ଭାରତ ଉପରେ ଲଗାଇଥିବା କଟକଣାକୁ ଜୁନ୍‌ ୧୪ ଯାଏ ବଢ଼ାଇଲା ୟୁଏଇ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟଙ୍କ ପ୍ରବେଶ ଉପରେ ରୋକ ଲଗାଇଥିବା ୟୁଏଇ ଏହି ଅବଧିକୁ ଜୁନ୍‌ ୧୪ ଯାଏ ବଢ଼ାଇ ଦେଇଛି। ଏପ୍ରିଲ ୨୫ରୁ ୟୁଏଇ ଭାରତୀୟଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲା। ଭାରତରେ ସଂକ୍ରମଣ ବଢ଼ୁଥିବାରୁ ୟୁଏଇ ପକ୍ଷରୁ ବିମାନ ସେବାକୁ ବନ୍ଦ କରାଯାଇଛି। ଏମିରଟସ୍‌ ପକ୍ଷରୁ କୁହାଯାଇଛି ଯେ ଭାରତକୁ ସଂସ୍ଥା ପକ୍ଷରୁ ସମସ୍ତ ଯାତ୍ରୀବାହୀ ବିମାନକୁ ଜୁନ୍‌ ୧୪ ଯାଏ ବାତିଲ କରାଯାଉଛି। ୟୁଏଇର ନାଗରିକ, ୟୁଏଇର ଗୋଲଡେନ […]

UAE

UAE

Hemant Lenka
  • Published: Monday, 24 May 2021
  • Updated: 24 May 2021, 07:45 AM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟଙ୍କ ପ୍ରବେଶ ଉପରେ ରୋକ ଲଗାଇଥିବା ୟୁଏଇ ଏହି ଅବଧିକୁ ଜୁନ୍‌ ୧୪ ଯାଏ ବଢ଼ାଇ ଦେଇଛି। ଏପ୍ରିଲ ୨୫ରୁ ୟୁଏଇ ଭାରତୀୟଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲା। ଭାରତରେ ସଂକ୍ରମଣ ବଢ଼ୁଥିବାରୁ ୟୁଏଇ ପକ୍ଷରୁ ବିମାନ ସେବାକୁ ବନ୍ଦ କରାଯାଇଛି।

ଏମିରଟସ୍‌ ପକ୍ଷରୁ କୁହାଯାଇଛି ଯେ ଭାରତକୁ ସଂସ୍ଥା ପକ୍ଷରୁ ସମସ୍ତ ଯାତ୍ରୀବାହୀ ବିମାନକୁ ଜୁନ୍‌ ୧୪ ଯାଏ ବାତିଲ କରାଯାଉଛି। ୟୁଏଇର ନାଗରିକ, ୟୁଏଇର ଗୋଲଡେନ ଭିସା ହୋଲଡର ଓ କୂଟନୀତିକ ମିଶନର ଅଧିକାରୀଙ୍କ କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହେବନି। ସେହିପରି ମେଡିସିନ ଓ ଜରୁରୀ ସାମଗ୍ରୀ ମଧ୍ୟ କଟକଣାରୁ ବାହାରେ ରହିଛି।

ଅନ୍ୟପକ୍ଷରେ ଭାରତୀୟ ଟ୍ରାଭେଲ ଏଜେଣ୍ଟମାନେ ଲୋକମାନଙ୍କୁ ଅଯଥା କୌଣସି ଦେଶକୁ ଯିବା ପାଇଁ ଟିକେଟ ନ କରିବାକୁ ପରାମର୍ଶ ଦିଆଯାଇଛି। କାରଣ ଏବେ ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ଏକାଧିକ ରାଷ୍ଟ୍ର ଭାରତୀୟଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି। ପର୍ଯ୍ୟାୟକ୍ରମେ ଏହି ଅବଧିକୁ ମଧ୍ୟ ବୃଦ୍ଧି କରାଯାଉଛି। ତେଣୁ ଲୋକମାନେ ଅଯଥା ଟିକେଟ ନ କିଣିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story