ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଶୋପିଆନ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଦୀର୍ଘ ଘଣ୍ଟାର ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର ଶୋପିଆନ ଅନ୍ତର୍ଗତ ଜନ ମୋହଲା ସହରରେ ଏହି ଏନକାଉଣ୍ଟର ଘଟିଛି। ଆଜି ସକାଳେ ଉକ୍ତ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ପୁଲିସ, […]

Terrorist

Terrorist

Hemant Lenka
  • Published: Thursday, 08 April 2021
  • Updated: 08 April 2021, 09:21 PM IST

Sports

Latest News

ଶୋପିଆନ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଦୀର୍ଘ ଘଣ୍ଟାର ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର ଶୋପିଆନ ଅନ୍ତର୍ଗତ ଜନ ମୋହଲା ସହରରେ ଏହି ଏନକାଉଣ୍ଟର ଘଟିଛି। ଆଜି ସକାଳେ ଉକ୍ତ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ପୁଲିସ, ଆର୍ମି ଓ ସିଆରପିଏଫ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ଲୁଚି ରହିଥିବା ଅଞ୍ଚଳକୁ ଘେରାଉ କରି ସୁରକ୍ଷାକର୍ମୀମାନେ ସମସ୍ତଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ଆତଙ୍କବାଦୀମାନେ ଏହାର ଜବାବ ଗୁଳିରେ ଦେଇଥିଲେ। ସେମାନେ ଗୁଳି କରି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ କର୍ଡନରେ ଫସି ଯାଇଥିଲେ।

ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଘମାଘୋଟ ଲଢ଼େଇ ହୋଇଥିଲା। ଶେଷରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗୋଟିଏ ଘର ମଧ୍ୟରେ ଆଉ ୨ରୁ ୩ ଆତଙ୍କୀ ଫସି ରହିଛନ୍ତି। ଏମାନେ ସମସ୍ତେ ଅନସାର-ଘଝୱାତ ଉଲ ହିନ୍ଦର ସଦସ୍ୟ। ଫସି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରେ ଏଜିଏଚ୍‌ର ଟପ୍‌ କମାଣ୍ଡର ରହିଥିବା କୁହାଯାଉଛି। ଏଜିଏଚ୍‌ ପାକିସ୍ତାନରେ ସକ୍ରିୟ ଜୈଶ ଆତଙ୍କୀ ସଂଗଠନ ସହ ସମନ୍ୱୟ ରକ୍ଷା କରି ଜମ୍ମୁ-କଶ୍ମୀରରେ ଆତଙ୍କର ମଞ୍ଜି ବୁଣୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story