ପୁଲିସର ଅତ୍ୟାଚାର ବିରୋଧରେ ଟିଏମସିର ଗର୍ଜନ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ସାଂସଦଙ୍କ ଧାରଣା

ନୂଆଦିଲ୍ଲୀ: ତ୍ରିପୁରା ପୁଲିସ୍‌ ଟିଏମସି କର୍ମୀଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗ ଏବେ ଦିଲ୍ଲୀରେ ପହଞ୍ଚିଛି। ପୁଲିସ୍‌ର ଅତ୍ୟାଚାର ବିରୋଧରେ ଟିଏମସିର ସାଂସଦଙ୍କ ଗୋଟିଏ ପ୍ରତିନିଧିମଣ୍ଡଳ ଦିଲ୍ଲୀରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଧାରଣା ଦେଇଛି। ସେହିପରି ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହୁଁଥିବା କହିଛନ୍ତି। ନଭେମ୍ବର ୨୫ରେ ଅଗରତାଲା ପୌରପାଳିକା କର୍ପୋରେସନ ଓ ଅନ୍ୟ ୧୨ ପୌରପାଳିକା ପଦ ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ ଶାସକ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ […]

TMc

TMc

Hemant Lenka
  • Published: Monday, 22 November 2021
  • Updated: 22 November 2021, 03:31 PM IST

Sports

Latest News

ନୂଆଦିଲ୍ଲୀ: ତ୍ରିପୁରା ପୁଲିସ୍‌ ଟିଏମସି କର୍ମୀଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗ ଏବେ ଦିଲ୍ଲୀରେ ପହଞ୍ଚିଛି। ପୁଲିସ୍‌ର ଅତ୍ୟାଚାର ବିରୋଧରେ ଟିଏମସିର ସାଂସଦଙ୍କ ଗୋଟିଏ ପ୍ରତିନିଧିମଣ୍ଡଳ ଦିଲ୍ଲୀରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଧାରଣା ଦେଇଛି। ସେହିପରି ସେମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହୁଁଥିବା କହିଛନ୍ତି।

ନଭେମ୍ବର ୨୫ରେ ଅଗରତାଲା ପୌରପାଳିକା କର୍ପୋରେସନ ଓ ଅନ୍ୟ ୧୨ ପୌରପାଳିକା ପଦ ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ ଶାସକ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ହିଂସା ଦେଖାଯାଇଛି। ଦିନକୁ ଦିନ ହିଂସା ବଢ଼ିବା ସହ ପୁଲିସ୍‌ କେବଳ ଟିଏମସି କର୍ମୀମାନଙ୍କୁ ଆକ୍ରମଣ କରୁଛି। ତେଣୁ ଦଳର କର୍ମୀମାନେ ଏପରି ଏକପାକ୍ଷିକା ପଦକ୍ଷେକକୁ ବିରୋଧ କରିଛନ୍ତି।

ରବିବାର ଅଗତାଲାର ଭଗବାନ ଠାକୁର ଚୌମିନ ଅଞ୍ଚଳରେ ରହୁଥିବା ଟିଏମସିର ସୁବଳ ଭୌମିକଙ୍କ ବାସଭବନ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଥିଲେ। କିନ୍ତୁ ପୁଲିସ୍‌ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରି ନଥିଲା। ଏହାର କିଛି ସମୟ ପରେ ତୃଣମୂଳ ୟୁଥ କଂଗ୍ରେସ ସଭାପତି ସାୟୋନି ଘୋଷଙ୍କୁ ପୁଲିସ୍‌ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରିଥିଲା। ଏହା ବିରୋଧରେ ଟିଏମସି କର୍ମୀମାନେ ଥାନାରେ ପହଞ୍ଚି ଥିଲେ।

କିନ୍ତୁ ଏହି ସମୟରେ ୨୫ ଜଣ ବିଜେପି କର୍ମୀ ହେଲମେଟ ପିନ୍ଧି ସେଠାରେ ପହଞ୍ଚିବା ସହ ଟିଏମସି ନେତାମାନଙ୍କୁ ପୁଲିସ ଆଗରେ ମାଡ଼ ମାରି ଲହୁଲୁହାରଣ କରିଥିଲେ। ପୁଲିସ୍‌ ସବୁ ଦେଖିଥିଲେ ମଧ୍ୟ କେବଳ ନୀବରତା ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି। ବିଜେପି କର୍ମୀଙ୍କ ବଦଳରେ ପୁଲିସ୍‌ ଟିଏମସି କର୍ମୀଙ୍କ ନାଁରେ ମାମଲା ମଧ୍ୟ କରିଥିବା କୁହାଯାଉଛି।

ଏସବୁ ଘଟଣାକୁ ବିରୋଧ କରି ଟିଏମସି ସାଂସଦମାନେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story