ରାଉରକେଲାରୁ ଯାଉଥିବା ଦୂରୋନ୍ତ ଏକ୍ସପ୍ରେସରେ ଧକ୍କାରେ ଗୋଟିଏ ପରିବାରର ୪ ମୃତ

ରାଞ୍ଚି: ଓଡ଼ିଶାର ରାଉରକେଲାରୁ ଟାଟାନଗର ଯାଉଥିବା ଦୂରୋନ୍ତ ଏକ୍ସପ୍ରେସ ମାଡ଼ରେ ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି। ଝାରଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚକ୍ରଧରପୁର ରେଳ ଡିଭିଜନ ଅଧୀନରେ ଏହି ଦୁର୍ଘଟଣା ଘଟିଛି। ମୁମ୍ବାଇ-ହାୱାର ମୁଖ୍ୟ ରେଳ ଲାଇନରେ ଦୂରୋନ୍ତ ଏକ୍ସପ୍ରେସଟି ଯାଉଥିବା ବେଳେ ବିଞ୍ଜୟ ପୁଲିଆ ନିକଟରେ ଗୋଟିଏ ପରିବାରର ୪ ଜଣଙ୍କ ଉପରେ ମାଡ଼ି ଯାଇଛି। ୪ ଜଣଙ୍କୁ ଟ୍ରେନ୍‌ ଧକ୍କା ଦେଇଥିବାରୁ ସେମାନଙ୍କ ଶରୀରର ଖଣ୍ଡବିଖଣ୍ଡିତ ହୋଇ ରେଳ ଧାରଣାରୁ ପ୍ରାୟ […]

Train

Train

Hemant Lenka
  • Published: Wednesday, 01 September 2021
  • Updated: 01 September 2021, 09:53 PM IST

Sports

Latest News

ରାଞ୍ଚି: ଓଡ଼ିଶାର ରାଉରକେଲାରୁ ଟାଟାନଗର ଯାଉଥିବା ଦୂରୋନ୍ତ ଏକ୍ସପ୍ରେସ ମାଡ଼ରେ ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି। ଝାରଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଚକ୍ରଧରପୁର ରେଳ ଡିଭିଜନ ଅଧୀନରେ ଏହି ଦୁର୍ଘଟଣା ଘଟିଛି। ମୁମ୍ବାଇ-ହାୱାର ମୁଖ୍ୟ ରେଳ ଲାଇନରେ ଦୂରୋନ୍ତ ଏକ୍ସପ୍ରେସଟି ଯାଉଥିବା ବେଳେ ବିଞ୍ଜୟ ପୁଲିଆ ନିକଟରେ ଗୋଟିଏ ପରିବାରର ୪ ଜଣଙ୍କ ଉପରେ ମାଡ଼ି ଯାଇଛି।

୪ ଜଣଙ୍କୁ ଟ୍ରେନ୍‌ ଧକ୍କା ଦେଇଥିବାରୁ ସେମାନଙ୍କ ଶରୀରର ଖଣ୍ଡବିଖଣ୍ଡିତ ହୋଇ ରେଳ ଧାରଣାରୁ ପ୍ରାୟ ୩୦୦ ମିଟର ଦୂରକୁ ଛଟିକି ପଡ଼ିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ଶରୀରକୁ ଏକାଠି କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମିଳିଥିବା ସୂଚନା ଅନୁଯାୟୀ, ମୃତକମାନେ ହେଉଛନ୍ତି ବାରବାମ୍ବୋରେ ଥିବା ଚଲାଙ୍ଗଜୁଡିର ବାସିନ୍ଦା।

ସେମାନେ ଆହ୍ଲାବାଦ ବ୍ୟାଙ୍କରେ କିଛି କାମ ଥିବାରୁ ଚକ୍ରଧରପୁର ଆସିଥିଲେ। କାମ ସିରିବା ପରେ ସମସ୍ତେ ଚଲାଙ୍ଗଜୁଡ଼ି ଫେରିବା ପାଇଁ ରେଳ ଷ୍ଟେସନକୁ ଯାଉଥିଲେ। କିନ୍ତୁ ବୁଧବାର ଦିନ ୩.୩୦ରେ ଏହି ଘଟଣା ଘଟିଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ଜଣଙ୍କ ହେଉଛନ୍ତି ବୟସ ୭୧ ବର୍ଷୀୟ ସୁମି ପୁର୍ତ୍ତୀ, ତାଙ୍କ ପୁଅ ଅମରସିଂହ ପୁର୍ତ୍ତୀ, ଝିଅ ବାହା ପୁର୍ତ୍ତୀ ଓ ବୋହୂ। ସମସ୍ତେ ଷ୍ଟ୍ରେସନକୁ ଯିବା ପାଇଁ ରେଳ ଟ୍ରାକ ଅତିକ୍ରମ କରୁଥିବା ବେଳେ ଦୂରୋନ୍ତ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ରେଳ ଫାଟକଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ଏହି ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story