ପୁଲିସ୍‌ର ପରିଚୟ ଦେଇ ୨ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

ବିଜୟନଗରମ: ନୂଆବର୍ଷ ଦିନ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଥିଲା। ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜକୁ ପୁଲିସ୍‌ର ପରିଚୟ ଦେଇ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଛି। ଏହି ଘଟଣାରେ ଆଜି ପୁଲିସ୍‌ ଉକ୍ତ ବ୍ୟକ୍ତିକୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ଦୁଇ ନାବାଳିକା ସେମାନଙ୍କର ଜଣେ ସାଙ୍ଗ ସହ ଭାଟ୍ଟିଗେଡ୍ଡା ଜଳଭଣ୍ଡାରକୁ ଯାଇଥିଲେ। ସେଠାରେ ସେମାନଙ୍କର ନୂଆବର୍ଷ ଉପଲକ୍ଷେ ପିକନିକ […]

stop-rape

stop-rape

Hemant Lenka
  • Published: Monday, 03 January 2022
  • Updated: 03 January 2022, 03:31 PM IST

Sports

Latest News

ବିଜୟନଗରମ: ନୂଆବର୍ଷ ଦିନ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଥିଲା। ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜକୁ ପୁଲିସ୍‌ର ପରିଚୟ ଦେଇ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଛି। ଏହି ଘଟଣାରେ ଆଜି ପୁଲିସ୍‌ ଉକ୍ତ ବ୍ୟକ୍ତିକୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ଦୁଇ ନାବାଳିକା ସେମାନଙ୍କର ଜଣେ ସାଙ୍ଗ ସହ ଭାଟ୍ଟିଗେଡ୍ଡା ଜଳଭଣ୍ଡାରକୁ ଯାଇଥିଲେ। ସେଠାରେ ସେମାନଙ୍କର ନୂଆବର୍ଷ ଉପଲକ୍ଷେ ପିକନିକ ହେଉଥିଲା। ସେଠାରେ ଭୋଜିଭାତ ପରେ ସେମାନେ ନିଜ ହଷ୍ଟେଲକୁ ଫେରୁଥିଲେ।

ଏହି ସମୟରେ ରାମବାବୁ ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ଅଟକାଇବା ସହ ପୁଲିସ୍‌ର ପରିଚୟ ଦେଇ ଧମକାଇଥିଲା। ଏଥିରେ ଦୁଇ ନାବାଳିକା ଡରି ଯାଇଥିଲେ। ଏହାର ଫାଇଦା ନେଇ ସେ ଦୁଇ ଜଣଙ୍କୁ ଦୁଷ୍କର୍ମ କରିଥିଲା ଓ ପୂରା ଘଟଣାର ଭିଡିଓ ରେକର୍ଡ କରିଥିଲା।

ଯଦି ସେମାନେ ଘଟଣା ସମ୍ପର୍କରେ ମୁହଁ ଖୋଲିବେ, ତା’ହେଲେ ସେ ସୋଶାଲ ମିଡିଆରେ ଏହାକୁ ଭାଇରାଲ କରିଦେବ ବୋଲି ଚେତାବନୀ ଦେଇ ଚାଲି ଯାଇଥିଲା। ଧମକ ସତ୍ତ୍ୱେ ଉଭୟ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍‌ ପ୍ରଥମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା।

ଏହାକୁ ବିରୋଧ କରି ଗାଁ ଲୋକମାନେ କାଲି ଠାରୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ। ଏହାକୁ ନେଇ ପୁଲିସ୍‌ ଉପରେ ଚାପ ବଢ଼ିବାରୁ ଆଜି ଅଭିଯୁକ୍ତ ରାମବାବୁକୁ ଗିରଫ କରାଯାଇଛି।

ଏସ୍‌ପି ଏମ ଦୀପିକା କହିଛନ୍ତି, ଦୁଇ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ନାଁରେ ପୂର୍ବରୁ ୧୩ଟି ମାମଲା ରହିଥିଲା। ଏବେ ତା’ ନାଁରେ ୩୭୬, ୫୦୬ ଓ ପୋସକୋ ଆକ୍ଟନ ଅନୁସାରେ ମାମଲା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story