ବିମାନରେ ପିଟିହେଲା ପକ୍ଷୀ, ଆଉ ତା’ ପରେ

ନୂଆଦିଲ୍ଲୀ: ମଝି ଆକାଶରେ ଥିବା ବେଳେ ଭିସ୍ତାରାର ଗୋଟିଏ ଯାତ୍ରୀବାହୀ ବିମାନରେ ହଠାତ୍‌ ପିଟି ହୋଇଛି ପକ୍ଷୀ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ପାଇଲଟ ଜଣଙ୍କ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବାକୁ ସକ୍ଷମ ହୋଇଛନ୍ତି। ଭିସ୍ତାରାର ଏହି ବିମାନଟି ମୁମ୍ବାଇ ଅଭିମୁଖେ ଯାଉଥିଲା। କିନ୍ତୁ ପକ୍ଷୀ ମାଡ଼ ହେବାରୁ ଏହା ବାରାଣସୀକୁ ପୁଣି ଫେରି ଆସିଥିବା ଆଜି କମ୍ପାନୀ ପକ୍ଷରୁ କୁହାଯାଇଛି। ଭିସ୍ତାରାର ମୁଖପାତ୍ର ଗୋଟିଏ ବିବୃତିରେ କହିଛନ୍ତି, “ଭିସ୍ତାରା ବିମାନ ୟୁକେ ୬୨୨ […]

Vistara

Vistara

Hemant Lenka
  • Published: Friday, 05 August 2022
  • Updated: 05 August 2022, 08:53 PM IST

ନୂଆଦିଲ୍ଲୀ: ମଝି ଆକାଶରେ ଥିବା ବେଳେ ଭିସ୍ତାରାର ଗୋଟିଏ ଯାତ୍ରୀବାହୀ ବିମାନରେ ହଠାତ୍‌ ପିଟି ହୋଇଛି ପକ୍ଷୀ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ପାଇଲଟ ଜଣଙ୍କ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବାକୁ ସକ୍ଷମ ହୋଇଛନ୍ତି। ଭିସ୍ତାରାର ଏହି ବିମାନଟି ମୁମ୍ବାଇ ଅଭିମୁଖେ ଯାଉଥିଲା। କିନ୍ତୁ ପକ୍ଷୀ ମାଡ଼ ହେବାରୁ ଏହା ବାରାଣସୀକୁ ପୁଣି ଫେରି ଆସିଥିବା ଆଜି କମ୍ପାନୀ ପକ୍ଷରୁ କୁହାଯାଇଛି।

ଭିସ୍ତାରାର ମୁଖପାତ୍ର ଗୋଟିଏ ବିବୃତିରେ କହିଛନ୍ତି, “ଭିସ୍ତାରା ବିମାନ ୟୁକେ ୬୨୨ ଅଗଷ୍ଟ ୫ରେ ବାରାଣସୀରୁ ମୁମ୍ବାଇ ଉଡ଼ାଣ ଭରିଥିଲା। ହେଲେ ଉଡ଼ାଣ ବେଳେ ବିମାନରେ ଗୋଟିଏ ପକ୍ଷୀ ମାଡ଼ ହୋଇ ଯାଇଥିଲା। ଫଳରେ ବିମାନଟି ମୁମ୍ବାଇ ପରିବର୍ତ୍ତେ ପୁଣିରେ ବାରାଣସୀକୁ ଫେରିଥିଲା। ଯାଞ୍ଚର ଆବଶ୍ୟକତା ଥିବାରୁ ଉକ୍ତ ବିମାନଟି ଆଉ ମୁମ୍ବାଇ ଅଭିମୁଖେ ଉଡ଼ାଣ କରି ନଥିଲା। ତେବେ ଯାତ୍ରୀମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଦିଲ୍ଲୀରୁ ଭିସ୍ତାରାର ଆଉ ଗୋଟିଏ ବିମାନ ବାରାଣସୀ ଯାଇଥିଲା। ଉକ୍ତ ବିମାନରେ ଯାତ୍ରୀମାନଙ୍କୁ ମୁମ୍ବାଇ ପଠା ଯାଇଛି।”

ସୂତ୍ର ଅନୁସାରେ, ଉଡ଼ାଣ ଭରିବାର ମାତ୍ର କିଛି ମିନିଟ ପରେ ବିମାନରେ ଗୋଟିଏ ପକ୍ଷୀ ମାଡ଼ ହୋଇଥିଲା। ପକ୍ଷୀ ମାଡ଼ ହେବାରୁ ବିମାନର ରାଡୋମ କ୍ଷତିଗ୍ରସ୍ତ ହୋଇଥିଲା।

ଏହାପୂର୍ବରୁ ଗୁରୁବାର ଗୋ ଫାଷ୍ଟର ଗୋଟିଏ ବିମାନ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ ପରେ ଏଥିରେ ଗୋଟିଏ ପକ୍ଷୀ ମାଡ଼ ହୋଇଥିଲା। ଫଳରେ ବିମାନଟି ଚଣ୍ଡିଗଡ଼ ବଦଳରେ ପୁଣି ଅହମଦାବାଦ ଫେରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story