ବଢ଼ିଲା ସପ୍ତାହାନ୍ତ ଲକଡାଉନର ଅବଧି, ଏବେ ସୋମବାର ବି ଲାଗୁ ହେବ କଟକଣା

ଲକ୍ଷ୍ନୌ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ଲକଡାଉନର ସମୟସୀମାକୁ ବୃଦ୍ଧି କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଲକଡାଉନ ସମୟକୁ ୨୪ ଘଣ୍ଟା ବୃଦ୍ଧି କରାଯାଇଥିବାରୁ ସୋମବାର ମଧ୍ୟ ରାଜ୍ୟରେ କଟକଣା ଲାଗୁ ହେବ। ପୂର୍ବରୁ ଲକଡାଉନ କେବଳ ଶନିବାର ଓ ରବିବାର ଲାଗୁ ହେଉଥିଲା। ଆଡିସନାଲ ମୁଖ୍ୟ ଶାସନ ସଚିବ ନବନୀତ ସେହଗଲ କହିଛନ୍ତି, ଏବେ ୱିକଏଣ୍ଡ ଲକଡାଉନ ସୋମବାର ମଧ୍ୟ ଲାଗୁ ହେବ। ଏହାର ଅର୍ଥ ଶୁକ୍ରବାର ରାତି ୮ଟାରୁ ମଙ୍ଗଳବାର ସକାଳ […]

LockDown

LockDown

Hemant Lenka
  • Published: Thursday, 29 April 2021
  • Updated: 29 April 2021, 06:35 PM IST

Sports

Latest News

ଲକ୍ଷ୍ନୌ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସପ୍ତାହାନ୍ତ ଲକଡାଉନର ସମୟସୀମାକୁ ବୃଦ୍ଧି କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଲକଡାଉନ ସମୟକୁ ୨୪ ଘଣ୍ଟା ବୃଦ୍ଧି କରାଯାଇଥିବାରୁ ସୋମବାର ମଧ୍ୟ ରାଜ୍ୟରେ କଟକଣା ଲାଗୁ ହେବ। ପୂର୍ବରୁ ଲକଡାଉନ କେବଳ ଶନିବାର ଓ ରବିବାର ଲାଗୁ ହେଉଥିଲା।

ଆଡିସନାଲ ମୁଖ୍ୟ ଶାସନ ସଚିବ ନବନୀତ ସେହଗଲ କହିଛନ୍ତି, ଏବେ ୱିକଏଣ୍ଡ ଲକଡାଉନ ସୋମବାର ମଧ୍ୟ ଲାଗୁ ହେବ। ଏହାର ଅର୍ଥ ଶୁକ୍ରବାର ରାତି ୮ଟାରୁ ମଙ୍ଗଳବାର ସକାଳ ୭ଟା ଯାଏ ରାଜ୍ୟବାସୀ କଟକଣା ମଧ୍ୟରେ ରହିବେ। ଲକଡାଉନ ଲାଗୁ ହୋଇଥିବାରୁ ଶୁକ୍ରବାର ରାତି ୮ଟାରୁ ମଙ୍ଗଳବାର ସକାଳ ଯାଏ ସବୁ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ।

ପୂର୍ବରୁ ଲକଡାଉନ ଅବଧି ଶୁକ୍ରବାର ରାତି ୮ଟାରୁ ଆରମ୍ଭ ହୋଇ ସୋମବାର ସକାଳ ୭ଟାରେ ଶେଷ ହେଉଥିଲା। ତେବେ ଏହି ଅବଧିରେ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନୂଆ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି।

ଲକଡାଉନ ବେଳେ ସମସ୍ତ ଜରୁରୀ ସେବା ଜାରି ରହିବ। ସେହିପରି ଲୋକମାନେ ନିଜର ଟିକାକରଣ କରିବାକୁ ମଧ୍ୟ ଯାଇପାରିବେ। ଗୋଟିଏ ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବେ ସନ୍ଧ୍ୟା ୮ଟାରୁ ସକାଳ ୭ଟା ଯାଏ କରୋନା କର୍ଫ୍ୟୁ ବା ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି।

ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସେହିପରି ନୂଆ ଲକଡାଉନକୁ ମଧ୍ୟ ପାଳନ କରିବାକୁ ବିବୃତିରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ଅକ୍ସିଜେନ, ରେମଡେସିଭିର ଓ ଅନ୍ୟ ଔଷଧ ଯୋଗାଣ ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ କହିଛନ୍ତି। ଯେଉଁମାନେ କଳାବଜାରୀ କରୁଥିବେ, ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story