ଲୋଭୀ ଘରୋଇ ହସ୍ପିଟାଲ ଉପରେ ସରକାରଙ୍କ ଛାଟ, ୨୨ ଡାକ୍ତରଖାନା ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ: ବିଭିନ୍ନ ଆଳ ଦେଖାଇ କୋଭିଡ ଚିକିତ୍ସା ନାଁରେ ଲୋକଙ୍କ ଠାରୁ ଅର୍ଥ ଶୋଷଣ କରୁଥିବା ଲୋଭୀ ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଶହେରୁ ଅଧିକ ଅଭିଯୋଗ ପାଇବା ପରେ ଆନ୍ଧ୍ର ଓ ତେଲେଙ୍ଗାନା ସରକାର ଘରୋଇ ହସ୍ପିଟାଲଲଗୁଡ଼ିକ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଉଭୟ ରାଜ୍ୟ ଲୋକଙ୍କୁ ଶୋଷଣ କରୁଥିବା ୧୦୦ରୁ ଅଧିକ ହସ୍ପିଟାଲକୁ ନୋଟିସ୍‌ କରିଛନ୍ତି। ସେହିପରି ତେଲେଙ୍ଗାନା ସରକାର ୨୨ଟି ହସ୍ପିଟାଲ ପାଖରେ ଥିବା କୋଭିଡ ଚିକିତ୍ସା […]

Covid

Covid

Hemant Lenka
  • Published: Thursday, 03 June 2021
  • Updated: 03 June 2021, 06:21 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ଆଳ ଦେଖାଇ କୋଭିଡ ଚିକିତ୍ସା ନାଁରେ ଲୋକଙ୍କ ଠାରୁ ଅର୍ଥ ଶୋଷଣ କରୁଥିବା ଲୋଭୀ ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଶହେରୁ ଅଧିକ ଅଭିଯୋଗ ପାଇବା ପରେ ଆନ୍ଧ୍ର ଓ ତେଲେଙ୍ଗାନା ସରକାର ଘରୋଇ ହସ୍ପିଟାଲଲଗୁଡ଼ିକ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

ଉଭୟ ରାଜ୍ୟ ଲୋକଙ୍କୁ ଶୋଷଣ କରୁଥିବା ୧୦୦ରୁ ଅଧିକ ହସ୍ପିଟାଲକୁ ନୋଟିସ୍‌ କରିଛନ୍ତି। ସେହିପରି ତେଲେଙ୍ଗାନା ସରକାର ୨୨ଟି ହସ୍ପିଟାଲ ପାଖରେ ଥିବା କୋଭିଡ ଚିକିତ୍ସା ଅଧିକାରକୁ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଧ୍ର ସରକାର ମଧ୍ୟ ୧୬ଟି ହସ୍ପିଟାଲ ଉପରେ ଫାଇନ ଲାଗୁ କରିଥିବା ବେଳେ ଅନ୍ୟ ୪୬ଟି ହସ୍ପିଟାଲ ନାଁରେ ମାମଲା କରିଛନ୍ତି। ଏହି ହସ୍ପିଟାଲଗୁଡ଼ିକ କୋଭିଡ ରୋଗୀଙ୍କ ଠାରୁ ଇଚ୍ଛା ଅନୁସାରେ ଟଙ୍କା ଚାର୍ଜ କରୁଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି।

ତେଲେଙ୍ଗାନା ସରକାର ବ୍ୟାନ କରିଥିବା ୨୨ଟି ଯାକ ହସ୍ପିଟାଲ ହାଇଦ୍ରାବାଦରେ ରହିଛି। ଏହା ମଧ୍ୟରେ କିମ୍ସର ସିକନ୍ଦରାବାଦ ବ୍ରାଞ୍ଚ, ଭିରିଞ୍ଚି, ବଞ୍ଜରା ହିଲ୍ସରେ ଥିବା ସେଞ୍ଚୁରୀ ହସ୍ପିଟାଲ ଓ କୁକାଟାପାଲ୍ଲୀରେ ଥିବା ମାକ୍ସ ହେଲ୍ଥ ଭଳି ଘରୋଇ ହସ୍ପିଟାଲ ରହିଛନ୍ତି।

ତେଲେଙ୍ଗାନାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଜି ଶ୍ରୀନିବାସ ରାଓ କହିଛନ୍ତି, ୧୧୩ଟି ହସ୍ପିଟାଲ ବିରୋଧରେ ୧୭୪ଟି ଅଭିଯୋଗ ଆସିଥିଲା। ଏମାନଙ୍କ ମଧ୍ୟରୁ ୧୦୫ଟି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ହସ୍ପିଟାଲଗୁଡ଼ିକ କରୋନା ଚିକିତ୍ସା ନାଁରେ ରୋଗୀଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଅଧିକ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

ସେହିପରି ରୋଗୀଙ୍କୁ ଠିକା ଭାବେ ଚିକିତ୍ସା ମିଳିନି ଓ ସେମାନଙ୍କ ଦେଖାଶୁଣା କରାଯାଉ ନଥିବା ମଧ୍ୟ ଅନେକ ଅଭିଯୋଗ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ମେ’ ୩୧ରେ ୧୬ଟି ଓ ଜୁନ୍ ୧ରେ ଆଉ ୬ଟି ହସ୍ପିଟାଲ ଆଉ କରୋନା ରୋଗୀଙ୍କ ଚିକିତ୍ସା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେମାନଙ୍କ ପାଖରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ରୋଗୀଙ୍କ ସେବା ସେମାନେ କରିବେ ଓ ଅଧିକ ଚାର୍ଜ କରିପାରିବେ ନାହିଁ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶରେ କରୋନା ରୋଗୀଙ୍କ ଠାରୁ ଅଧିକ ଚାର୍ଜ ନେଇଥିବା ୧୬ଟି ହସ୍ପିଟାଲକୁ ୨ରୁ ୬ ଲକ୍ଷ ଯାଏ ଫାଇନ କରାଯାଇଛି। ୪୬ଟି ହସ୍ପିଟାଲ ନାଁରେ ସରକାରଙ୍କ ନିୟମ ଭାଙ୍ଗିଥିବାରୁ ମାମଲା କରାଯାଇଛି ଓ ଅନ୍ୟ ୫୦ଟି ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଆନ୍ଧ୍ରର ସ୍ୱାସ୍ଥ୍ୟ ସଚିବ ଏକେ ସିଙ୍ଘାଲ କହିଛନ୍ତି, ଅଧିକ ଚାର୍ଜ କରିଥିବା ହସ୍ପିଟାଲଗୁଡ଼ିକୁ ବିଲ୍‌ ଥିବା ଅର୍ଥର ୧୦ ଗୁଣା ଜୋରିମାନା କରାଯିବ। ବାରମ୍ବାର ରୋଗୀଙ୍କୁ ଶୋଷଣ କରୁଥିବା ହସ୍ପିଟାଲ ଓ ଏହାର କର୍ତ୍ତୃପକ୍ଷଙ୍କ ବିରୋଧରେ ଅପରାଧିକ ମାମଲା କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସପ୍ତାହେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ନାଁରେ ୧୦ ଲକ୍ଷରୁ ଅଧିକ ବିଲ କରାଯାଉଛି। ମେଡିସିନ ବାବଦରେ ବିଲ୍‌ରେ ୫ ଲକ୍ଷ ଟଙ୍କାର ବିଲ୍‌ କଟା ଯାଉଛି। ରୋଗୀଙ୍କ ସମ୍ପର୍କୀୟମାନେ କେଉଁ ସବୁ ମେଡିସିନ ଓ ଇଞ୍ଜେକସନ ଦିଆଯାଉଛି ବୋଲି ପଚାରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଉନାହାନ୍ତି। ଅଧିକାଂଶ ବିଲ୍‌ରେ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ତା’ର ତଥ୍ୟ ଦିଆଯାଉ ନାହିଁ।

ଅନ୍ୟପକ୍ଷରେ ହାଇଦ୍ରାବାଦର ସେଞ୍ଚୁରୀ ହସ୍ପିଟାଲରେ ଜଣେ କରୋନା ରୋଗୀ ୩ ସପ୍ତାହ ଚିକିତ୍ସିତ ହୋଇଥିଲା। ଏଥିପାଇଁ ତାଙ୍କ ନାଁରେ ୭୩ ଲକ୍ଷ ଟଙ୍କାର ବିଲ କଟା ଯାଇଛି। ୩ ସପ୍ତାହରେ ଏତେ ଟଙ୍କା ବିଲ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story