୨ ଶିକ୍ଷଙ୍କ ହତ୍ୟାର ବଦଲା ନେଲେ ସୁରକ୍ଷାକର୍ମୀ, ୩ ଆତଙ୍କୀ ଖତମ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୨ ଜଣ ଶିକ୍ଷକ ଓ ସାଧାରଣ ଲୋକଙ୍କୁ ହତ୍ୟା ଘଟଣାର ବଦଲା ନେଇଛନ୍ତି ସୁରକ୍ଷାକର୍ମୀ। ଆଜି ସେନା ଯବାନ ଓ ଜମ୍ମୁ-କଶ୍ମୀରର ମିଳିତ ଅପରେସନରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ନିହତ ଆତଙ୍କୀଙ୍କ ମଧ୍ୟରେ ଟିଆରଏଫ କମାଣ୍ଡର ମେହରନ ରହିଛି। ମେହରନ ହିଁ ଦୁଇ ଶିକ୍ଷକ ଓ ଅନେକ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିଲା। ଏବେ ଅନ୍ୟ ଦୁଇ ଆତଙ୍କୀଙ୍କ ପରିଚୟ ସୁରକ୍ଷାକର୍ମୀ ଖୋଜୁଛନ୍ତି ବୋଲି କଶ୍ମୀର ଆଇଜି […]

terrorist

terrorist

Hemant Lenka
  • Published: Wednesday, 24 November 2021
  • Updated: 24 November 2021, 08:19 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୨ ଜଣ ଶିକ୍ଷକ ଓ ସାଧାରଣ ଲୋକଙ୍କୁ ହତ୍ୟା ଘଟଣାର ବଦଲା ନେଇଛନ୍ତି ସୁରକ୍ଷାକର୍ମୀ। ଆଜି ସେନା ଯବାନ ଓ ଜମ୍ମୁ-କଶ୍ମୀରର ମିଳିତ ଅପରେସନରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ନିହତ ଆତଙ୍କୀଙ୍କ ମଧ୍ୟରେ ଟିଆରଏଫ କମାଣ୍ଡର ମେହରନ ରହିଛି।

ମେହରନ ହିଁ ଦୁଇ ଶିକ୍ଷକ ଓ ଅନେକ ସାଧାରଣ ଲୋକଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିଲା। ଏବେ ଅନ୍ୟ ଦୁଇ ଆତଙ୍କୀଙ୍କ ପରିଚୟ ସୁରକ୍ଷାକର୍ମୀ ଖୋଜୁଛନ୍ତି ବୋଲି କଶ୍ମୀର ଆଇଜି ବିଜୟ କୁମାର ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଶ୍ରୀନଗରର ଜିଲ୍ଲାର ରାମବାଗ ନିକଟରେ ଆତଙ୍କୀବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ପ୍ରଥମେ ଆର୍ମି ଓ ପୁଲିସ୍ ପକ୍ଷରୁ ରାମବାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ମିଳିତ ଅପରେସନ କରାଯାଇ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା।

ତେବେ କର୍ଡନ କରାଯିବା ବେଳେ ହଠାତ୍ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି କରି ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କର ଏହି ଉଦ୍ୟମ ସଫଳ ହୋଇ ନଥିଲା। ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଜୋରାଦାର ଗୁଳି ବିନିମୟ ହୋଇଥିଲା।

ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଯାକ ଆତଙ୍କୀ ନିହତ ହୋଇଛନ୍ତି। ସେମାନଙ୍କ ଶବ ଜବତ କରାଯାଇଛି। ମୃତ ୩ ଆତଙ୍କୀଙ୍କ ନିକଟରୁ ଏକେ-୪୭, ବିପୁଳ ପରିମାଣର ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି।

ସୂଚନାଯୋଗ୍ୟ, କିଛି ମାସ ତଳେ ଜମ୍ମୁ-କଶ୍ମୀରରେ ୨ ଜଣ ଶିକ୍ଷକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ଏଥିସହ ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ସେମାନେ ଗୁଳି କରିଥିଲେ। ଏହାକୁ ନେଇ ତମ୍ବିତୋଫାନ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କୀ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା। ଶେଷରେ ଆଜି ୨ ଶିକ୍ଷକଙ୍କୁ ହିତ୍ୟା କରିଥିବା ଟିଆରଏଫ କମାଣ୍ଡର ମେହରନର ମୁଣ୍ଡ ଗଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story