟୋର ରୁମ୍‌ ଭାଙ୍ଗି କେବଳ କରୋନା ଟିକା ନେଇଥିଲେ। ଏହା ମଧ୍ୟରେ ଥିବା ଅନ୍ୟ ମେଡିସିନ ଓ କ୍ୟାଶରେ ହାତ ମଧ୍ୟ ମାରି ନଥିଲେ।

ଷ୍ଟୋର ରୁମ୍‌ରେ କରୋନା ଟିକା ସହ ବିସିଜି ଓ ପୋଲିଓ ଟିକା ରହିଥିଲା। ହେଲେ ଏହା ପୂର୍ବବତ ସୁରକ୍ଷିତ ଥିବା ମୁଖ୍ୟ ମେଡିକାଲ ଅଧିକାରୀ ଡା ବିମଳ ରାଠି ସୂଚନା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଥିବା ବେଳେ ଚା’ ଦୋକାନାର ଚୋରି ଟିକାର ଡୋଜ୍‌ ଗୁଡ଼ିକ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story