ରାଜଧାନୀରେ ବୋମା ଆତଙ୍କ, ସନ୍ଦିଗ୍ଧ ଟିଫିନ ମିଳିବା ପରେ ଲୋକଙ୍କୁ ଖାଲି କରାଗଲା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦେଶର ରାଜଧାନୀରେ ଦେଖାଦେଇଛି ବୋମା ଆତଙ୍କ। ପଶ୍ଚିମ ଦିଲ୍ଲୀରୁ ସିନ୍ଦିଗ୍ଧ ଟିଫିନ ଠାବ ହେବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ବୋମା ନିଷ୍କ୍ରିୟ ସ୍କ୍ୱାଡକୁ ଖବର ଦିଆଯାଇଥିଲା। ତେବେ ଯାଞ୍ଚ ପରେ ଟିଫିନ ମଧ୍ୟରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିବା ପୁଲିସ କହିଛି। ତେବେ ସନ୍ଦିଗ୍ଧ ଟିଫିନ ମିଳିବା ପରେ ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ହାଲ ଆଲର୍ଟ […]

Delhi

Delhi

Hemant Lenka
  • Published: Thursday, 04 August 2022
  • Updated: 04 August 2022, 06:07 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦେଶର ରାଜଧାନୀରେ ଦେଖାଦେଇଛି ବୋମା ଆତଙ୍କ। ପଶ୍ଚିମ ଦିଲ୍ଲୀରୁ ସିନ୍ଦିଗ୍ଧ ଟିଫିନ ଠାବ ହେବା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ବୋମା ନିଷ୍କ୍ରିୟ ସ୍କ୍ୱାଡକୁ ଖବର ଦିଆଯାଇଥିଲା। ତେବେ ଯାଞ୍ଚ ପରେ ଟିଫିନ ମଧ୍ୟରୁ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିବା ପୁଲିସ କହିଛି।

ତେବେ ସନ୍ଦିଗ୍ଧ ଟିଫିନ ମିଳିବା ପରେ ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ହାଲ ଆଲର୍ଟ ଜାରି କରାଯାଇଥିଲା। ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରାଯିବା ସହ ସେଠାରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଏନଏସ୍‌ଜି କମାଣ୍ଡୋଙ୍କୁ ମଧ୍ୟ ଖବର ଦିଆଯାଇଥିଲା। ଏବେ ଟିଫିନରୁ କିଛି ନ ମିଳିବାରୁ ସମସ୍ତେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ତଥାପି ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି।

ଏହି ଘଟଣା ପୂର୍ବରୁ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଥିଲା। ଆଗକୁ ସ୍ୱାଧୀନତା ଦିବସ ଥିବାରୁ ଆତଙ୍କବାଦୀମାନେ ଦିଲ୍ଲୀରେ ହିଂସା ସୃଷ୍ଟି କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ କହିଥିଲା। ଏଥିପାଇଁ ଦିଲ୍ଲୀ ପୁଲିସ୍‌ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ପୁଲିସ୍‌ ଅଧିକାରୀମାନେ ଆଲର୍ଟରେ ଥିବା ବେଳେ ସନ୍ଦିଗ୍ଧ ଟିଫିନ ମିଳିବା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story