ମିଳୁନି ପତ୍ତା: ମାଲ୍ୟାଙ୍କ କେସ୍‌ର ଶୁଣାଣିରୁ ଓହରିବାକୁ ଆବେଦନ କଲେ ଓକିଲ

ନୂଆଦିଲ୍ଲୀ: ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ କେସ୍‌ ଲଢ଼ୁଥିବାର ଜଣେ ଓକିଲ ସୁପ୍ରିମକୋର୍ଟରେ ହାଜର ହୋଇ ଶୁଣାଣିରୁ ଓହାରିବାକୁ ଚାହୁଁଥିବା କହିଛନ୍ତି। ମାଲ୍ୟାଙ୍କ କୌଣସି ପତ୍ତା ମିଳୁନି ଓ ବାରମ୍ବାର ତାଙ୍କ ସହ ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ଓକିଲ ଜଣଙ୍କ ମାଲ୍ୟାଙ୍କ କେସ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟ ରେକର୍ଡରେ ମାଲ୍ୟାଙ୍କ ଓକିଲ ଭାବେ କେସ୍‌ ପରିଚାଳନା ଦାୟିତ୍ୱ […]

mally

mally

Hemant Lenka
  • Published: Thursday, 03 November 2022
  • Updated: 03 November 2022, 08:41 PM IST

Sports

Latest News

ନୂଆଦିଲ୍ଲୀ: ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପାଇଁ କେସ୍‌ ଲଢ଼ୁଥିବାର ଜଣେ ଓକିଲ ସୁପ୍ରିମକୋର୍ଟରେ ହାଜର ହୋଇ ଶୁଣାଣିରୁ ଓହାରିବାକୁ ଚାହୁଁଥିବା କହିଛନ୍ତି। ମାଲ୍ୟାଙ୍କ କୌଣସି ପତ୍ତା ମିଳୁନି ଓ ବାରମ୍ବାର ତାଙ୍କ ସହ ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଉ ନାହାନ୍ତି। ଏଥିପାଇଁ ଓକିଲ ଜଣଙ୍କ ମାଲ୍ୟାଙ୍କ କେସ୍‌ରୁ ଓହରି ଯିବାକୁ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ସୁପ୍ରିମକୋର୍ଟ ରେକର୍ଡରେ ମାଲ୍ୟାଙ୍କ ଓକିଲ ଭାବେ କେସ୍‌ ପରିଚାଳନା ଦାୟିତ୍ୱ ଇସି ଅଗ୍ରୱାଲ ପାଇଛନ୍ତି। ତେବେ ଶ୍ରୀ ଅଗ୍ରୱାଲ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠଙ୍କୁ ଜଣାଇଛନ୍ତି ଯେ “ମୋ ସୂଚନା ଅନୁସାରେ ମାଲ୍ୟା ବ୍ରିଟେନରେ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ସେ ଆଉ ମୋ ସହ ଯୋଗାଯୋଗ କରୁ ନାହାନ୍ତି। ମୋ ପାଖରେ ତାଙ୍କ ଇ-ମେଲ ଠିକଣା ଛଡ଼ା ଆଉ କିଛି ନାହିଁ। ଯେହେତୁ ତାଙ୍କର ପତ୍ତା ମିଳୁନି ଓ ଭାରତର କୌଣସି ସ୍ଥାନରେ ସେ ହାଜର ହେଉନାହାନ୍ତି, ତେଣୁ ତାଙ୍କ ମାମଲାକୁ ମୁଁ ପରିଚାଳନା କରିବାକୁ ଚାହୁଁନି।”

ଭାରତୀୟ ଷ୍ଟେଟ ବ୍ୟାଙ୍କ ସହ ମାଲ୍ୟାଙ୍କ ଆର୍ଥିକ ବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରୁଛନ୍ତି। ଓକିଲ କେସି ଅଗ୍ରୱାଲଙ୍କ ଠାରୁ ସବୁ କଥା ଶୁଣିବା ପରେ ମାମଲାରୁ ଡିସଚାର୍ଜ ପାଇଁ ଆବଶ୍ୟକ ପ୍ରକ୍ରିୟା ପାଳନ କରିବାକୁ କୋର୍ଟ ତାଙ୍କୁ କହିଛନ୍ତି। ଏଥିସହ ଓକିଲ ଅଗ୍ରୱାଲଙ୍କୁ ରେଜିଷ୍ଟ୍ରୀକୁ ଯାଇ ମାଲ୍ୟାଙ୍କ ଇ-ମେଲ ଠିକଣା ଓ ଶେଷ ଆବାସିକ ଠିକଣା ଦେବାକୁ କୁହାଯାଇଛି। ମାମଲାର ଶୁଣାଣି ଆସନ୍ତାବର୍ଷ ଜାରୁଆରୀରେ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story