ବଦଳିବ ଫୈଜାବାଦ୍‌ ରେଳ ଷ୍ଟେସନର ନାମ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଫୈଜାବାଦ୍‌ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।  ଏହାକୁ ଅଯୋଧ୍ୟା କ୍ୟାଣ୍ଟ ରେଳ ଷ୍ଟେସନ ନାମ କରଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟପାଥ ନିଷ୍ପତ୍ତି ନେଇଥିବା କୁହାଯାଇଛି।  ଏହାପୂର୍ବରୁ ୨୦୧୮ରେ ରେ ଯୋଗୀ ଆଦିତ୍ୟନାଥ ସରକାର ଫୈଜାବାଦର ନାମ ନାମ ଅଯୋଧ୍ୟା ଭାବରେ ନାମିତ କରିଥିଲେ। ସେହିପରି ବିଜେପି ସରକାର ମଧ୍ୟ ଆହ୍ଲାବାଦର ନାମକୁ […]

adityanath

adityanath

Tapas Behera
  • Published: Saturday, 23 October 2021
  • Updated: 23 October 2021, 07:50 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଫୈଜାବାଦ୍‌ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।  ଏହାକୁ ଅଯୋଧ୍ୟା କ୍ୟାଣ୍ଟ ରେଳ ଷ୍ଟେସନ ନାମ କରଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟପାଥ ନିଷ୍ପତ୍ତି ନେଇଥିବା କୁହାଯାଇଛି।  ଏହାପୂର୍ବରୁ ୨୦୧୮ରେ ରେ ଯୋଗୀ ଆଦିତ୍ୟନାଥ ସରକାର ଫୈଜାବାଦର ନାମ ନାମ ଅଯୋଧ୍ୟା ଭାବରେ ନାମିତ କରିଥିଲେ।

ସେହିପରି ବିଜେପି ସରକାର ମଧ୍ୟ ଆହ୍ଲାବାଦର ନାମକୁ ପ୍ରୟାଗରାଜ ଏବଂ ମୋଗଲସରାଇ ରେଳ ଜଙ୍କସନକୁ  ପିଟି ଦିନ୍‌ ଦୟାଲ ଉପାଧ୍ୟାୟ ଜଙ୍କସନରେ ନାମରେ ନାମିତ କରିଛି। ଆଗକୁ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ ଥିବାରୁ, ତାହାକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

ରାଜ୍ୟରେ ଯୋଗୀ ସରକାର ଆସିବା ପରେ ବିଭିନ୍ନ ସହର ଓ ଜିଲ୍ଲାର ନାମ ପାରମ୍ପରିକ ହିନ୍ଦୁ ନାମକୁ ପରିବର୍ତ୍ତନ କରୁଛନ୍ତି । ତିନିବର୍ଷ ପୂର୍ବେ ଅର୍ଥାତ ୨୦୧୮ ଅକ୍ଟୋବରରେ ଆଲ୍ଲାହାବାଦର ନାମ ପରିବର୍ତ୍ତନ କରି ପ୍ରାଚୀନ କାଳରେ ପ୍ରଚଳିତ ନାମ ପ୍ରୟାଗରାଜ ରଖାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story