କରୋନାର ପେଣ୍ଠସ୍ଥଳ ପାଲଟିଲାଣି ଏହି ସ୍ଥାନ

ମୁମ୍ବାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବିର୍ଦ୍ଦଭ ପ୍ରାନ୍ତର ଯବତମାଲ, ଅକୋଲା, ଅମରାବତୀ ଓ ୱାର୍ଦ୍ଧାରେ ଦୈନିକ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର ମାସରେ ମୁମ୍ବାଇ ଓ ପୁଣେ କରୋନାର ପେଣ୍ଠସ୍ଥଳୀ ରହିଥିଲା। ଏବେ ବିର୍ଦ୍ଦଭ କରୋନାର ଇପିକସେଣ୍ଟର ବା ପେଣ୍ଠସ୍ଥଳ ପାଲଟିଲାଣି। ଯବତମାଲରେ ଦୈନିକ ପଜିଟିଭ ହାର ୪୧.୪% ରହିଛି। ସେପ୍ଟେମ୍ବର ୧୫ ତୁଳନାରେ ଏହା ଏବେ ଦୁଇ ଗୁଣା ଅଧିକ। ଅମରାବତୀରେ ପଜିଟିଭ […]

corona

corona

Hemant Lenka
  • Published: Tuesday, 23 February 2021
  • Updated: 23 February 2021, 03:57 PM IST

Sports

Latest News

ମୁମ୍ବାଇ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବିର୍ଦ୍ଦଭ ପ୍ରାନ୍ତର ଯବତମାଲ, ଅକୋଲା, ଅମରାବତୀ ଓ ୱାର୍ଦ୍ଧାରେ ଦୈନିକ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର ମାସରେ ମୁମ୍ବାଇ ଓ ପୁଣେ କରୋନାର ପେଣ୍ଠସ୍ଥଳୀ ରହିଥିଲା। ଏବେ ବିର୍ଦ୍ଦଭ କରୋନାର ଇପିକସେଣ୍ଟର ବା ପେଣ୍ଠସ୍ଥଳ ପାଲଟିଲାଣି।

ଯବତମାଲରେ ଦୈନିକ ପଜିଟିଭ ହାର ୪୧.୪% ରହିଛି। ସେପ୍ଟେମ୍ବର ୧୫ ତୁଳନାରେ ଏହା ଏବେ ଦୁଇ ଗୁଣା ଅଧିକ। ଅମରାବତୀରେ ପଜିଟିଭ ହାର ୩୨.୫%ରୁ ବୃଦ୍ଧି ପାଇ ୩୮%ରେ ପହଞ୍ଚି ଯାଇଛି। ସେପ୍ଟେମ୍ବର ମାସରେ ୱାର୍ଦ୍ଧାରେ ଦୈନିକ ପଜିଟିଭ ହାର ମାତ୍ର ୮.୫% ଥିବା ବେଳେ ଏବେ ଏହା ୨୪% ହୋଇଯାଇଛି। ଅକୋଲାରେ ପୂର୍ବ ତୁଳନାରେ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇବାରୁ ଏଠାରେ ମଧ୍ୟ ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ବିର୍ଦ୍ଦଭରେ ଥିବା ୧୧ଟି ଜିଲ୍ଲାରୁ ୬ଟିରେ ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ରହିଛି। ଏଥିପାଇଁ ପୂରା ମହାରାଷ୍ଟ୍ରରେ ଦୈନିକ ପଜିଟିଭ ହାର ୧୧% ରହିଛି। ଜାନୁଆରୀ ମାସରେ ସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ପଜିଟିଭ ହାର ୬% ହୋଇଯାଇଥିଲା। କିନ୍ତୁ ଏବେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସରକାରଙ୍କ ଚିନ୍ତାକୁ ଦୁଇ ଗୁଣିତ କରିଛି।

ଡିଏମଇଆରର ମୁଖ୍ୟ ଡା ଟିପି ଲାହାନେ କହିଛନ୍ତି, ଗତ ୨ ସପ୍ତାହ ମଧ୍ୟରେ ଏହି ସବୁ ଜିଲ୍ଲାରେ ୨୦%ରୁ ୩୦% ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ସରକାରୀ ମେଡିକାଲ କଲେଜରେ ୭୧ ଜଣ ଲୋକ ଫେବୃଆରୀ ୧୦ରେ ଭର୍ତ୍ତି ହୋଇଥିବା ବେଳେ ପରେ ଏହା ୧୩୮ ଓ ଏବେ ୨୦୦ ଅତିକ୍ରମ କଲାଣି। କିନ୍ତୁ ସଙ୍କଟାପନ୍ନ ହେଉଥିବା ଲୋକଙ୍କ ସଂଖ୍ୟା ବେଶ କମ ରହିଛି।

ଗତ ସପ୍ତାହରେ ଅମରାବତୀର ୪ ଜଣଙ୍କ ନମୁନା ପରୀକ୍ଷା କରିଯିବାରୁ ସେମାନଙ୍କ ଶରୀରରୁ କରୋନାର E484Q ଷ୍ଟ୍ରେନ ଠାବ ହୋଇଛି। ସେହିପରି ଯବତମାଲରରୁ ସଂଗୃହୀ ହୋଇଥିବା ୪ ଜଣଙ୍କ ନମୁନାରୁ କରୋନାର N440K ରୂପ ଠାବ କରାଯାଇଛି। ସଂକ୍ରମିତ ଅଧିକ ଥିବା ଅଞ୍ଚଳଗୁଡ଼ିକରୁ ପ୍ରାୟ ୩୦୦ ନମୁନା ସଂଗ୍ରହ ହୋଇଛି। କରୋନାର ନୂଆ ରୂପ ପାଇଁ ଏଠାରେ ଅଧିକ ଲୋକ ଆକ୍ରାନ୍ତ ହେଉଛନ୍ତି କି ନାହିଁ, ତା’ର ଗବେଷଣା କରାଯାଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story