୧୪ ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ଗୁଣ୍ଡା ନେତା ଶ୍ରୀକାନ୍ତ ତ୍ୟାଗୀ

ନୋଏଡା: ତଥାକଥିତ ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନୋଏଡାର ଗୋଟିଏ ହାଉସିଂ ସୋସାଇଟିରେ ଶ୍ରୀକାନ୍ତ ତ୍ୟାଗୀ ଜବର ଦଖଲ କରିବା ସହ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହା ଓ ଧକ୍କା ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। ତେବେ ମାମଲାର ରୁଜୁ ହେବା ଦିନ ଠାରୁ ଅର୍ଥାତ ଶୁକ୍ରବାର ରାତିରୁ ସେ ଅଣ୍ଡରଗ୍ରାଉଣ୍ତ ହୋଇ ଯାଇଥିଲେ। […]

shrikanta-taygi

shrikanta-taygi

Hemant Lenka
  • Published: Tuesday, 09 August 2022
  • Updated: 09 August 2022, 09:32 PM IST

ନୋଏଡା: ତଥାକଥିତ ବିଜେପି କର୍ମୀ ଶ୍ରୀକାନ୍ତ ତ୍ୟାଗୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନୋଏଡାର ଗୋଟିଏ ହାଉସିଂ ସୋସାଇଟିରେ ଶ୍ରୀକାନ୍ତ ତ୍ୟାଗୀ ଜବର ଦଖଲ କରିବା ସହ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହା ଓ ଧକ୍କା ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା।

ତେବେ ମାମଲାର ରୁଜୁ ହେବା ଦିନ ଠାରୁ ଅର୍ଥାତ ଶୁକ୍ରବାର ରାତିରୁ ସେ ଅଣ୍ଡରଗ୍ରାଉଣ୍ତ ହୋଇ ଯାଇଥିଲେ। କିନ୍ତୁ ସେ ଲଗାତାର ତାଙ୍କ ପତ୍ନୀ ଓ ଓକିଲଙ୍କ ସହ କଥା ହେଉଥିଲେ। ଏଥିରୁ ହିଁ ପୁଲିସ ତାଙ୍କ ଲୋକେସନ ଜାଣି ପାରିଥିଲ। ଏହାପରେ ପୁଲିସର ଗୋଟିଏ ଟିମ୍‌ ତାଙ୍କୁ ମୀରଟରୁ ଗିରଫ କରିଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ରିମାଣ୍ତ ପାଇଁ ନୋଏଡା ପୁଲିସ୍‌ ଆବେଦନ କରି ନଥିବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଶ୍ରୀକାନ୍ତ ଫେରାର ଥିବାରୁ ଉତ୍ତରପ୍ରଦେଶ ପୁଲିସ ତାଙ୍କ ସଂପର୍କରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଶ୍ରୀକାନ୍ତଙ୍କୁ ଖୋଜିବା ପାଇଁ ନୋଏଡା ପୁଲିସ ୮ଟି ଟିମ୍‌ ୩ଟି ରାଜ୍ୟକୁ ଯାଇଥିଲେ। ଶ୍ରୀକାନ୍ତ ତ୍ୟାଗୀଙ୍କ ବିରୋଧରେ ଧାରା ୩୦୭ ସମେତ ଅନେକ ଗୁରୁତର ଦଫାରେ ମୋଟ ୯ଟି ମାମଲା ରୁଜୁ ହୋଇଛି।

ତ୍ୟାଗୀ ନିଜକୁ ବିଜେପି କୃଷକ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକର୍ତ୍ତା ଓ ଯୁବ ସମିତିର ଜାତୀୟ ସଂଯୋଗକ ଭାବେ ପରିଚୟ ଦେଉଥିଲେ। ଏଥିସହ ଭିଭିଆଇପି ଷ୍ଟିକର ଥିବା ଗାଡ଼ି ମଧ୍ୟ ଚଳାଉଥିଲେ। ହେଲେ ଶାସକ ଦଳ ଶ୍ରୀକାନ୍ତ ତ୍ୟାଗୀଙ୍କ ସହ କୌଣସି ସମ୍ପର୍କ ନଥିବା କହିଛି। ସେହିପରି ଆଜି ନୋଏଡା ପୁଲିସ୍‌ ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ତ୍ୟାଗୀଙ୍କ ଲିଙ୍କ ବିଜେପି ଛାଡ଼ି ସପାରେ ମିଶିଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସହ ରହିଥିବା କହିଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଠିକ ପୂର୍ବରୁ ମୌର୍ଯ୍ୟ ବିଜେପି ଛାଡ଼ିଥିଲେ। ଏବେ ସେ ସପାରେ ଅଛନ୍ତି। ନୋଏଡା ପୁଲିସ୍‌ ମୌର୍ଯ୍ୟଙ୍କ ଲିଙ୍କ ସମ୍ପର୍କରେ କହିବାରୁ ଜାତୀୟ ଗଣମାଧ୍ୟମଗୁଡ଼ିକ ସପାକୁ ସହ ଶ୍ରୀକାନ୍ତ ତ୍ୟାଗଙ୍କ ସମ୍ପର୍କ ରହିଥିବା ଖବର ପ୍ରଚାର କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story