କୁକୁରକୁ ଫାଶୀ ଦେଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା

ଗାଜିଆବାଦ: ନିର୍ଦ୍ଦୟ, ଅମାନୁଷିକ, ବର୍ବର। ଯେତେ ଯାହା କହିଲେ ମଧ୍ୟ ସାମ୍ନାକୁ ଆସିଥିବା ଘଟଣା ପାଇଁ ଏହି ଶବ୍ଦ ସବୁ କମ ପଡ଼ିବ। ୩ ଜଣ ଯୁବକ ଗୋଟିଏ କୁକୁର ବେକରେ ଲୁହା ଚେନ୍‌ ବାନ୍ଧି କେମିତି ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛନ୍ତି, ତା’ର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକଙ୍କ ଏପରି ଭୟଙ୍କର କାଣ୍ଡ ଯୋଗୁ ଶେଷରେ କୁକୁରଟି ଘଟଣାସ୍ଥଳରେ ହିଁ ଆଖି ବୁଜିଛି। ଉତ୍ତର ପ୍ରଦେଶର ଗାଜିଆବାଦରେ ଏହି ଘଟଣା […]

Dog

Dog

Hemant Lenka
  • Published: Monday, 14 November 2022
  • Updated: 14 November 2022, 06:43 PM IST

Sports

Latest News

ଗାଜିଆବାଦ: ନିର୍ଦ୍ଦୟ, ଅମାନୁଷିକ, ବର୍ବର। ଯେତେ ଯାହା କହିଲେ ମଧ୍ୟ ସାମ୍ନାକୁ ଆସିଥିବା ଘଟଣା ପାଇଁ ଏହି ଶବ୍ଦ ସବୁ କମ ପଡ଼ିବ। ୩ ଜଣ ଯୁବକ ଗୋଟିଏ କୁକୁର ବେକରେ ଲୁହା ଚେନ୍‌ ବାନ୍ଧି କେମିତି ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛନ୍ତି, ତା’ର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯୁବକଙ୍କ ଏପରି ଭୟଙ୍କର କାଣ୍ଡ ଯୋଗୁ ଶେଷରେ କୁକୁରଟି ଘଟଣାସ୍ଥଳରେ ହିଁ ଆଖି ବୁଜିଛି। ଉତ୍ତର ପ୍ରଦେଶର ଗାଜିଆବାଦରେ ଏହି ଘଟଣା ଘଟିଛି। ସୋଶାଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଅଭିଯୁକ୍ତ ଯୁବକମାନଙ୍କୁ ନୋଟିସ କରିଛି।

ଗାଜିଆବାଦର ଲୋନି ନିକଟ ଇଲାଇଚିପୁରରେ ଥିବା ଗୋଟିଏ ନିର୍ମାଣଧୀନ କୋଠାରେ ୩ ଜଣ ଯୁବକ କୁକୁରଟିକୁ ଫାଶୀ ଦେଇ ହତ୍ୟା କରିଛନ୍ତି। ସାମ୍ନାକୁ ଆସିଥିବା ଭିଡିଓରେ ୩ ଜଣ ଯୁବକ ନିର୍ମାଣଧୀନ କୋଠାର ଗୋଟିଏ କାନ୍ଥରେ କୁକୁରଟିର ବେକରେ ଲୁହା ଚେନ ବାନ୍ଧି ଝୁଲାଇ ରଖିଛନ୍ତି। ଏହାପରେ ଜଣେ ଯୁବକ ଲୁହା ଚେନ୍‌ର ଗୋଟିଏ ପାର୍ଶ୍ୱକୁ ଧରିଥିବା ବେଳେ ଅନ୍ୟ ପାର୍ଶ୍ୱକୁ ଆଉ ଜଣେ ଜୋରରେ ଟାଣୁଛନ୍ତି।

କୁକୁରଟି ଏହାକୁ ସହି ନ ପାରି ଛାଟିପିଟି ହେଉଥିଲେ ମଧ୍ୟ ଯୁବକଙ୍କୁ ତାଙ୍କର ଦୁଇ ବନ୍ଧୁ ଜୋରରେ ଭିଡ଼ିବାକୁ ଉତ୍ସାହିତ କରୁଛନ୍ତି। ଶେଷରେ କୁକୁରଟି କଷ୍ଟ ସହି ନପାରି, ସେଇଠାରେ ଟଳି ପଡ଼ିଥିବା ଭିଡିଓର ସ୍ପଷ୍ଟ ଦେଖିବାକୁ ମିଳୁଛି। ପୁଲିସ୍‌ କହିଛି ଯେ ଭିଡିଓଟି ୩ ମାସ ତଳର। ଭିଡିଓରେ ଥିବା ୩ ଯୁବକଙ୍କୁ ପଚରାଉଚରା କରିବାକୁ ଡକାଯାଇଛି।

କୁକୁରଙ୍କ ଉପରେ ଏପରି ଆଚରଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇ ଦିନ ତଳେ ମହରାଷ୍ଟ୍ରର ବୀଡ ଜିଲ୍ଲାରେ ଜଣେ ବ୍ୟକ୍ତି ତାଙ୍କ ପଡ଼ୋଶୀଙ୍କ ଘରେ ରହୁଥିବା କୁକୁରକୁ ହତ୍ୟା କରିଥିଲେ। କୁକୁରଟି ସାମାନ୍ୟ ଭୋକିବାକୁ ଏଥିରେ ରାଗି ଯାଇ ବ୍ୟକ୍ତି ଜଣଙ୍କ ତା’କୁ ଗୁଳି କରି ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story