ପଦ୍ମଶ୍ରୀ ନେବାକୁ ମନା କରିଦେଇଥିବା ସନ୍ଧ୍ୟା ମୁଖାର୍ଜୀ ହସପିଟାଲରେ ଭର୍ତ୍ତି   

କୋଲକାତା: ଭେଟେରାନ ତଥା ପ୍ରଚ୍ଛଦପଟ୍ଟ ଗାୟିକା ସନ୍ଧ୍ୟା ମୁଖାର୍ଜୀ ଅଶୁସ୍ଥ ହୋଇପଡ଼ିଛନ୍ତି। ୯୦ ବର୍ଷୀୟ ସନ୍ଧ୍ୟା ମୁଖାର୍ଜୀଙ୍କୁ  ଗୁରୁବାର ଏସଏସକେଏମ ହସପିଟାଲରେ ଭର୍ତ୍ତି କରାଯାଇଛି। ବୟାସାଧିକ ହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରାଫିକ୍‌ ପୁଲିସ ପକ୍ଷରୁ ଗ୍ରୀନ୍ କରିଡର କରାଯାଇ ତାଙ୍କୁ କୋଲକାତାର ଏସଏସକେଏମ ହସପିଟାଲକୁ ନିଆଯାଇ ଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏସଏସକେଏମ ହସପିଟାଲର ଏକ ବିଷେଶଜ୍ଞ ଡାକ୍ତରୀ ଟିମ୍ ଗଠନ କରାଯାଛି। ଡାକ୍ତରଙ୍କ […]

singer

singer

Tapas Behera
  • Published: Thursday, 27 January 2022
  • Updated: 27 January 2022, 07:21 PM IST

Sports

Latest News

କୋଲକାତା: ଭେଟେରାନ ତଥା ପ୍ରଚ୍ଛଦପଟ୍ଟ ଗାୟିକା ସନ୍ଧ୍ୟା ମୁଖାର୍ଜୀ ଅଶୁସ୍ଥ ହୋଇପଡ଼ିଛନ୍ତି। ୯୦ ବର୍ଷୀୟ ସନ୍ଧ୍ୟା ମୁଖାର୍ଜୀଙ୍କୁ  ଗୁରୁବାର ଏସଏସକେଏମ ହସପିଟାଲରେ ଭର୍ତ୍ତି କରାଯାଇଛି। ବୟାସାଧିକ ହେତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରାଫିକ୍‌ ପୁଲିସ ପକ୍ଷରୁ ଗ୍ରୀନ୍ କରିଡର କରାଯାଇ ତାଙ୍କୁ କୋଲକାତାର ଏସଏସକେଏମ ହସପିଟାଲକୁ ନିଆଯାଇ ଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ଏସଏସକେଏମ ହସପିଟାଲର ଏକ ବିଷେଶଜ୍ଞ ଡାକ୍ତରୀ ଟିମ୍ ଗଠନ କରାଯାଛି।

ଡାକ୍ତରଙ୍କ କହିବା ଅନୁଯାୟୀ, ସନ୍ଧ୍ୟା ମୁଖାର୍ଜୀ ଫୁସଫୁସ୍‌ ସଂକ୍ରମିତ ହୋଇ ଥିବା ବେଳେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଉପୁଜିଛି। ହସପିଟାଲରେ ତାଙ୍କୁ ଉଡ୍‌ବର୍ଣ୍ଣ ୟୁନିଟିରେ ରଖି ଚିକିତ୍ସା କରାଯାଉଛି। ସଙ୍ଗୀତ ଜଗତରେ ବେଶ ପ୍ରତିଷ୍ଟା ଅର୍ଜନ କରିଥିବା ସନ୍ଧ୍ୟା ମୁଖାର୍ଜୀ ‘ବାଙ୍ଗା ବିଭୁଷଣ’ ଏବଂ ଜାତୀୟ ସିନେମା ପୁରସ୍କାରରେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ପୁରସ୍କୃତ ହୋଇଛନ୍ତି।  ସନ୍ଧ୍ୟା ମୁଖାର୍ଜୀ ମଙ୍ଗଳବାର ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କରିଦେଇ ଥିଲେ ।

ତାଙ୍କ ଝିଅ ସୌମି ସେନଗୁପ୍ତା କହିଛନ୍ତି ଯେ ତାଙ୍କ ମା’ଙ୍କୁ ଦିଲ୍ଲୀରୁ ବରିଷ୍ଠ କେନ୍ଦ୍ର ସରକାରୀ ଅଧିକାରୀମାନେ ଟେଲିଫୋନ୍‌ରେ ଯୋଗାଯୋଗ କରି ପଦ୍ମ ପୁରସ୍କାର ଗ୍ରହଣ ପାଇଁ ତାଙ୍କର ସମ୍ମତ୍ତି ଲୋଡ଼ିଥିଲେ। ସେତେବେଳେ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ପରିଣତ ବୟସରେ ତାଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯିବା ଘଟଣାରେ ସେ ଅପମାନିତ ଅନୁଭବ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story