କରୋନା ସଂକ୍ରମଣକୁ ରୋକିବା ପାଇଁ ସେନାର ସହାୟତା ଲୋଡ଼ିବ ଏହି ରାଜ୍ୟ!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଏହାର ମୁକାବିଲା ପାଇଁ ସେନାର ସହାୟତା ଲୋଡ଼ିବେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ଏ ସମ୍ପର୍କରେ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଖୁବଶୀଘ୍ର ଚିଠି ଲେଖିବେ ବୋଲି ଆଜି ସଙ୍କେତ ଦେଇଛନ୍ତି। ସେହିପରି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ଲୋକମାନେ ବେଧଡ଼କ ସବୁ କିଛି ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଥିବା କଥା ମଧ୍ୟ କହିଛନ୍ତି। ଝାରଖଣ୍ଡରେ ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ […]

Jharkhand

Jharkhand

Hemant Lenka
  • Published: Sunday, 18 April 2021
  • Updated: 18 April 2021, 01:52 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଏହାର ମୁକାବିଲା ପାଇଁ ସେନାର ସହାୟତା ଲୋଡ଼ିବେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ଏ ସମ୍ପର୍କରେ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଖୁବଶୀଘ୍ର ଚିଠି ଲେଖିବେ ବୋଲି ଆଜି ସଙ୍କେତ ଦେଇଛନ୍ତି। ସେହିପରି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ଲୋକମାନେ ବେଧଡ଼କ ସବୁ କିଛି ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଥିବା କଥା ମଧ୍ୟ କହିଛନ୍ତି।

ଝାରଖଣ୍ଡରେ ସଂକ୍ରମଣ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, “ଆମେ ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିବୁ। ଆମେ ରାଜ୍ୟରେ ସେମାନଙ୍କ ଲୋକବଳ ଓ ବ୍ୟବସ୍ଥାକୁ ବ୍ୟବହାର କରିବାକୁ ଚାହୁଁଛୁ। ମୁଁ ନିକଟରେ ଗୋଟିଏ ଉପ ନିର୍ବାଚନ କାର୍ଯ୍ୟକ୍ରମରୁ ଫେରିଛି। ସେଠାରେ ଲୋକଙ୍କ ଆଚରଣ ଦେଖି ମୁଁ ପୂରା ଦୋହଲି ଯାଇଛି।

ଲୋକମାନେ ମାସ୍କ ପିନ୍ଧୁ ନାହାନ୍ତି। ସାମାଜିକ ଦୂରତାକୁ କେହି ବି ମାନୁନାହାନ୍ତି। ଏହାକୁ ଦେଖି ଲାଗୁଛି ଲୋକମାନେ ସବୁ ଭୟକୁ ଭୁଲି ଯାଇଛନ୍ତି ନଚେତ ସେମାନେ କଠୋର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି। କେନ୍ଦ୍ର ସରକାର କରୋନା କଟକଣା ମାନିବା ପାଇଁ ଲୋକଙ୍କୁ କଡ଼ା ବାର୍ତ୍ତା ଦେବା ଦରକାର।”

ସଂକ୍ରମଣ ବଢ଼ୁଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା କଥା ମଧ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ହସ୍ପିଟାଲରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆମେ ରେମଡେସିଭିର ଇଞ୍ଜେକସନ ଚାହୁଁଛୁ। ରେମଡେସିଭିରର ସଙ୍କଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଆମେ ମାସ୍କ ନ ପନ୍ଧିଥିଲେ ୧ ହଜାର ଟଙ୍କା ଫାଇନ ଲାଗୁ କରି କ’ଣ ପ୍ରମାଣ କରିବାକୁ ଚାହୁଁଛୁ? ଯେଉଁ ବ୍ୟକ୍ତି ଦିନକୁ ୨୦୦ ଟଙ୍କା ରୋଜଗାର କରୁଛନ୍ତି, ତାଙ୍କ ଉପରେ ମାସ୍କ ନ ପନ୍ଧିବା ପାଇଁ ୧ ହଜାର ଟଙ୍କା ଜୋରିମାନା ଲାଗୁ କରି ଆମେ କ’ଣ ଦେଖାଇବାକୁ ଚାହୁଁଛୁ? ସମ୍ଭବତଃ ଦିନକୁ ଅଧା ସମୟ ଆମକୁ ଲକଡାଉନ କରିବାକୁ ପଡ଼ିବ। ଏପରି ହେଲେ ଲୋକମାନେ ବୋଧ ହୁଏ, ସ୍ଥିତିର ଭୟବହତା ବିଷୟରେ ବୁଝିପାରିବେ ବୋଲି ସେ କହିଛନ୍ତି।

ଗତକାଲି ଝାରଖଣ୍ଡରେ ୩୮୩୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ଓ ୩୦ ଜଣଙ୍କ ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story